Latest Odisha News

BREAKING NEWS

Browsing Category

କ୍ରିକେଟ

ମୋଇନ ଅଲୀଙ୍କୁ କରୋନା

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ମୋଇନ ଅଲୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଶ୍ରୀଲଙ୍କା ଗସ୍ତରେ ଆସିଥିବା ଇଂଲଣ୍ଡ ଖେଳାଳିମାନଙ୍କ ମଧ୍ୟରେ ତାଙ୍କ ରିପୋର୍ଟ କେବଳ ପଜିଟିଭ ଆସିଛି । ସମସ୍ତ ଖେଳାଳିଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା । ମୋଇନ ଏବେ ୧୦ ଦିନ ଆଇସୋଲେସନରେ…

ସମସ୍ତ ନିୟମ ମାନିବାକୁ ରାଜି ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ:ଶେଷରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମସ୍ତ କରୋନା ପ୍ରୋଟୋକଲ ମାନିବାକୁ ରାଜି ହୋଇଛି । ଫଳରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ସିଡନୀରେ ଜାନୁୟାରୀ ୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଏଠାରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ…

ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ବ୍ୟାକଲେସ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତି ଏଥର ପ୍ରଦର୍ଶନ ବଦଳରେ ଫଟୋ ଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଶେୟାର କରିଥିଲେ । ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଏକ…

ଟିମ୍ ଇଣ୍ଡିଆ ସହ ରୋହିତଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ସିଡନୀ ଯିବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସୋମବାର ସିଡନୀ ଗସ୍ତରେ ଯାଇଛି । ବାୟୋ ବବଲ ପ୍ରୋଟୋକଲ ଭାଙ୍ଗିଥିବା ରୋହିତ ଶର୍ମାଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ଏହି ଗସ୍ତରେ ଟିମ୍ ସହିତ ଯାଇଛନ୍ତି । ନୂଆ ବର୍ଷ ଦିନ ରୋହିତ, ନବଦୀପ ସାଇନି, ଋଷଭ ପନ୍ତ, ଶୁଭମନ…

ବିବାଦ ବଢ଼ୁଛି: ବ୍ରିସବେନରେ ଟେଷ୍ଟ ଖେଳିବାକୁ ଟିମ୍ ଇଣ୍ଡିଆ ଅରାଜି

ସିଡନୀ: ଭାରତୀୟ କ୍ରିକେଟ ଟିମ୍ ୪ର୍ଥ ଟେଷ୍ଟ ପାଇଁ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଛି । ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ଆଉ ଅଧିକ ଦିନ ବାୟୋ ବବୁଲରେ ରହିବାକୁ ଚାହୁଁ ନାହିଁ । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପଂହଚିବା ପରେ ପାଖାପାଖି ୧ମାସ ଏ ଭଳି ପରିସ୍ଥିତିରେ ରହିଥିଲେ ।…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯିବ ପିଙ୍କଟେଷ୍ଟ

ସିଡନୀ:ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଜାନୁୟାରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଏହି ମ୍ୟାଚକୁ ପିଙ୍କ ଟେଷ୍ଟ ଭାବେ ସ୍ଥାନ ଦିଆଯିବ । ଏହ ଦିବାରାତ୍ର ମ୍ୟାଚ ନୁହେଁ କି ଏଥିରେ ପିଙ୍କ ବଲରେ ମ୍ୟାଚ ଖେଳାଯାଇ ନାହିଁ । ଖେଳାଳିମାନେ ଗୋଲାପୀ…

୨୦୨୧ରେ ବ୍ୟସ୍ତ ରହିବ ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ର ଅନେକ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇପାରି ନ ଥିଲା । ଘରେ ବସି ବସି ସମୟ କାଟିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଅପେକ୍ଷା କରିଛି ୨୦୨୧ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ବିିସିସିଆଇ ପକ୍ଷରୁ ଅଫିସିଆଲ ଭାବେ କାର୍ଯ୍ୟସୂଚୀ ଜାରି କରାଯାଇ ନ ଥିଲେ…

ଟେଷ୍ଟ ଦଳରୁ ବାଦ୍ ପଡିଲେ ଯାଦବ, କିଏ ପାଇବ ସ୍ଥାନ ?

ନୂଆଦିଲ୍ଲୀ: ବିଦେଶରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି ଭାରତ । ତଥାପି ଆହତ ସମସ୍ୟାକୁ ନେଇ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଘାତପ୍ରାପ୍ତ ହୋଇ ଦୃତ ବୋଲର୍ ଉମେଶ ଯାଦବ ପଡିଆ ଛାଡିଥିଲେ । ଅନ୍ୟପଟେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ବି ଆହତ ସମସ୍ୟା ପାଇଁ ଦଳରୁ ବାଦ୍…

ଆସନ୍ତୁ ଜାଣିବା ବୋଲିଂ ଆଭରେଜରେ ବୁମ୍ ବୁମ୍ ବୁମରା କେଉଁ କେଉଁ ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ

ସିଡନୀ: ଟିମ୍ ଇଣ୍ଡିଆର ଷ୍ଟାର ପେସର ଯଶପ୍ରୀତ ବୁମରା ବୋଲିଂ ଆଭରେଜରେ କ୍ରିକେଟ ଇତିହାସର ମହାନ ବୋଲରଙ୍କୁ ମାତ୍ ଦେଇଛନ୍ତି । ଟେଷ୍ଟ କ୍ରିକେଟର ୫୦ ବର୍ଷରେ ୭୫ରୁ ଅଧିକ ଉଇକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ବୁମରାଙ୍କ ରେକର୍ଡ ଶ୍ରେଷ୍ଠ ରହିଛି । ଏପରିକି ମ୍ୟାଲକମ ମାର୍ଶାଲ, କର୍ଟଲୀ…

ଚହଲ୍ ଓ ଧନଶ୍ରୀଙ୍କୁ କି ଉପହାର ଦେଲେ ଧୋନୀ ?

ଭୁବନେଶ୍ୱର: ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଡିସେମ୍ବର ୨୨ରେ ଦୁହିଁଙ୍କ ବିବାହ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ବିବାହ ଓ ବିବାହ ପୂର୍ବର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ବିବାହ ପରେ ଚହଲ ଓ ଧନଶ୍ରୀ ହନିମୁନ ପାଇଁ ଦୁବାଇରେ ପହଂଚିଥିଲେ । ହେଲେ ସେଠାରେ ଧୋନୀ ଓ ସାକ୍ଷୀ…