Latest Odisha News

BREAKING NEWS

Browsing Category

କ୍ରିକେଟ

ବାପା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟର ୱିଲିୟମସନ

ଅକଲାଣ୍ଡ:ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ ୱିଲିୟମସନ ବୁଧବାର ବାପା ହୋଇଛନ୍ତି । ପତ୍ନୀ ସାରା ଓ ୱିଲିୟମସନ କୁନି ଝିଅର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତିି । ଇନଷ୍ଟଗ୍ରାମରେ ଝିଅକୁ ଜାବୁଡି ଧରିଥିବା ୱିଲିୟମସନଙ୍କ କଳା ଓ ଧଳା ରଙ୍ଗର ଫଟୋ ଶେୟାର କରାଯାଇଛି । ଯାହାକୁ…

ଆଡିଲେଡ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ଆଡିଲେଡ:ଆଡିଲେଡରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ଶ’ ଓପନର ଦାୟିତ୍ୱ ତୁଲାଇବେ । ମିଡିଲ ଅର୍ଡରରେ ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ…

କରୋନା ପରେ କ୍ରିକେଟ: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଘରୋଇ ପ୍ରତିଯୋଗିତା

ମୁମ୍ବାଇ: କରୋନା ସଙ୍କଟ ଟଳିବା ଆରମ୍ଭ କରିଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖୁବ୍ ଶୀଘ୍ର ଘରୋଇ ପ୍ରତିଯୋଗିତାଗୁଡିକ ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ମୁତାବକ ସୟେଦ ମୁସ୍ତାକ ଅଲୀ ଟ୍ରଫି (ଟି୨୦) ଟୁର୍ଣ୍ଣାମେଂଟ ୧୦ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ୬ ରାଜ୍ୟକୁ ନେଇ…

ଖେଳୁଆଡ ମନୋଭାବ ପାଇଁ ମନ ଜିଣିଲେ ସିରାଜ

ସିଡନୀ: ଅଷ୍ଟ୍ରେଲିଆ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତର ମହମ୍ମଦ ସିରାଜ ଖେଳୁଆଡ ମନୋଭାବ ନେଇ ସମସ୍ତଙ୍କ ମନ ଜିଣିଛନ୍ତି । ଏହି ମ୍ୟାଚରେ କାମେରେନ ଗ୍ରୀନଙ୍କ ଏକ ବଲକୁ ଯଶପ୍ରୀତ ବୁମରାଙ୍କୁ ଚମତ୍କାର ଢ଼ଙ୍ଗରେ ଖେଳିଥିଲେ । ମାତ୍ର ବଲ ଦ୍ରୁତ ବେଗରେ ଯାଇ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା ।…

ବିରାଟ କୋହଲିଙ୍କ ପ୍ରଥମ ଅଡି କାର ଏବେ ବି ଥାନାରେ ପଡି ରହିଛି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏବେ ଅନେକ ଦାମୀ କାର ରହିଛି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ତାଙ୍କର ପ୍ରଥମ ଅଡି କାର ଏବେ ବି ମୁମ୍ବାଇ ଥାନରେ ପଡି ରହିଛି । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ...୨୦୧୨ରେ ଅଡି ଇଣ୍ଡିଆ ନୂଆ ଆର୮ ମଡେଲ ଲଂଚ…

ପୁଣି ଫେଲ୍ ମାରିଲେ ରିସଭ ପନ୍ତ !

ଭୁବନେଶ୍ୱର: ତାଜା ସ୍ଥିତିରେ ୱିକେଟ୍ କିପର୍ ରିସଭ ପନ୍ତଙ୍କ ଭାଗ୍ୟ ପିଙ୍କ୍ ବଲ୍ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ତେବେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ସେ ସ୍କୋର କରିବାରେ ବିଫଳ ହୋଇଛନ୍ତି । ପୂର୍ବରୁ ରିସଭ ଭାରତର ଦିନିକିଆ ଓ ଟି-୨୦ ଦଳରୁ ବାଦ୍ ପଡିଥିଲେ । ଏବେ ଅଭ୍ୟାସ୍ ମ୍ୟାଚରେ ୧୧ଟି…

ଇଂଲଣ୍ଡର ଭାରତ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ଗୁରୁବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୫ ଫେବୃୟାରୀରୁ ଟେଷ୍ଟ, ୧୨ ମାର୍ଚ୍ଚରୁ ଟି୨୦ ଓ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଅବସରରେ ଯୁବ ଖେଳାଳିଙ୍କ ପାଇଁ ଗୁଜରାଟ କ୍ରିକେଟ ଆସୋସିଏଶନର…

୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ, ସ୍ୱଦେଶ ଫେରିଯିବି : ପାଣ୍ଡ୍ୟା

ମେଲବୋର୍ଣ୍ଣ: ୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ । ସ୍ୱଦେଶ ଫେରିଯିବି ବୋଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ସିରିଜର ଅନ୍ତିମ ମ୍ୟାଚ ପରେ କହିଛନ୍ତି । ମ୍ୟାନ ଅଫ ଦି ସିରିଜ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କରିଛି ।…

ନିଜ ଦେଶ ଛାଡି ଆମେରିକା ପାଇଁ କ୍ରିକେଟ୍ ଖେଳିବେ ଏହି ଖେଳାଳି !

ଭୁବନେଶ୍ୱର: ଦିନିକିଆ କ୍ରିକେଟରେ ତାଙ୍କ ନାଁରେ ରହିଛି ଦ୍ୱିତୀୟ ଦୃତ୍ତତମ ଶତକ । ଆଇପିଏଲରେ ବି ସେ ନିଜ ଦବଦବା ଦେଖାଇ ସାରିଛନ୍ତି । ତଥାପି ନିଜ ଦେଶ ଛାଡି ଅନ୍ୟ ଦେଶ ତଥା ଆମେରିକା ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ମହାନ୍ କ୍ରିକେଟର୍ । ନ୍ୟୁଜିଲ୍ୟାଣ୍ଡର କୋରି…

ବିବାଦ ସୃଷ୍ଟି କଲା ଟି୨୦ର କନକସନ ସବଷ୍ଟିଚ୍ୟୁଟ ନିୟମ

କାନବେରା:ଭାରତ-ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ମ୍ୟାଚରେ ନୂତନ ଭାବେ ଲାଗୁ କରାଯାଇଥିବା କନକସନ ସବଷ୍ଟିଚ୍ୟୁଟ ନିୟମ ବିବାଦ ସୃଷ୍ଟି କରିଛି । ଏହି ନିୟମ ଯୋଗୁ ଭାରତକୁ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି ୟୁଜଭେନ୍ଦ୍ର ଚାହଲ । ଭାରତ ଇନିଂସ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ…