Latest Odisha News

BREAKING NEWS

Browsing Category

କ୍ରିକେଟ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଗୁରୁବାରଠାରୁ : ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା

ଧର୍ମଶାଳା: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଗୁରୁବାରଠାରୁ ଧର୍ମଶାଳାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଏହା କିଛି ମାତ୍ରାରେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି ।…

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ: ନକଆଉଟ ପାଇଁ ରିଜର୍ଭ ଦିବସ

ଅକଲ୍ୟାଣ୍ଡ: ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଦିନିକିଆ ବିଶ୍ୱକପର ନକଆଉଟ ଅର୍ଥାତ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ସଂରକ୍ଷଣ ଦିବସ ରହିବ ।  ଟି୨୦ ବିଶ୍ୱକପ ବେଳେ ନକଆଉଟ ମ୍ୟାଚ୍‌ଗୁଡ଼ିକ ପାଇଁ କୌଣସି ସଂରକ୍ଷଣ ଦିବସ ରହି ନଥିଲା। ତେଣୁ ଭାରତ ଓ…

୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ଜିତିଲା ଆୟର୍ଲ୍ୟାଣ୍ଡ

ଗ୍ରେଟର ନୋଏଡା: ଆୟର୍ଲାଣ୍ଡ ଦୀର୍ଘ ୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କରିଛି । ଆଫଗାନିସ୍ତାନ ବିପକ୍ଷ ଶେଷ ଟି୨୦ରେ ଆୟର୍ଲ୍ୟାଣ୍ଡ ବିଜୟ ହାସଲ କରିଥିଲା । ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ସାମନ ୧୪୨ ରନ୍ କରିଥିଲା ।…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ୩୮୪/୮

ରାଜକୋଟ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ୮ ଉଇକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଛି । ଅର୍ପିତ ବାସୁଦେବ ଆକର୍ଷଣୀୟ ଶତକ (୧୦୬) ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୬୬) ରନ ବଳରେ ସୌରାଷ୍ଟ୍ର ଭଲ ସ୍କୋର କରିବାରେ…

ଆଇସିସି ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ପୁନମ

ମେଲବୋର୍ଣ୍ଣ:ଆଇସିସି ସୋମବାର ମହିଳାଟି୨୦ ବିଶ୍ୱକପର ପ୍ରଦର୍ଶନ ବିଚାରକୁ ନେଇ ଶ୍ରେଷ୍ଠ ଏକାଦଶ ବାଛିଛି । ଏଥିରେ ଭାରତର ପୁନମ ଯାଦବ ୧୧ତମ ଓ ଶେଫାଳୀ ବର୍ମା ଦ୍ୱାଦଶତମ ଖେଳାଳୀ ଭାବେ ଟିମ୍‌ରେ ରହିଛନ୍ତି । ଅଷ୍ଟ୍ରେଲିଆର ୫ ଓ ଇଂଲଣ୍ଡର ୪ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଇଆନ ବିଶପ,…

ଚୁମ୍ବକରେ ଆଇସିସି ମହିଳା ଟି୨୦ ବିଶ୍ୱକପ

ମେଲବୋର୍ଣ୍ଣ:ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ରହିଥିଲେ ମଧ୍ୟ ଶେଷ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ରନର୍ସଅପ ହୋଇଛି । ୧. ଚାମ୍ପିୟନ:(ପୁରସ୍କାର ରାଶି ୧ମିଲିୟନ ଡଲାର) ୨. ରନର୍ସଅପ: ଭାରତ (୫୦୦,୦୦୦ ଡଲାର)…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଟିମ୍ ଘୋଷଣା କରିଛି । ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାଓ୍ଵନ୍‌ଙ୍କୁ ସ୍ଥାନ ମିଳିଛି । ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି । ଭାରତ ଓ ଦକ୍ଷିଣ…

ଭାରତର ଆଶା ଧୂଳିସାତ୍‌ : ଅଷ୍ଟ୍ରେଲିଆ ୫ମଥର ପାଇଁ ଚାମ୍ପିୟନ

ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଭାରତ ୮୫ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଟିମ ଇଣ୍ଡିଆର ଚାମ୍ପିୟନ ହେବା ଆଶା ଧୂଳିସାତ୍ ହୋଇଥିବାବେଳେ ଅଷ୍ଟ୍ରେଲିଆ ୫ମ ଟାଇଟଲ ଜିତିଛି ।   ଆଜି ଅନ୍ତର୍ଜାତୀୟ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ : ଭାରତ ସମ୍ମୁଖରେ ୧୮୫ ରନର ବିଶାଳ ଲକ୍ଷ୍ୟ

ମେଲବୋର୍ଣ୍ଣ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୧୮୫ ରନର ବିଶାଳ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ନିର୍ଦ୍ଧାରିତ ଓଭରରେ ଘରୋଇ ଦଳ ୪ ଉଇକେଟ ବିନିମୟରେ ୧୮୪ ରନ କରିଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଆଲିସା ହୀଲେ ଓ…

ଆଜି ଭାରତ-ଅଷ୍ଟ୍ରେଲିଆ ଟି୨୦ ମହିଳା ବିଶ୍ୱକପ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ମ୍ୟାଚ ଖେଳାଯିବ । ସାରା ଦେଶ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ସେମାନଙ୍କ ପରାକ୍ରମ ଦେଖିବାକୁ ମିଳିବ । ଭାରତୀୟ…