Latest Odisha News

BREAKING NEWS

Browsing Category

କ୍ରିକେଟ

ଚୁମ୍ବକରେ ଆଇସିସି ମହିଳା ଟି୨୦ ବିଶ୍ୱକପ

ମେଲବୋର୍ଣ୍ଣ:ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ରହିଥିଲେ ମଧ୍ୟ ଶେଷ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ରନର୍ସଅପ ହୋଇଛି । ୧. ଚାମ୍ପିୟନ:(ପୁରସ୍କାର ରାଶି ୧ମିଲିୟନ ଡଲାର) ୨. ରନର୍ସଅପ: ଭାରତ (୫୦୦,୦୦୦ ଡଲାର)…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଟିମ୍ ଘୋଷଣା କରିଛି । ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାଓ୍ଵନ୍‌ଙ୍କୁ ସ୍ଥାନ ମିଳିଛି । ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି । ଭାରତ ଓ ଦକ୍ଷିଣ…

ଭାରତର ଆଶା ଧୂଳିସାତ୍‌ : ଅଷ୍ଟ୍ରେଲିଆ ୫ମଥର ପାଇଁ ଚାମ୍ପିୟନ

ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଭାରତ ୮୫ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଟିମ ଇଣ୍ଡିଆର ଚାମ୍ପିୟନ ହେବା ଆଶା ଧୂଳିସାତ୍ ହୋଇଥିବାବେଳେ ଅଷ୍ଟ୍ରେଲିଆ ୫ମ ଟାଇଟଲ ଜିତିଛି ।   ଆଜି ଅନ୍ତର୍ଜାତୀୟ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ : ଭାରତ ସମ୍ମୁଖରେ ୧୮୫ ରନର ବିଶାଳ ଲକ୍ଷ୍ୟ

ମେଲବୋର୍ଣ୍ଣ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୧୮୫ ରନର ବିଶାଳ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ନିର୍ଦ୍ଧାରିତ ଓଭରରେ ଘରୋଇ ଦଳ ୪ ଉଇକେଟ ବିନିମୟରେ ୧୮୪ ରନ କରିଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଆଲିସା ହୀଲେ ଓ…

ଆଜି ଭାରତ-ଅଷ୍ଟ୍ରେଲିଆ ଟି୨୦ ମହିଳା ବିଶ୍ୱକପ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ମ୍ୟାଚ ଖେଳାଯିବ । ସାରା ଦେଶ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ସେମାନଙ୍କ ପରାକ୍ରମ ଦେଖିବାକୁ ମିଳିବ । ଭାରତୀୟ…

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ତୃତୀୟ ଦିନକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।  ଜେଜେ ସ୍ମଟ୍ସ ଓ ହେନରିଚ୍‌ କ୍ଲାସେନଙ୍କ ଦମଦାର ବ୍ୟାଟିଂ ବଳରେ  ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ମୂଳପୋଛ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନ୍‌ କରିଥିବା ବେଳେ…

ଫାଇନାଲ ପୂର୍ବରୁ ୨ ଦେଶର ପ୍ରଧାନମନ୍ତ୍ରୀ କଥା କଟାକଟି

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ସୋସିଆଲ ସାଇଟରେ ନିଜ ଦେଶକୁ ସମର୍ଥନ କରିବା ସହ ପରସ୍ପର କଥା କଟାକଟି ହୋଇଛନ୍ତି । ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ…

ପ୍ରଥମ ଟାଇଟଲ ଓ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ…

ଭାରତ-ଅଷ୍ଟ୍ରେଲିଆ ଫାଇନାଲ: ୭୫ ହଜାର ଟିକେଟ ବିକ୍ରି

ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୭୫ ହଜାର ଟିକେଟ ବିକ୍ରି…

ହାର୍ଦ୍ଦିକଙ୍କ ବିସ୍ପୋରକ ବ୍ୟାଟିଂ : ୫୫ ବଲରେ ୧୫୮ ରନ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ମାତ୍ର ୫୫ ବଲରେ ୧୫୮ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ଟିମରେ ନେବା ପାଇଁ ପରୋକ୍ଷରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଡିୱାଇ ପାଟିଲ ଟି୨୦ ସେମିଫାଇନାଲ…