Latest Odisha News

BREAKING NEWS

Browsing Category

କ୍ରିକେଟ

ତୃତୀୟ ଦିନିକିଆ ପୂର୍ବରୁ ଭାଇରାଲ ହେଲା କୋହଲିଙ୍କ ପୋଷ୍ଟ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି । ଇଂଲଣ୍ଡ ଗସ୍ତରେ ଏ ପର୍ଯ୍ୟନ୍ତ କୋହଲି ୧୧, ୨୦, ୧, ୧୧ ଓ ୧୬ ରନ କରିଛନ୍ତି । ପ୍ରଶଂସକମାନେ ତାଙ୍କ ଫର୍ମକୁ ଫେରିବା ପାଇଁ ବ୍ୟଗ୍ରତା ସହକାରେ…

ଟି୨୦ ବିଶ୍ୱକପ ୨୦୨୨: ଚୂଡାନ୍ତ ହେଲା ୧୬ ଟିମ

ମେଲବୋର୍ଣ୍ଣ: ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଶନିବାର ନେଦରଲାଣ୍ଡ ଓ ଜିମ୍ବାୱେ କ୍ୱାଲିଫାଇ କରିବା ପରେ ୧୬ ଟିମ ଚୂଡାନ୍ତ ହୋଇଛି । ଭାରତ ସମେତ ୮ ଟିମ ସୁପର ୧୨ରେ ଖେଳିବେ । ଅନ୍ୟ ୮ ଟିମରୁ ୪ଟି ପ୍ରଥମ ରାଉଣ୍ଡ ପରେ ସୁପର ୧୨ରେ ପଂହଚିବେ ।…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି, ବୁମରାହ, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସିନିୟର ଖେଳାଳି ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, କୁଲଦୀପ ଯାଦବ ଓ କେଏଲ ରାହୁଲ…

୨୦୨୦ରୁ୨୨ ମଧ୍ୟରେ ଖରାପ ଫର୍ମ ସତ୍ୱେ ଅନ୍ୟମାନଙ୍କଠାରୁ କୋହଲି ଏବେ ବି ଆଗରେ

ପୁରୀ: ବିରାଟ କୋହଲିଙ୍କ ଫର୍ମ ଏବଂ ଶତକକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । କେତେକ କ୍ରିକେଟ ଜ୍ଞାନୀ ତାଙ୍କୁ ଦଳରୁ ବାହାର କରିବା ପାଇଁ ଦାବୀ କରିଛନ୍ତି । ତେବେ ପ୍ରମୁଖ କଥା ହେଲା କୋହଲି ଏତେ ଭଲ ଖେଳିଛନ୍ତି ଯେ, ତାଙ୍କ ସାଧାରଣ ଖେଳକୁ ଅନ୍ୟମାନେ ଖରାପ ଭାବେ ବିବେଚନା କରିଛନ୍ତି ।…

ଏବେ ବି ଫିଟ ହୋଇ ନାହାନ୍ତି କୋହଲି, ଖେଳି ନ ପାରନ୍ତି ଦ୍ୱିତୀୟ ଦିନିକିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଭାଗ୍ୟ ମଧ୍ୟ ସହାୟ ହେଉ ନାହିଁ । ଫର୍ମ ପରେ ଏବେ ଫିଟନେସ ତାଙ୍କୁ ଠକୁଛି । ରିପୋର୍ଟ ମୁତାବକ କୋହଲି ଆଘାତ ସମସ୍ୟା ଯୋଗୁ ପ୍ରଥମ ଦିନିକିଆରେ ଖେଳି ପାରି ନ ଥିଲେ । ଏହି ମ୍ୟାଚରେ ଖରାପ ଫର୍ମରେ ଥିବା ରୋହିତ ପୁରୁଣା ଲୟକୁ…

ବୁମରାହଙ୍କୁ ନେଇ ଜାଫରଙ୍କ ଟୁଇଟ ହେଲା ଭାଇରାଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯଶପ୍ରୀତ ବୁମରାହଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଏବେ ସବୁଠାରେ ତାଙ୍କୁ ନେଇ ଚର୍ଚ୍ଚା । ଭାରତର ପୂର୍ବତନ ଓପନର ୱାସିମ ଜାଫର ବୁଧବାର ବୁମରାହଙ୍କ ପ୍ରଦର୍ଶନ ନେଇ ଏକ ଟ୍ୱିଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଜାଫର ଟୁଇଟ କରିଥିଲେ…

ବୁଢ଼ା ହୋଇଗଲିଣି କହି କୋଚ ପଦରୁ ଇସ୍ତଫା ଦେଲେ ଅରୁଣ ଲାଲ, ଏବେ ହନୀମୁନ ପାଇଁ ତୁର୍କୀ ଯିବେ

କୋଲକାତା: ଭାରତର ପୂର୍ବତନ କ୍ରିକେଟର ଅରୁଣ ଲାଲ ଆଜି ବେଙ୍ଗଲ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ଲାଗିଲାଣି ମୁଁ ବୁଢ଼ା ହୋଇ ଗଲିଣି । ଆଉ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇ ପାରିବି ନାହିଁ । ସବୁଠାରୁ ମଜା କଥା ୭୭ ଦିନ ତଳେ ୬୬ ବର୍ଷୀୟ ଅରୁଣ ଲାଲ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲଙ୍କ…

ବୁମରାହ ହେଲେ ଏକ ନମ୍ବର

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟରେ ହୀରୋ ସାଜିଥିବା ଯଶପ୍ରୀତ ବୁମରାହଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ବୁମରାହ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି । ୧୯ ରନରେ ୬ ୱିକେଟ ହାସଲ କରିଥିବା…

୪୮ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଇତିହାସ ରଚିଲା ଟିମ ଇଣ୍ଡିଆ

ଲଣ୍ଡନ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଯଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ ପରେ ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି ଭାରତ । ଏଥିସହ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ୪୮ ବର୍ଷ ପରେ…

ଟି୨୦ ବିଶ୍ୱକପ: ସଚିନ ବାଛିଲେ ୬ ଖେଳାଳି….

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ କ୍ରିକେଟ ଅଷ୍ଟ୍ରେଲିଆରେ ଖେଳାଯିବ । ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ ନେଇ ଆଲୋଚନା ଚାଲିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬ଜଣ ଖେଳାଳି…