Latest Odisha News

BREAKING NEWS

Browsing Category

କ୍ରିକେଟ

ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ : ସ୍ମୃତି, ହରମନପ୍ରୀତ, ଦୀପ୍ତି ହେଲେ ଅଧିନାୟିକା

ନୂଆଦିଲ୍ଲୀ: ମେ ୨୩ରୁ ପୁଣେରେ ଆରମ୍ଭ ହେବ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ । ସୋମବାର ୩ଟି ଟିମର ଅଧିନାୟିକା ନାମ ଘୋଷଣା କରିଛି ବିସିିସିଆଇ । ହରମନପ୍ରୀତ କୌର ସୁପରନୋଭାଜ, ସ୍ମୃତି ମାନ୍ଧାନା ଟ୍ରେଲବ୍ଲେଜର୍ସ ଓ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି…

ଚେନ୍ନାଇକୁ ହରାଇ ଗୁଜରାଟ ଶୀର୍ଷରେ

ମୁମ୍ବାଇ: ଚଳିତ ଆଇପିଏଲ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦୁଃସ୍ୱପ୍ନ ସାଜିଛି । ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ବିଜୟ ସହ ଗୁଜରାଟ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ଗୋଟିକରେ ରହିବା ଏକପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ଚେନ୍ନାଇ ସିଇଓ ହେବେ ଧୋନୀ !

ମାଡ୍ରାସ: ଆଇପିଏଲ ୧୫ତମ ସଂସ୍କରଣର ପ୍ଲେ ଅଫକୁ ଉନ୍ନୀତ ହେବାରେ ଏଥର ଚେନ୍ନାଇ ସୁପର କିଙ୍ଗସ ବିଫଳ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ପରବର୍ତୀ ପଦକ୍ଷେପ ନେଇ ସମସ୍ତ ଚର୍ଚ୍ଚା ଜୋର ଧରିଛି । ଅଧିନାୟକ ପଦରୁ ଓହରିବା ପରେ ଆଗାମୀ ସଂସ୍କରଣରେ ସେ ଚେନ୍ନାଇର ସିଇଓ କିମ୍ବା ମ୍ୟାନେଜମେଂଟର କୌଣସି…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ଅଧିନାୟକ ଦୌଡରେ ହାର୍ଦ୍ଦିକ, ଧାୱନ

ମୁମ୍ବାଇ: ଆଇପିଏଲ ସମାପ୍ତ ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ । ଏହି ଗସ୍ତରେ ଖେଳାଯିବାକୁ ଥିବା ୫ଟି ଟି୨୦ ମ୍ୟାଚରେ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ଇଂଲଣ୍ଡ ସିରିଜକୁ ଆଖି…

ଅମ୍ବାତି ରାୟୁଡୁଙ୍କ ଟୁଇଟକୁ ନେଇ ସସପେନ୍ସ : ଅବସର ଘୋଷଣା ପରେ ଡିଲିଟ ହେଲା ଟୁଇଟ

ମାଡ୍ରାସ: ଚେନ୍ନାଇ ସୁପର କିଙ୍ଗସର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କ ଅବସର ଟୁଇଟ ନେଇ ସସପେନ୍ସ ବଢ଼ିଛି । ରାୟୁଡୁଙ୍କ ପ୍ରଥମ ଟୁଇଟରେ ଏହା ତାଙ୍କ ଶେଷ ଆଇପିଏଲ ବୋଲି ଘୋଷଣା କରିଥିଲେ । ମୋ ପାଇଁ ଏହା ଏକ ସୁଖଦ ଯାତ୍ରା ଥିଲା । ମୁମ୍ବାଇ ଓ ଚେନ୍ନାଇ ଟିମକୁ ମୁଁ ଏଥିନେଇ…

ଆଇପିଏଲର ବାକି ତକ ମ୍ୟାଚରୁ ଓହରିଲେ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କୁମିନ୍ସ ସିଜନର ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ଏହି ଷ୍ଟାର ଅଲରାଉଣ୍ଡର ଆଘାତପ୍ରାପ୍ତ ହୋଇଥିବାରୁ ସ୍ୱଦେଶ ଫେରିଯିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ୧୨ ମ୍ୟାଚ ଖେଳି…

ମ୍ୟାକକୁଲାମ ହେଲେ ଇଂଲଣ୍ଡ କୋଚ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂବୟତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ଇଂଲଣ୍ଡ ଦଳର କୋଚ ଭାବେ ନିଯୁକ୍ତ କରାଯାଇଛି । ସେ ଟେଷ୍ଟ ଟିମର ମୁଖ୍ୟ କୋଚ ଦାୟିତ୍ୱ ତୁଲାଇବେ । ଇସିବି ଓ ମ୍ୟାକକୁଲାମ ଏହା ବିଧିବଦ୍ଧ ଭାବେ ପ୍ରଶଂସକଙ୍କୁ ଜଣାଇଛନ୍ତି । ସେ ଖୁବ…

ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ ଭାରତ ଖେଳୁଥିବା ସମସ୍ତ କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ଖେଳୁଥିବା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟର ସମସ୍ତ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପୋର୍ଟ୍ସ ବ୍ରଡକାଷ୍ଟିଂ ଶେୟାରିଂ ଆକ୍ଟରେ କିଛିଟା ପରିବର୍ତନ କରାଯାଇଛି ।…

ଅଭିଷେକ, ମାଧୁରୀ ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ-ଦ -ଇୟର ପୁରସ୍କାର

ଭୁବନେଶ୍ୱର: ୨୦୨୧-୨୨ ସିଜିନ୍‍ ପାଇଁ  ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟା ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦ ଇୟର ପୁରସ୍କାର ।  ଅଭିଷେକ ୨୯ତମ ପୁରୁଷ କ୍ରିକେଟର ଏବଂ ମାଧୁରୀ ୮ମ ମହିଳା କ୍ରିକେଟ ଅଫ୍‍-ଦ-ଇୟର ପୁରସ୍କାର ହାସଲ କରିବେ । ରଣଜୀ ଟ୍ରଫି ସହ ଅନ୍ୟ…

ଆସନ୍ତୁ ଜାଣିବା ଧୋନୀ କାହିଁକି ବ୍ୟାଟ ଚୋବାନ୍ତି

ମାଡ୍ରାସ: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ବ୍ୟାଟ ଚୋବାଇଥାନ୍ତି । ତେବେ ସେ ଏପରି କାହିଁକି କରିଥାନ୍ତି ଏହାର ଖୁଲାସ ପୂର୍ବତନ କ୍ରିକେଟର ଅମିତ ମିଶ୍ର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଯେ ବ୍ୟାଟକୁ ସଫା…