Latest Odisha News

BREAKING NEWS

Browsing Category

କ୍ରିକେଟ

ହିଟମ୍ୟାନ ହେଲେ କରୋନା ଫ୍ରି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କରୋନ ଫ୍ରି ହୋଇଛନ୍ତି । ହିଟମ୍ୟାନଙ୍କ କ୍ରମାଗତ ୩ଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ଯେତେଦୂର ସମ୍ଭବ ସେ ଅଧିନାୟକ ଦାୟିତ୍ୱ…

ଇଂଲଣ୍ଡ ୨୮୪ରେ ଅଲଆଉଟ, ଭାରତକୁ ୧୩୨ ରନର ଅଗ୍ରଣୀ

ବର୍ମିଂହାମ: ବୋଲରମାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ୫ମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ତୃତୀୟ ଦିବସରେ ୨୮୪ ରନରେ ଅଲଆଉଟ ହୋଇଯାଇଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ ସଂଗ୍ରହ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୧୩୨ ରନର ଅଗ୍ରଣୀ ହାସଲ କରିଛି । ରିଷଭ ପନ୍ତ ଓ ରବୀନ୍ଦ୍ର…

ବୁମ୍ରାଙ୍କ ପ୍ରଦର୍ଶନକୁ ଅନନ୍ୟ କହିଲେ ରବି ଶାସ୍ତ୍ରୀ

ବର୍ମିଂହାମ: ଇଂଲଣ୍ଡର ଏଜବାଷ୍ଟନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର କ୍ୟାପଟେନ ଜସପ୍ରୀତ ବୁମ୍ରାଙ୍କ ପ୍ରଶଂସନୀୟ ପ୍ରଦର୍ଶନ । ଶନିବାର ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡର ପେଶ ବୋଲର ଷ୍ଟୁଆର୍ଟ ବ୍ରଡ଼ ଗୋଟିଏ ଓଭରରେ ୩୫ ରନ ଦେଇଛନ୍ତି । ଇନିଂସର ୮୪ ତମ ଓଭରରେ ବୁମ୍ରା ବ୍ରଡଙ୍କ ଏହି…

ବୁମ ବୁମ ବୁମରାହଙ୍କ କମାଲ: ବ୍ରଡଙ୍କ ଓଭରରେ ନେଲେ ୩୫ ରନ

ଏଜବେଷ୍ଟନ: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ ମଧ୍ୟ କମାଲ କରିିଛନ୍ତି ଅଧିନାୟକ ଯଶପ୍ରୀତ ବୁମରାହ । ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ସେ ୩୫ ରନ ସଂଗ୍ରହ କରିଥିଲେ । ବ୍ରଡଙ୍କ ଏହି ଓଭରରେ ବ୍ୟାଟରୁ ୨୯ ଏବଂ ଅତିରିକ୍ତରୁ ୬…

ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଚମତ୍କାର ଶତକ ହାସଲ କରି ରିଷଭ ପନ୍ତ ଭାରତକୁ ବିପଦରୁ ରକ୍ଷା କରିଛନ୍ତି । ଏଥିସହ ପନ୍ତ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲର ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ପନ୍ତ ମାତ୍ର ୫୧…

ବୁମରାହ ହେଲେ ଭାରତର ୩୬ତମ ଟେଷ୍ଟ ଅଧିନାୟକ

ବର୍ମିଂହାମ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ରିଷଭ ପନ୍ତ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଜୁଲାଇ ୧ରୁ ଏହି ଏକମାତ୍ର ଟେଷ୍ଟଟି ଖେଳାଯିବ । ବୁମରାହ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଭାରତର ୩୬ତମ…

୪୦ ଟଙ୍କିକିଆ ଔଷଧରେ ଚିକିତ୍ସିତ ହେଉଛନ୍ତି ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଚିକିତ୍ସା ଏବେ ଚର୍ଚ୍ଚାର କାରଣ ସାଜିଛି । ଧୋନୀ ଏବେ କିଛି ଦିନ ହେବ ଆଣ୍ଠୁ ସମସ୍ୟାରେ ପୀଡିତ । ସେ ଏହାର ଚିକିତ୍ସା ବଡ ଡାକ୍ତରଖାନା ଓ ଚିକିତ୍ସକଙ୍କ ପାଖରେ କରିବା ବଦଳରେ ରାଂଚୀର ଜଙ୍ଗଲକୁ ଦୌଡୁଛନ୍ତି । ଆଜ୍ଞା…

କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଭାଙ୍ଗି ଦେଇଛନ୍ତି । ଆଇସିସି ଟି୨୦ ବ୍ୟାଟିଂ ର‌୍ୟାଙ୍କିଙ୍ଗରେ ବାବର ସବୁଠାରୁ ଅଧିକ ସମୟ ୧ ନମ୍ବର ସ୍ଥାନରେ ରହିଛନ୍ତି । କୋହଲି ସର୍ବାଧିକ ୧୦୧୩ ଦିନ ପ୍ରଥମ ସ୍ଥାନରେ…

ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ରୋହିତ, ବୁମରାହ ହେବେ ଅଧିନାୟକ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି । ଗତ ସପ୍ତାହରେ ରୋହିତଙ୍କୁ କରୋନା ହୋଇଥିବା ଜଣା ପଡିଥିଲା । ଜୁଲାଇ ୧ରୁ ଏହି ଟେଷ୍ଟ ଖେଳାଯିବାକୁ ଥିବାରୁ ରୋହିତଙ୍କ ଯିବା ସମ୍ଭବପର ହୋଇ ନ ଥିଲା ।…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋର୍ଗାନ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ଇଅନ ମୋର୍ଗାନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ଏହି କ୍ରିକେଟର ଖରାପ ଫର୍ମ ଏବଂ ଫିଟନେସ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମୋର୍ଗାନଙ୍କୁ…