Latest Odisha News

BREAKING NEWS

Browsing Category

କ୍ରିକେଟ

ମୋର୍ଗାନ ଛାଡିବେ ଇଂଲଣ୍ଡ ଅଧିନାୟକ ପଦ

ଲଣ୍ଡନ: ଇଅନ ମୋର୍ଗାନ ଇଂଲଣ୍ଡର ଦିନିକିଆ ଏବଂ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବା ପାଇଁ ବିଚାର କରୁଛନ୍ତି । ଖରାବ ଫର୍ମ ଏବଂ ଫିଟନେସ ଯୋଗୁ ସେ ଏ ସମ୍ପର୍କରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ଏପରିକି ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ମଧ୍ୟ ନିଷ୍ପତି…

୪୧ ଥର ବିଜେତା ମୁମ୍ବାଇ ପରାସ୍ତ, ମଧ୍ୟପ୍ରଦେଶ ନୂତନ ଚାମ୍ପିୟନ

ମୁମ୍ବାଇ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ୨୦୧୪ ପରଠାରୁ ୮ଟି ସିଜନରେ ୬ ନୂତନ ଚାମ୍ପିୟନ ମିଳିଥିବାରୁ ଭାରତୀୟ କ୍ରିକେଟ ଠିକଣା ପଥରେ ଯାଉଛି ବୋଲି ସମୀକ୍ଷକମାନେ କହିଛନ୍ତି । ମୁମ୍ବାଇ ପ୍ରଥମେ…

ମହିଳା ଟି୨୦: ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ବିଜୟୀ, ମିଥାଲୀଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ

କଲମ୍ବୋ: ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଭାରତୀୟ ଟିମ ଆଗୁଆ ସିରିଜ ବିଜୟୀ ହୋଇଛି । ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତର ଷ୍ଟାର ଖେଳାଳି ମିଥାଲୀ ରାଙ୍କ…

ଶାନ୍ତ ହେଉନି ବଟଲରଙ୍କ ବ୍ୟାଟ: ଭାଙ୍ଗିଲେ ୧୭ ବର୍ଷ ତଳର ଧୋନୀଙ୍କ ରେକର୍ଡ

ଲଣ୍ଡନ: ଇଣ୍ଡିଆନ ପ୍ରିମିୟର ଲିଗ ପରଠାରୁ ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ବ୍ୟାଟ ଶାନ୍ତ ପଡିବା ନାମ ଧରୁନି । ନିକଟରେ ନେଦରଲାଣ୍ଡ ବିପକ୍ଷ ସିରିଜରେ ସେ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗି ଦେଇଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ…

ଇଂଲଣ୍ଡରେ ବି ହାର୍ଦ୍ଦିକ ହେବେ ଅଧିନାୟକ!

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ ଟିମ ଇଣ୍ଡିଆର ଏକ୍ସପେରିମେଂଟ ଆୟର୍ଲାଣ୍ଡ ଗସ୍ତ ପର୍ଯ୍ୟନ୍ତ ଚାଲିବ । ଏପରିକି ଇଂଲଣ୍ଡ ବିପକ୍ଷ ସିରିଜରେ ପ୍ରାୟତଃ ଭାରତର ଟି୨୦ ବିଶ୍ୱକପ ଟିମ ଖେଳିବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏବେ ଏହା…

ଆସନ୍ତୁ ଜାଣିବା ଯୁବରାଜଙ୍କ ପୁତ୍ରର ନାମ କଣ ଦିଆଗଲା

ଚଣ୍ଡୀଗଡ: ପିତୃ ଦିବସରେ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ କୀଚ ପୁଅର ନାମ କରଣ କରିଛନ୍ତି । ତାଙ୍କ ପୁଅର ନାମ ସେମାନେ ଓରିଅନ କୀଚ ସିଂ ରଖିଛନ୍ତି । ଟୁଇଟରରେ ଯୁବରାଜ ପୁଅର ଫଟୋ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପୁଅର ନାମ ପ୍ରକାଶ କରିବା ପରେ…

ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ଖେଳି ସାରିଲେଣି କାର୍ତିକ

ମୁମ୍ବାଇ: ୩୭ ବର୍ଷୀୟ ଦୀନେଶ କାର୍ତିକ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ମ୍ୟାଚ ଖେଳି ସାରିଛନ୍ତି । ସେ ୨୦୦୪ରେ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି…

ଗାଙ୍ଗୁଲିଙ୍କ ସୂଚନା: ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତର ସମ୍ଭାବ୍ୟ ବିଶ୍ୱକପ ଟିମ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏ ନେଇ ଶନିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତର…

୨୩ ବର୍ଷ ପରେ ରଣଜୀ ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

ଭୋପାଳ: ୨୩ ବର୍ଷ ପରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ମଧ୍ୟପ୍ରଦେଶ ୧୭୪ ରନରେ ବେଙ୍ଗଲକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପିକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ମୁକାବିଲାରେ…

ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଆନ୍ତର୍ଜାତୀୟ ଟି୨୦ରେ ଅର୍ଦ୍ଧଶତକ ହାସଲ କଲେ କାର୍ତିକ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଦୀନେଶ କାର୍ତିକଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୧୭୦ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଏହି ମ୍ୟାଚରେ କାର୍ତିକ ୨୭ ବଲରେ ୫୫ ରନ ସଂଗ୍ରହ କରିଥିଲେ । ୧୬ ବର୍ଷ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ କାର୍ତିକଙ୍କ ଏହା…