Latest Odisha News
Browsing Category

କ୍ରିକେଟ

ଆଇପିଏଲ: ଲକ୍ଷ୍ନୌ ଫ୍ରାଂଚାଇଜ ଘୋଷଣା କଲା ଟିମର ଅଫିସିଆଲ ନାମ

ଲକ୍ଷ୍ନୌ: ଆଇପିଏଲ ୨୦୨୨ ସଂସ୍କରଣରେ ସାମିଲ ହୋଇଥିବା ଲକ୍ଷ୍ନୌ ଫ୍ରାଂଚାଇଜ ସୋମବାର ଏହାର ଟିମର ନାମକରଣ କରିଛି । ଏହାର ନାମ ଲକ୍ଷ୍ନୌ ସୁପର ଜ୍ୟାଂଟସ ରଖାଯାଇଛି । ଅଫିସିଆଲ ଭାବେ ଫ୍ରାଂଚାଇଜ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହାର ମାଲିକ ଗୋୟନକା ଗ୍ରୁପ ୨୦୧୭ରେ  ପୁଣେ ଫ୍ରାଂଚାଇଜକୁ…

ଟେଲରଙ୍କ ଚାଂଚଲ୍ୟକର ବୟାନ: ପ୍ରଥମେ ବ୍ଲାକମେଲ, ପରେ ସ୍ପଟ ଫିକ୍ସିଂ ପାଇଁ ଚାପ

ହରାରେ: ସ୍ପଟ ଫିକ୍ସିଂର କଳା ବାଦଲ ପୁଣି କ୍ରିକେଟକୁ ଫେରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ସୋମବାର ଏ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଟୁଇଟର ମାଧ୍ୟମରେ ୩୫ ବର୍ଷୀୟ ଟେଲର ଜଣାଇଛନ୍ତି ଯେ, ୨୦୧୯ରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ…

ସ୍ମୃତି ମାନ୍ଧନାଙ୍କୁ ଆଇସିସି ମହିଳା କ୍ରିକେଟର ପୁରସ୍କାର

ଲଣ୍ଡନ: ଭାରତର ଉଦୀୟମାନ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ୨୦୨୧ ଆଇସିସି ମହିଳା କ୍ରିକେଟର ପୁରସ୍କାର ହାସଲ କରିଛନ୍ତି । ଏହି ସିଜନରେ ସେ ୨୨ ଆନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ବର୍ଷକର…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: କ୍ୱାର୍ଟରରେ ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ଏଥିରେ ଟିମ ଇଣ୍ଡିଆ ବିଜୟ ହାସଲ କଲେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ସେମିରେ ଭେଟିବ । ଜାନୁୟାରୀ ୨୯ରେ…

ଆଇପିଏଲ ନିଲାମରେ ୫ ଓଡିଆ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୫ଜଣ ଓଡିଆ ଖେଳାଳି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେରେ ଏହି ଖେଳାଳିମାନେ ପ୍ରଭାବୀ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ,…

ମୁମ୍ବାଇରେ ହୋଇପାରେ ଆଇପିଏଲର ୨୦୨୨ ସଂସ୍କରଣ !

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଘରୋଇ ପରିବେଶରେ ଆଇପିଏଲ ଆୟୋଜନ ହେବ ବୋଲି ସୂଚନା ଦେଇଛି । ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସଂସ୍କରଣ ମୁମ୍ବାଇରେ ହେବ ବୋଲି ଜଣାପଡିଛି । ବିସିସିଆଇର ଜନୈକ ଅଧିକାରୀ ତାଙ୍କ ନାମ ପ୍ରକାଶ ନ କରି ଏହା ଏଏନଆଇକୁ…

ଆଇପିଏଲ ୨୦୨୨ ମେଗା ନିଲାମ: ସାମିଲ ହେବେ ୮୯୬ ଭାରତୀୟ, ୩୧୮ ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ମେଗା ନିଲାମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ୧୦ଟି ଟିମ ଅଂଶଗ୍ରହଣ କରିବେ । ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ନିଲାମରେ ୨୭୦ କ୍ୟାପଡ ଖେଳାଳି, ୯୦୩ ଅନକ୍ୟାପଡ ଖେଳାଳି ସାମିଲ ହେବେ…

ରାହୁଲ ହେଲେ ଆଇପିଏଲ ଇତିହାସର ଦାମୀ ଖେଳାଳି

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଅହମ୍ମଦାବାଦ ଓ ଲକ୍ଷ୍ନୌ ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି । କେଏଲ ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟି ଟଙ୍କାରେ ଚୁକ୍ତ କରିଛି । ଏଥିସହ ରାହୁଲ ଆଇପିଏଲ ଇତିହାସର ଦାମୀ ଖେଳାଳି ପାଲଟିଛନ୍ତି । ବିରାଟ…

ମେହାଙ୍କ ସହ ସମ୍ପନ୍ନ ହେଲା କ୍ରିକେଟର ଅକ୍ଷର ପଟେଲଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ମେହା ପେଶରେ ଡାଇଟିଶିୟନ ଓ ନ୍ୟୁଟ୍ରିଶିୟନ ଅଟନ୍ତି । ଅକ୍ଷର ତାଙ୍କ ୨୮ତମ ଜନ୍ମଦିନ ଅବସରରେ ମେହାଙ୍କୁ…