Latest Odisha News

BREAKING NEWS

Browsing Category

କ୍ରିକେଟ

ହାପି ବର୍ଥ ଡେ’ ବିରାଟ

ମୁମ୍ବାଇ : ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ୟାପଟେନ କୋହଲି । ୧୯୮୮ ମସିହା ୫ ନଭେମ୍ବରରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବିରାଟ କୋହଲି। ଭାରତର ଜଣେ ବେଷ୍ଟ କ୍ରିକେଟର ଭାବେ ସାରା ଦେଶବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…

ଟି୨୦ ବିଶ୍ୱକପ ପରେ ଅବସର ନେବେ ଡ୍ୱେନ ବ୍ରାଭୋ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିଲା । ଏହା ପରେ ସେ…

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ, ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖ୍‌ôଛି । ଜବାବରେ ଆଫଗାନିସ୍ତାନ ୩.୧ ଓଭରରେ ୨ ଉଇକେଟ ହରାଇ ୧୩ ରନ କରି ବିପଦରେ ପଡିଛି…

ଦ୍ରାବିଡ ଭାରତୀୟ କ୍ରିକେଟର ଦଳର କୋଚ ନିଯୁକ୍ତ

ଭୁବନେଶ୍ୱର: ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅବସାନ ଘଟିଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରେସ ରିଲିଜ ଜାରୀ କରାଯାଇଛି । ନଭେମ୍ବର ୧୭ରୁ…

ପାକିସ୍ତାନୀଙ୍କ ନିଦ ହଜାଇଦେଲା କ୍ରିକେଟର୍ ବାବରଙ୍କୁ ନେଇ ମାଇକେଲ ଭନ୍‌ଙ୍କ ଟୁଇଟ୍

ଭୁବନେଶ୍ୱର: ନାମିବିଆକୁ ହରାଇବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ସେମି ଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ୨୦ ଓଭରରେ ପାକିସ୍ତାନୀ ଟିମ୍ କରିଥିଲା ୧୮୯ ରନ୍ । ଅନ୍ୟପଟେ ନାମିବିଆ ଶତଚେଷ୍ଟା କରିଥିଲେ ସୁଦ୍ଧା ମାତ୍ର ୧୪୪ ରନ୍…

ଲଢ଼େଇ କରି ହାରିଲା ସ୍କଟଲାଣ୍ଡ, ଆହୁରି କ୍ଷୀଣ ହେଲା ଭାରତ ଆଶା

ଦୁବାଇ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ଏକ ମୁକାବିଲାରେ ସ୍କଟଲାଣ୍ଡ ୧୬ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି । ଏହା ପରୋକ୍ଷରେ ଭାରତର ସେମି ଫାଇନାଲ ପ୍ରବେଶ ଆଶାକୁ ଆହୁରି କ୍ଷୀଣ କରି ଦେଇଛି । ଏହି ମ୍ୟାଚରେ ସ୍କଟଲାଣ୍ଡ ବିଜୟ ହାସଲ କରିଥିଲେ ଭାରତର ସେମିରେ…

ଟି୨୦ ବିଶ୍ୱକପ କ୍ରିକେଟ: ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେଲେ ଅମ୍ପାୟର

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ଇଂଲଣ୍ଡ ଅମ୍ପାୟର ମାଇକେଲ ଗାଉ । ଆଇସିସି ତାଙ୍କ ଉପରେ ୬ ମ୍ୟାଚର ପ୍ରତିବନ୍ଧ ଲଗାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ ଦିନ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି । ଏହା ପରେ ପରେ ତାଙ୍କ ଟେଷ୍ଟ କରାଯିବ…

ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା

ଆବୁଧାବି:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଏକ ମୁକବିଲାରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ ଆଶା ମଜଭୁତ କରିିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୮.୨ ଓଭରରେ ୮୪ ରନ କରି ଅଲଆଉଟ ହୋଇ ଯାଇଥିଲା । କାଗିସୋ ରାବାଡା ଓ ଆର୍ନିଚ ନୋର୍ଟେଜ ୩ଟି…

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରାହୁଲ ହେବେ ଟିମ୍ ଇଣ୍ଡିଆ ଅଧିନାୟକ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବଦଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ପରିବେଶରେ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜରେ ଭାରତୀୟ ଦଳର…