Latest Odisha News

BREAKING NEWS

Browsing Category

କ୍ରିକେଟ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ଅଧିନାୟକ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରାହ, ରବୀନ୍ଦ୍ର…

ନ୍ୟୁଜିଲାଣ୍ଡ ସିରିଜ: ରୋହିତ ଅଧିନାୟକ, ରାହୁଲ ଉପ ଅଧିନାୟକ !

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ ଦଳ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୧୭ ନଭେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ରିପୋର୍ଟ ମୁତାବକ ଟି୨୦ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯିବ । ଟାଇମ୍ସ ଅଫ…

ନଭେମ୍ବର ୧୦ରେ ଜୟପୁର ପଂହଚିବ ଟିମ୍ ଇଣ୍ଡିଆ

ଜୟପୁର: ଟି୨୦ ବିଶ୍ୱକପ କ୍ରିକେଟରୁ ଭାରତ ନୈରାଶ୍ୟଜନକ ଭାବେ ବିଦାୟ ନେଇଛି । ଟିମ୍ ଇଣ୍ଡିଆ ଏହା ପରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ନଭେମ୍ବର ୧୦ରେ ଭାରତୀୟ ଦଳ ଜୟପୁରରେ ପଂହଚିବ । ସେଠାରେ ୩ ଦିନ ପର୍ଯ୍ୟନ୍ତ ହୋଟେଲରେ କ୍ୱାରେଂଟାଇନରେ ରହିବେ । ୧୪ରୁ ୧୬…

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ

ଲାହୋର: ଦୀର୍ଘ ୨୪ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପାକିସ୍ତାନ ଗସ୍ତରେ ଯିବ । ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ସୂଚନା ଦେଇଛି । ଏଠାରେ ଅଷ୍ଟ୍ରେଲିଆ ୩ଟି ଟେଷ୍ଟ, ୩ଟି ଏକ ଦିବସୀୟ ଓ ୩ଟି ଟି୨୦ ମ୍ୟାଚ ଖେଳିବ । ୩ ମାର୍ଚ୍ଚରୁ ଏହି ସିରିଜ ଆରମ୍ଭ ହେବ । ପିସିବି…

ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆର ଭୁଲ ରହିଲା କେଉଁଠି ?

ପୁରୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଛି । ପାଖାପାଖି ୧୦ ବର୍ଷ ମଧ୍ୟରେ ଏହା ଭାରତର ସବୁଠାରୁ ଖରାପ ପ୍ରଦର୍ଶନ କହିଲେ ଭୁଲ ହେବନି । ପ୍ରାରମ୍ଭିକ ମୁକାବିଲାରେ ଯେଉଁ ଭଳି ଭାବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେଲା ତାହା ଏ ପର୍ଯ୍ୟନ୍ତ ବି…

ଭାରତର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ, ନ୍ୟୁଜିଲାଣ୍ଡଠାରୁ ହାରିଲା ଆଫଗାନିସ୍ତାନ

ଆବୁଧାବି: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଆଜିର ଦିନ ନିରାଶ ଆଣିଛି । ଚଳିତ ଟି୨୦ ବିଶ୍ୱକପରେ ନ୍ୟୁଜିଲା-ଆଫଗାନିସ୍ତାନ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରୁଥିଲା । ମାତ୍ର ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୮ ଉଇକେଟରେ ଜିତି ଏହି ଆଶା ଧୂଳିସାତ କରିଛି । ପ୍ରଥମେ ବ୍ୟାଟିଂ କରି…

ଟି୨୦ ବିଶ୍ୱକପ: ପିଚ କ୍ୟୁରେଟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ଆବୁଧାବି: ସ୍ଥାନୀୟ ଶେଖ ଷ୍ଟାଡିୟମରେ ରବିବାର ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ପିଚ ପ୍ରସ୍ତୁତ କରିଥିବା କ୍ୟୁରେଟର ମୋହନ ସିଂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । କ୍ୟୁରେଟର ମୋହନ ସିଂ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ କେତେକ ଗଣମାଧ୍ୟମ ଖବର ପ୍ରକାଶ…

୨୦୨୨ ଟି୨୦ ବିଶ୍ୱକପ ପାଇଁ ଭାରତ ସମେତ ୮ଟିମର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ସମେତ ୮ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ । ତେବେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ…

ରବି ଶାସ୍ତ୍ରୀ ହେବେ ନୂତନ ଆଇପିଏଲ ଟିମ ଅହମ୍ମଦାବାଦର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ରବି ଶାସ୍ତ୍ରୀଙ୍କ ଭାରତୀୟ ଟିମର କୋଚ ଦାୟିତ୍ୱ ସମ୍ପୂର୍ଣ୍ଣ ହେବ । ତାଙ୍କ ସ୍ଥାନରେ ମଙ୍ଗ ଧରିବେ ଦି ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ । ତେବେ ଏହା ପରେ ଶାସ୍ତ୍ରୀ କଣ କରିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ୨୦୨୨ରେ ଆଇପିଏଲରେ ୮…

ୱେଷ୍ଟଇଣ୍ଡିଜକୁ ୮ ଉଇକେଟରେ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ: ଟି୨୦ ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ କରିଥିଲା । ଅଧିନାୟକ କିରନ ପୋଲାର୍ଡ ଦଳ ପକ୍ଷରୁ ସର୍ବାଧିକ ୪୪ ରନ କରିଥିଲେ । ଜୋଶ ହାଜେଲଉଡ ୪ଟି…