Latest Odisha News

BREAKING NEWS

Browsing Category

କ୍ରିକେଟ

ପାକିସ୍ତାନୀଙ୍କ ନିଦ ହଜାଇଦେଲା କ୍ରିକେଟର୍ ବାବରଙ୍କୁ ନେଇ ମାଇକେଲ ଭନ୍‌ଙ୍କ ଟୁଇଟ୍

ଭୁବନେଶ୍ୱର: ନାମିବିଆକୁ ହରାଇବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ସେମି ଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ୨୦ ଓଭରରେ ପାକିସ୍ତାନୀ ଟିମ୍ କରିଥିଲା ୧୮୯ ରନ୍ । ଅନ୍ୟପଟେ ନାମିବିଆ ଶତଚେଷ୍ଟା କରିଥିଲେ ସୁଦ୍ଧା ମାତ୍ର ୧୪୪ ରନ୍…

ଲଢ଼େଇ କରି ହାରିଲା ସ୍କଟଲାଣ୍ଡ, ଆହୁରି କ୍ଷୀଣ ହେଲା ଭାରତ ଆଶା

ଦୁବାଇ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ଏକ ମୁକାବିଲାରେ ସ୍କଟଲାଣ୍ଡ ୧୬ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି । ଏହା ପରୋକ୍ଷରେ ଭାରତର ସେମି ଫାଇନାଲ ପ୍ରବେଶ ଆଶାକୁ ଆହୁରି କ୍ଷୀଣ କରି ଦେଇଛି । ଏହି ମ୍ୟାଚରେ ସ୍କଟଲାଣ୍ଡ ବିଜୟ ହାସଲ କରିଥିଲେ ଭାରତର ସେମିରେ…

ଟି୨୦ ବିଶ୍ୱକପ କ୍ରିକେଟ: ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେଲେ ଅମ୍ପାୟର

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ଇଂଲଣ୍ଡ ଅମ୍ପାୟର ମାଇକେଲ ଗାଉ । ଆଇସିସି ତାଙ୍କ ଉପରେ ୬ ମ୍ୟାଚର ପ୍ରତିବନ୍ଧ ଲଗାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ ଦିନ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି । ଏହା ପରେ ପରେ ତାଙ୍କ ଟେଷ୍ଟ କରାଯିବ…

ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା

ଆବୁଧାବି:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଏକ ମୁକବିଲାରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ ଆଶା ମଜଭୁତ କରିିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୮.୨ ଓଭରରେ ୮୪ ରନ କରି ଅଲଆଉଟ ହୋଇ ଯାଇଥିଲା । କାଗିସୋ ରାବାଡା ଓ ଆର୍ନିଚ ନୋର୍ଟେଜ ୩ଟି…

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରାହୁଲ ହେବେ ଟିମ୍ ଇଣ୍ଡିଆ ଅଧିନାୟକ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବଦଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ପରିବେଶରେ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜରେ ଭାରତୀୟ ଦଳର…

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି…

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ…

ହସରଙ୍ଗାଙ୍କ ହ୍ୟାଟ୍ରିକକୁ ବଳିଗଲା କିଲର ମିଲରଙ୍କ ଡବଲ ଛକା

ଶାରଜା: ଶେଷ ଓଭରରେ କିଲର ମିଲର(ଡେଭିଡ ମିଲର)ଙ୍କ ଡବଲ ଛକା ବଳରେ ଟି୨୦ ବିଶ୍ୱକପ କ୍ରିକେଟର ଆଜି ଅନୁଷ୍ଠିତ ରାମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ କରିଥିଲା । ପାଥୁମ ନିଶାଙ୍କ ୭୨ ରନର ଆକର୍ଷଣୀୟ…

ରୋମାଂଚକ ମୁକାବିଲାରେ ବାଂଲାଦେଶକୁ ହରାଇଲା ୱେଷ୍ଟଇଣ୍ଡିଜ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ୱେଷ୍ଟଇଣ୍ଡିଜ ଶେଷ ଓଭର ଶେଷ ବଲରେ ବାଂଲାଦେଶକୁ ମାତ ଦେଇଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ରୋଷ୍ଟନ ଚେଜଙ୍କ ୩୯ ଏବଂ ନିକୋଲାସ ପୁରମଙ୍କ ୪୦ ରନ ସହାୟତାରେ ୨୦…