Latest Odisha News

BREAKING NEWS

Browsing Category

ଫୂଟବଲ

ISL Final: ବେଙ୍ଗାଲୁରୁ ବନାମ ମୋହନ ବାଗାନ, ଆଜି ଏଠାରେ ଦେଖନ୍ତୁ ଲାଇଭ୍ ଟେଲିକାଷ୍ଟ

କୋଲକାତା:ଭାରତୀୟ ଘରୋଇ ଫୁଟବଲ୍ରର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସଏଲ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ । ଏହି ଫାଇନାଲ ଟକ୍କରରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌(MBSG) କୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି (BFC) । ଉଭୟ ଦଳ ଏହି ସିଜନରେ…

ଭାରତ ହେବ କି ଏଏଫ୍‌ସି ଏସିଆନ କପ୍ ୨୦୩୧ର ଆୟୋଜକ ଦଳ ?

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ଖବର ଆସିଛି। ଭାରତ କରିପାରେ ୨୦୩୧ ଏଏଫ୍‌ସି ଏସିଆନ କପ୍ ଆୟୋଜନ । ଭାରତ ସମେତ ୭ଟି ଦେଶ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିଡ୍ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ମିଳିତ ବିଡ୍‌ ଦାଖଲ ହୋଇଛି । ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)…

ଫିଫା ପୁରୁଷ ଫୁଟବଲ ମାନ୍ୟତାରେ ଖସିଲା ଭାରତ, ଉଠିଲା ବାଂଲା

ନୂଆଦିଲ୍ଲୀ: ଗୁରୁବାର ବିଶ୍ୱ ଫୁଟବଲ୍ ପରିଚାଳନା ସଂସ୍ଥା ଫିଫା ଦ୍ୱାରା ପ୍ରକାଶିତ ସଦ୍ୟ ପୁରୁଷ ଫୁଟବଲ ଦଳ ମାନ୍ୟତାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୨୭ତମ ସ୍ଥାନରେ ପହଞ୍ଚିଛି। ଏଏଫସି ଏସିଆନ କପ୍ ୨୦୨୭ କ୍ୱାଲିଫାୟର୍ସର ପ୍ରଥମ ମ୍ୟାଚରେ ଭାରତ -ବାଂଲାଦେଶ ମଧ୍ୟରେ ମ୍ୟାଚ ଗୋଲଶୂନ୍ୟ ଡ୍ର…

୨୦୨୬ ଫିଫା ବିଶ୍ୱକପ: ପ୍ରଥମ ଅଣ ଆୟୋଜକ ଦେଶ ଭାବେ ଜାପାନର ଯୋଗ୍ୟତା ହାସଲ

ଟୋକିଓ:ଜାପାନର ଫୁଟବଲ ଦଳ ବାହାରିନକୁ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଅଣ ଆୟୋଜକ ଦେଶ ଭାବେ ୨୦୨୬ ଫିଫା ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାରେ ସୌଭାଗ୍ୟ ଲାଭ କରିଛି ଜାପାନ । ଆମେରିକା, ମେକ୍ସିକୋ ଏବଂ କାନାଡା ଏଥର ମିଳିତ ଭାବେ ବିଶ୍ବକପ ଆୟୋଜନ କରିବେ । ନିୟମ ଅନୁସାରେ ଆୟୋଜକ ଦେଶ…

୪୮୯ ଦିନ ପରେ ବ୍ଲୁ ଟାଇଗର୍ସ ଚାଖିଲା ବିଜୟର ସ୍ବାଦ; ଛେତ୍ରୀବାହିନୀ ମାଳଦ୍ୱୀପକୁ ୩-୦ ଗୋଲରେ କଲା ପରାସ୍ତ

ସିଲଂ: ଅଧିନାୟକ ସୁନୀଲ ଛେତ୍ରୀଙ୍କ ୯୫ତମ ଗୋଲ ଦ୍ବାରା ଭାରତ ମାଳଦ୍ୱୀପ ବିପକ୍ଷରେ ବିଜୟ ହାସଲ କରିଛି । ବୁଧବାର ମେଘାଳୟର ସିଲଂର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ମାଳଦ୍ୱୀପକୁ ୩-୦ ଗୋଲରେ ପରାସ୍ତ କରିଛି । ଛେତ୍ରୀଙ୍କ ବ୍ୟତୀତ,…

ଅବସର ପରେ ପୁଣି ଭାରତୀୟ ଦଳକୁ କାହିଁକି ଫେରିଲେ ଷ୍ଟାର ଫୁଟବଲର ଛେତ୍ରୀ ?

ନୂଆଦିଲ୍ଲୀ: ଅବସର ନେଇଥିବା ଭାରତର ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀ ପୁଣି ଭାରତୀୟ ଦଳକୁ ଫେରିଛନ୍ତି । ଛେତ୍ରୀ ଗତବର୍ଷ ଜୁନରେ ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ କୁଏତ ସହ ଗୋଲ ଡ୍ର ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ। ପ୍ରାୟ ଆଠ ମାସ ପରେ ସେ ପୁଣି ଥରେ…

୨୦୩୪ ଫିଫା ବିଶ୍ୱକପରେ ମଦ ବ୍ୟାନ

ନୂଆଦିଲ୍ଲୀ:ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ୨୦୩୪ ଫିଫା ବିଶ୍ୱକପରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ । ବ୍ରିଟେନରେ ସାଉଦି ଆରବର ରାଷ୍ଟ୍ରଦୂତ ପ୍ରିନ୍ସ ଖାଲିଦ ବିନ ବନ୍ଦର ଅଲ ସାଉଦ ଏହି ସୂଚନା ଦେଇଛନ୍ତି । ପ୍ରଥମ ଥର ଫିଫା ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଶଂସକମାନେ…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…