ଆଇଏସଏଲ: ଓଡିଶା-ନର୍ଥଇଷ୍ଟ ମ୍ୟାଚ ଡ୍ର

ଭୁବନେଶ୍ୱର: ଗୋଆର ବାମ୍ବୋଲିମ୍‌ଠାରେ ଅନୁଷ୍ଠିତ ଇଣ୍ଡିଆନ ସୁୁପର ଲିଗ ଫୁଟବର ମଙ୍ଗଳବାର ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୨-୨ ଗୋଲରେ ସମାପ୍ତ ହୋଇଛି । ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୁନର୍ବାର ବିଜୟ ସ୍ୱାଦ ଚାଖିବାରେ ବିଫଳ...

ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ବାସନ୍ଦ ହେଲେ ମାର୍କସ

ବର୍ଲିନ: ପଡିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ବୋରୁସିଆ ମୋନସେନଗ୍ଲାବାଖରର ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା କାଳରେ ମାର୍କସ ଥୁରମ ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ୫ଟି ମ୍ୟାଚରୁ ବାସନ୍ଦ ହେବା ସହ ୫୦ ହଜାର...

ଆଇଏସଏଲ: ବିଜୟ ସନ୍ଧାନରେ ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲରେ ଓଡିଶା ଏଫସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ଟି ମ୍ୟାଚ ଖେଳି ଓଡିଶା କେବଳ ଗୋଟିଏ ଡ୍ର ରଖିପାରିଥିବା ବେଳେ ବାକିତକ ମ୍ୟାଚ ହାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା...

ରୋନାଲ୍ଡୋ ହାସଲ କଲେ ଗୋଲ୍ଡେନ ଫୁଟ ପୁରସ୍କାର

ମୋନାକୋ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ସମ୍ମାନଜନକ ଗୋଲ୍ଡେନ ଫୁଟ ପୁରସ୍କାର-୨୦୨୦ର ଅଧିକାରୀ ହୋଇଛନ୍ତି । ୟୁଇଏଫଏରେ ଚମତ୍କାର ପ୍ରଦର୍ଶନ କରି ଜୁଭେଂଟସ ଦଳକୁ ରୋନାଲ୍ଡୋ ଶୀର୍ଷରେ ପହଂଚାଇଥିଲେ । ଓଭରାଲ ୧୮ତମ ଖେଳାଳି ଭାବେ ସେ ଏହି...

ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି

କେପନାଉ:ଆର୍ଜେଟିଂନା ସୁପରଷ୍ଟାର ଲିଓନେଲ ମେସି ରବିବାର ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ଲବ ପକ୍ଷରୁ ଖେଳି ସର୍ବାଧିକ ଗୋଲ ସ୍କୋର କରିଥିବା ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ମେସି ସ୍ପେନିଶ...

ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ରବର୍ଟ ଲେବନାଡାସ୍କି ହେଲେ ଫିଫା ପ୍ଲେୟାର ଅଫ ଦି ଇୟର

ଜ୍ୟୁରିକ୍‌: ଫିଫା ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବେୟର୍ଣ୍ଣ ମ୍ୟୁନିକର ରବର୍ଟ ଲେବନାଡାସ୍କି । ୩୨ ବର୍ଷୀୟ ଫୁଟବଲ ଖେଳାଳି ଲେବନାଡାସ୍କି ପ୍ରଥମ ଥର ପାଇଁ ଏହି...

ଆଇଏସଏଲ: ବେଙ୍ଗାଲୁର ଅପରାଜେୟ, ପୁନର୍ବାର ହାରିଲା ଓଡିଶା ଏଫସି

ଭୁବନେଶ୍ୱର: ବୋମ୍ବୋଲିମ୍‌ରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଗୁରୁବାର ମୁକାବିଲାରେ ବେଙ୍ଗାଲୁର ୨-୧ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନ୍ୟ ମ୍ୟାଚ ତୁଳନାରେ ଓଡିଶା ଏଫସି ଅପେକ୍ଷାକୃତ ଭଲ ପ୍ରଦର୍ଶନ...

ଶେଷ ମିନିଟରେ ଓଡିଶା ହାତରୁ ମ୍ୟାଚ ଛଡାଇନେଲା ମୋହନବାଗାନ

ଭୁବନେଶ୍ୱର: ଗୋଆର ଫାଟୋର୍ଦ୍ଦା ଷ୍ଟାଡିୟମରେ ଗୁରୁବାର ଏଟିକେ ମୋହନବାଗାନ ଓ ଓଡିଶା ଏଫସି ମଧ୍ୟରେ ଅନୁଷ୍ଠିତ ଆଇଏସଏଲର ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୦ ଗୋଲରେ ଶେଷ ହୋଇଛି । ମ୍ୟାଚର ଶେଷ ମିନିଟରେ ମୋହନବାଗାନ ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଓଡିଶା ହାତରୁ ମ୍ୟାଚ...

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡିଲା ମେସିଙ୍କୁ

ବାର୍ସିଲୋନା:ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାଙ୍କୁ ମହଙ୍ଗା ପଡିଛି । ଓସାସୁନା ବିପକ୍ଷ ମ୍ୟାଚରେ ବାର୍ସିଲୋନା ୪-୦ ଗୋଲରେ ବିଜୟୀ ହାସଲ କରିଥିଲା । ମେସି ଗୋଲ ସ୍କୋର କରିବା...

ଆଇଏସଏଲ: ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଭାସ୍କୋରେ ଇଣ୍ଡିଆନ ସୁପର ଲିଗ ଫୁଟବଲର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି ୨-୨ ଗୋଲରେ ଜାମସେଦପୁର ସହ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଓଡିଶା ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିଲା । ଚଳିତ ସିଜନରେ...

ସାହିତ୍ୟ