Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ସୃଷ୍ଟି ଉପାଧ୍ୟାୟଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ୭୮ତମ ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ମଙ୍ଗଳବାର ଦିନ ଓଡ଼ିଶାର ସୃଷ୍ଟି ଉପାଧ୍ୟାୟ ନିଜର ଦ୍ୱିତୀୟ ପଦକ ଜିତିଛନ୍ତି। କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ କେନ୍ଦ୍ରରେ ଅନୁଷ୍ଠିତ ମହିଳା ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ୨୩ ବର୍ଷୀୟା ଏହି ଖେଳାଳି ତୃତୀୟ ସ୍ଥାନ ଅଧିକାର…

ପନ୍ତ, ରାହୁଲଙ୍କ ଶତକ: ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଲକ୍ଷ୍ୟ ରଖିଲା ଭାରତ

ଲୀଡ୍ସ: ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଦିବସରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ…

ଇତିହାସ ରଚିଲେ ଭାରତର ରିଷଭ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିିକେଟ ଟେଷ୍ଟରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇତିହାସ ରଚିଛନ୍ତି । ସେ ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ସେନା ଦେଶରେ ପ୍ରଥମ ୱିକେଟକିପର ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ଚମତ୍କାର ଶତକ ବଳରେ ଭାରତ ଲୀଡ୍ସ ଟେଷ୍ଟରେ…

ରୋହିତ, ହରଭଜନଙ୍କ ବାହାଘରରେ ଧାୱନ କେତେ ଟଙ୍କା ଦେଇଥିଲେ ଶୁଣିଲେ ଚକିତ ହୋଇଯିବେ

ମୁମ୍ବାଇ: ରୋହିତ ଶର୍ମା ଓ ଶିଖର ଧାୱନଙ୍କ ବନ୍ଧୁତା ବିଷୟରେ କିଏ ବା ନ ଜାଣେ । ଉଭୟ ଭାରତ ପକ୍ଷରୁ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ହରଭଜନ ସିଂଙ୍କ ୟୁ ଟ୍ୟୁବ ଚ୍ୟାନେଲରେ ଶିଖରଙ୍କୁ ନେଇ ରୋହିତ ଏବଂ ଭଜି ଏକ ମଜାଦାର ଖୁଲାସା କରିଛନ୍ତି । ରୋହିତ ଏବଂ ତାଙ୍କ ପତ୍ନୀ ରିତିକା ଏହି…

ଆଗାମୀ ଘରୋଇ ସିଜନରେ ମୁମ୍ବାଇ ପକ୍ଷରୁ ଖେଳିବେନି ପୃଥ୍ୱୀ ଶ

ନୂଆଦିଲ୍ଲୀ:ଆଗାମୀ ଘରୋଇ କ୍ରିକେଟ ସିଜନରେ ପୃଥ୍ୱୀ ଶ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ । ୨୫ ବର୍ଷୀୟ ପୃଥ୍ୱୀ ଏଥିନେଇ ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏନଓସି ମାଗଥିଲେ । ଏମସିଏ ତାଙ୍କୁ ଏନଓସି ପ୍ରଦାନ କରିଛି । ୨୦୧୭ରୁ ମୁଁ ମୁମ୍ବାଇ ପକ୍ଷରୁ ଖେଳି ଆସିଛି । ଏହା ମୋ ପାଇଁ ସର୍ବଦା…

୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍: ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ସୃଷ୍ଟି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବିମିଙ୍ଗ ଫେଡ଼େରେସନ୍‌ ଅଫ୍…

ବୁମରାହଙ୍କୂ ୫ ୱିକେଟ, ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ

ଲୀଡ୍ସ: ଯଶପ୍ରୀତ ବୁମରାହଙ୍କ ୫ ୱିକେଟ ସଫଳତା ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୬ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଯଶସ୍ୱୀ ଜୈସୱାଲ(୧୦୧), ଶୁଭମନ ଗିଲ(୧୪୭) ଓ ରିଷଭ ପନ୍ତ(୧୩୪)ଙ୍କ ଶତକ ବଳରେ ୪୭୧ ରନ କରି…

ଦାଦା ହେବେ ଟିମ ଇଣ୍ଡିଆର କୋଚ !

ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଓ ମହାନ କ୍ରିକେଟର ସୌରଭ ଗାଙ୍ଗୁଲି କୋଚ ହେବା ନେଇ ଆଗ୍ରହ ପ୍ରକାଶ…

ଟେଷ୍ଟରୁ ଅବସର ଘୋଷଣା କଲେ ମାଥ୍ୟୁସ

କଲମ୍ବୋ: ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ସମାପ୍ତି ପରେ ସେ ଏହି ଘୋଷଣା କରିଥିଲେ । ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।…

ଖୁଲାସା କଲେ ମହାନ ଖେଳାଳି: ଶଟ ମାରିବା ବେଳେ ପଡିବା, ପନ୍ତଙ୍କ ରଣନୀତି

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ଅଦ୍ଭୁତ ପ୍ରକାରର ଶଟ ଖେଳିବାକୁ ଯାଇ କେତେବେଳେ ତାଙ୍କ ହାତରୁ ବ୍ୟାଟ ଖସି ଯାଏ ତ ଆଉ କେତେ ବେଳେ ସେ ପଡି ଯାଇଥାନ୍ତି । ପ୍ୟାଡେଲ ସୁଇପ ଓ ସ୍କୁପ ଶଟ ସେ ଚମତ୍କରେ…