Latest Odisha News

BREAKING NEWS

Browsing Category

ଖେଳ

“ହକିକୁ ଭଲପାଇବା ଲାଗି ଜାତୀୟ ମାନ୍ୟତାର ଆବଶ୍ୟକତା ନାହିଁ” : ନବୀନଙ୍କୁ ଜଣାଇଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ସବୁ ଭାରତୀୟ କେବଳ ଜାଣିଛନ୍ତି ହକି ଭାରତର ଜାତୀୟ ଖେଳ, କିନ୍ତୁ ସରକାର ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ବିଧିବଦ୍ଧ ଭାବେ ଜାତୀୟ ଖେଳ ଭାବେ ମାନ୍ୟତା ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ…

ବିଶ୍ୱକପ ଫୁଟବଲ: ସ୍ପେନ, ପର୍ତ୍ତୁଗାଲ ଓ ଉରୁଗୁଏର ବିଜୟ, ଋଷିଆ ପ୍ରି-କ୍ୱାର୍ଟରରେ

ମସ୍କୋ : କ୍ରିଷ୍ଟିଆନୋ ରୋନାଲଡ଼ୋଙ୍କ ଏକ ଚମକ୍ରାର ଗୋଲ ବଳରେ ମରୋକ୍କୋ ବିଶ୍ୱକପରୁ ବାହାର ହେବା ସହିିିତ ପର୍ତ୍ତୃଗାଲ କ୍ୱାର୍ଟର ଫାଇନାଲ ଖେଳିବାର ଆଶାର ଉଜ୍ଜିବିତ ହୋଇଛି । ପ୍ରଖ୍ୟାତ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ୧-୦ରେ ଦଳକୁ ପର୍ତ୍ତୁଗାଲକୁ ବିଜୟୀ କରାଇପାରିଛି ।…

ବାରବାଟୀ ଜମି ହେରଫେର ପ୍ରସଙ୍ଗ: ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରା !

କଟକ/ଭୁବନେଶ୍ୱର : ବାରବାଟୀ ଜମି ହେରଫେର ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ଗୁରବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜିତ ସାମଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପୂର୍ବରୁ ସଂଜିତଙ୍କୁ ପ୍ରବର୍ତ୍ତନ…

ହକିକୁ ବିଧିବଦ୍ଧ ଭାବେ ସରକାରୀ ମାନ୍ୟତା ଦିଆଯିବା ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଜାତୀୟ ସ୍ତରରେ ‘ଜାତୀୟ କ୍ରୀଡ଼ା’ ଭାବେ ବିଧିବଦ୍ଧ ସରକାରୀ ମାନ୍ୟତା ଦେବାକୁ ଦାବୀ କରି ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ହକିକୁ ଜାତୀୟ ଖେଳ ଭାବେ ସମସ୍ତେ ସ୍ୱୀକାର କରୁଥିଲେ ମଧ୍ୟ ସରକାରୀ ଭାବେ…

କ୍ରିକେଟରେ ରନ୍ ବର୍ଷା: ଦିନିକିଆରେ ବିଶାଳ ୪୮୧ ରନ ସ୍କୋର କରି ଇଂଲଣ୍ଡ କଲା ରେକର୍ଡ଼

ନଟିଂହାମ: ଫଟାଫଟ୍ କ୍ରିକେଟ ଟି-୨୦ ପରି ଦିନିକିଆ କ୍ରିକେଟରେ ମଧ୍ୟ ଆଜି ହୋଇଛି ରନ୍ ବର୍ଷା । ସିମୀତ ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚରେ ଆଜି ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଧୁଆଁଧାର ବ୍ୟାଟିଂ କରି ରେକର୍ଡ଼ ୪୮୧ ରନ ପରି ଏକ ବିଶାଳ ସ୍କୋର କରିପାରିଛନ୍ତି । ଅଷ୍ଟ୍ରେଲିଆ ବିରୁଦ୍ଧ ୩ୟ…

ଓଡ଼ିଆ ଝିଅ ଋତୁପର୍ଣ୍ଣା ଜିତିଲେ ସର୍ବଭାରତୀୟ ସିନିୟର ବ୍ୟାଡ଼ମିଣ୍ଟନ ଡ଼ବଲ୍ସ ଟାଇଟଲ୍

ବେଙ୍ଗାଲୁରୁ : ସର୍ବଭାରତୀୟ ଜୋନେକ୍ସ ସିନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣମେଣ୍ଟର ଡ଼ବଲ୍ସ ବିଭାଗରେ ଓଡ଼ିଶାର ମହିଳା ଖେଳାଳି ଋତୁପର୍ଣ୍ଣା ଦାସ ଟାଇଟଲ ହାସଲ କରିଛନ୍ତି । ମହିଳା ଡ଼ବଲ୍ସ ବିଭାଗ ଫାଇନାଲରେ ଋତୁପର୍ଣ୍ଣା କେରଳର ଆରତୀ ସାରା ସୁନୀଲଙ୍କୁ ସାଥିକରି ଖେଳୁଥିଲେ । ଉଭୟ ଫାଇନାଲରେ ଚମକ୍ରାର…

କଳିଙ୍ଗ ଷ୍ଟାଡ଼ିୟମରେ ‘ହକି ବିଶ୍ୱକପ’ ପ୍ରସ୍ତୁତି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ଖେଳାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମ ବୁଲି କାର୍ଯ୍ୟ ତଦାରଖ କରିଥିଲେ । ବିଶ୍ୱକପ ହକି ଚଳିତ ବର୍ଷ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ପୂର୍ବରୁ…

ଚିଲିକାରେ ମର୍ମନ୍ତୁଦ ଡ଼ଙ୍ଗା ଦୁର୍ଘଟଣା: ନାବାଳିକା ମୃତ, ୮ଜଣ ନିଖୋଜ

ବାଲୁଗାଁ : ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଶନିବାର ସନ୍ଧ୍ୟାରେ ଏକ ଡ଼ଙ୍ଗା ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି । ଏକ ପର୍ଯ୍ୟଟକ ଡ଼ଙ୍ଗା କାଳିଯାଇ ନିକଟରେ ବୁଡ଼ି ଯିବାରୁ ଏଥିରେ ଥିବା ଯାତ୍ରୀମାନେ ଭାସିଯାଇଥିଲେ । ଘଟଣାର ଖବର ପାଇ ବାଲୁଗାଁ…

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ । ଏହି ମ୍ୟାଚରେ ବିଶ୍ୱର ସମସ୍ତ…

ବିଶ୍ୱକପ ଫୁଟବଲ: ଗିମିନେଜଙ୍କ ଶକ୍ତିଶାଳୀ ହେଡ୍ ରେ ଉରୁଗୁଏ ଜିତିଲା ମ୍ୟାଚ୍

ମସ୍କୋ : ଆଜି ଫିଫା ବିଶ୍ୱକପରେ ଦୁଇଟି ଶକ୍ତିଶାଳୀ ଦଳ ଚମ୍ପିଆନ ଉରୁଗୁଏ ଏବଂ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ଲଢେଇରେ ଜିତିଲା ଉରୁଗୁଏ । ଖେଳ ଶେଷ ହେବାର ଏକ ମିନିଟ ପୂର୍ବରୁ ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଜୋସ୍ ଗିମିନେଜ ଏକ ସୁନ୍ଦର ହେଡ଼ର୍ ଜରିଆରେ ଦଳକୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ…