Latest Odisha News

BREAKING NEWS

Browsing Category

ଖେଳ

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ,…

ବିଶ୍ୱକପ ଫୁଟବଲ: ଶକ୍ତିଶାଳୀ ଜର୍ମାନୀକୁ ୨-୦ ଗୋଲରେ ପରାସ୍ତ କଲା କୋରିଆ

ମସ୍କୋ : ଗତଥରର ଚାମ୍ପିୟନ ଜର୍ମାନୀକୁ ୩ ମିନିଟ ବ୍ୟବଧାନରେ ୨ଟି ଗୋଲ ସ୍କୋର କରି କୋରିଆ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଜର୍ମାନୀ ପ୍ରି-କ୍ୱାଟରଫାଇନାଲକୁ ଯିବାକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଥିଲା । ମାତ୍ର ଅପେକ୍ଷାକୃତ କୋରିଆ ଦଳଠାରୁ ଶୋଚନୀୟ ଭାବେ…

ବିଶ୍ୱକପ ଫୁଟବଲ: ମ୍ୟାଚ ବରାବର କରି ଡେନମାର୍କ ଓ ଫ୍ରାନ୍ସ ପହଞ୍ଚିଲେ ପ୍ରି-କ୍ୱାର୍ଟର୍ ଫାଇନାଲରେ

ମସ୍କୋ : ବିଶ୍ୱକପ ଏବେ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ସବୁ ଦଳ ଏବେ କର ବା ମର ପରିସ୍ଥିତିରେ ପ୍ରତ୍ୟେକ ମ୍ୟାଚ୍ ଖେଳୁଛନ୍ତି । ଏବେ ପ୍ରତିଟି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଦଳ ପ୍ରି-କ୍ୱାର୍ଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ଡ଼େନମାର୍କ ଓ ଶକ୍ତିଶାଳୀ…

ମେସିଙ୍କ ଗୋଲ ପହଞ୍ଚାଇଲା ଆର୍ଜେଣ୍ଟିନାକୁ ପ୍ରି-କ୍ୱାର୍ଟର୍ ଫାଇନାଲରେ !

ମସ୍କୋ : ଲାଗୁଥିଲା ଏଥର ଆର୍ଜେଣ୍ଟିନା ବିଶ୍ୱକପ ଆରମ୍ଭରୁ ହିଁ ବିଦାୟ ନେଇଯିବ । ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ପ୍ରତିଯୋଗିତାରୁ ବାହାର ହୋଇଯିବାର ସମସ୍ତ ସମ୍ଭାବନା ରହିଥିଲା । କିନ୍ତୁ ନାଇଜେରିଆ ବିପକ୍ଷ ମ୍ୟାଚରେ ମେସିଙ୍କ ଗୋଲ ସହିତ…

ଋଷିଆକୁ ହରାଇ ଉରୁଗୁଏ ପ୍ରି-କ୍ୱାର୍ଟର ଫାଇନାଲରେ !

ମସ୍କୋ : ଚିତାକର୍ଷକ ଫୁଟବଲ ଖେଳି ଉରୁଗୁଏ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ସେହିପରି ସ୍ପେନ ଓ ମରକ୍କୋ ମଧ୍ୟରେ ମ୍ୟାଚ ୨-୨ରେ ବରାବର ରହିଛି । ତେବେ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରି ସାଉଦି ଆରବ ବିଶ୍ୱକପରେ ତା’ର ପ୍ରଥମ ବିଜୟ ହାସଲ…

ବିଶ୍ୱକପ ଫୁଟବଲ: ହ୍ୟାରୀ କେନଙ୍କ ହ୍ୟାଟ୍ରିକ ବଳରେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଇଂଲଣ୍ଡ ଦଳ !

ମସ୍କୋ : ବିଶ୍ୱକପ ଏବେ ଖୁବ ଜମୁଛି । ସାରା ପଡ଼ିଆରେ ସବୁଦଳର ଖେଳାଳିମାନେ ଏବେ ଗୋଟିଏ ଗୋଲ୍ ଦେବାକୁ ପ୍ରତିପକ୍ଷ ଉପରେ ଯେନତେନ ଭାବେ ଆକ୍ରମଣ କରିଚାଲିଛନ୍ତି । ଦେଖାଯାଉଛି ପ୍ରତିମ୍ୟାଚରେ ଗୋଲସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁ ଦଳକୁ ନିଜ ଦେଶର ଫ୍ୟାନମାନେ ବିଭିନ୍ନ ରଙ୍ଗରେ ସଜହୋଇ…

ବିଶ୍ୱକପ ଫୁଟବଲ: ବେଲଜିୟମ, ମେକ୍ସିକୋ ଓ ଜର୍ମାନୀ ଜିତିଲେ ମ୍ୟାଚ

ମସ୍କୋ: ଏବେ ବିଶ୍ୱକପର ସମସ୍ତ ମ୍ୟାଚ ଗୁଡ଼ିକ ବେଶ୍ ରୋମାଞ୍ଚକର ହେଉଛି । ସବୁ ମ୍ୟାଚରେ କର ବା ମର ପରିସ୍ଥିତି । କାରଣ ପ୍ରି-କ୍ୱାର୍ଟର୍ ଫାଇନାଲରେ ସ୍ଥାନ ବଜାୟ ରଖିବାକୁ ସବୁ ଦଳ ଗୁଡ଼ିକ ପ୍ରାଣପଣେ ଅଣ୍ଟା ଭିଡ଼ିଛନ୍ତି । ଚମତକାର ଫୁଟବଲ ଦେଖିବାକୁ ମିଳିଥିଲା ଶନିବାର ଦିନ ବିଶ୍ୱକପ ଫୁଟବଲରେ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଠାରୁ ୪-୦ରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

ବ୍ରେଦା: ଶେଷ ୧୦ ମିନଟରେ ୩ଟି ଗୋଲ ଦେଇ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପରାସ୍ତ କରିଛି । ଆଜି ହଲାଣ୍ଡର ବ୍ରେଦା ସହରରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ଭାରତ ଓ…

ବିଶ୍ୱକପ ଫୁଟବଲ: ଆକର୍ଷଣୀୟ ଗୋଲ୍ ଦେଇ ‘ନେମାର’ ନଚାଇଲେ ବ୍ରାଜିଲକୁ

ମସ୍କୋ : ଶୁକ୍ରବାର ଦିନ ଫୁଟବଲ ପଡ଼ିଆରେ ବ୍ରାଜିଲ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରିଛି ତା’ର ଶ୍ରେଷ୍ଠ ଫୁଟବଲ ଖେଳ ପ୍ରଦର୍ଶନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର୍ ନେମାର ଜୁନିୟରଙ୍କ ଆକର୍ଷଣୀୟ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବ୍ରାଜିଲ-କୋଷ୍ଟାରିକା ମ୍ୟାଚରେ । ବ୍ରାଜିଲ ଦଳ ୨-୦ ଗୋଲରେ…

ବିଶ୍ୱକପ ଫୁଟବଲ: ‘ମୁସା’ଙ୍କ ୨ଟି ଚମତକାର ଗୋଲରେ ନାଇଜେରିଆର ପ୍ରଥମ ବିଜୟ

ମସ୍କୋ : ଚଳିତ ଫିଫା ବିଶ୍ୱକପ ଫୁଟବଲ ଏବେ ବେଶ୍ ରୋଚକ ଆଡ଼କୁ ଗତି କରିବାରେ ଲାଗିଛି । ଆଫ୍ରିକୀୟ ଦେଶ ନାଇଜେରିଆ ଦଳର ଚର୍ଚ୍ଚିତ ଖେଳାଳୀ ଅହମ୍ମଦ ‘ମୁସା’ଙ୍କ ଦୁଇଟି ଆକର୍ଷଣୀୟ ଗୋଲ୍ ଜରିଆରେ ଆଇସଲ୍ୟାଣ୍ଡକୁ ୨-୦ ବ୍ୟବଧାନରେ ପରାସ୍ତ କରିଛି । ଆଇସଲ୍ୟାଣ୍ଡ ଦଳ ପ୍ରଥମକରି ବିଶ୍ୱକପରେ…