Latest Odisha News

BREAKING NEWS

Browsing Category

ଖେଳ

ଜମୁନି କ୍ରିକେଟର-ଅଭିନେତ୍ରୀଙ୍କ ଯୋଡି; ଅଲଗା ହେବେ କି ମନିଷ ପାଣ୍ଡେ ଓ ଆଶ୍ରିତା ସେଟ୍ଟୀ

ନୂଆଦିଲ୍ଲୀ: ଗ୍ଲାମର ଏବଂ କ୍ରିକେଟ୍ ମଧ୍ୟରେ ବହୁ ବର୍ଷର ସମ୍ପର୍କ ରହିଛି। ପୂର୍ବରୁ ଶର୍ମିଲା ଟାଗୋର ଏବଂ ନବାବ ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ବିବାହ ପରେ ଅନେକ କ୍ରିକେଟର ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ସମ୍ପର୍କ ଗଢ଼ି ଉଠିଥିଲେ ମଧ୍ୟ ସେସବୁ ଅଧିକ ଦିନ…

ଭାରତୀୟ କୁସ୍ତି ମହାସଂଘ ଉପରୁ ନିଲମ୍ବନ ଉଠାଇଲା କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘକୁ ମଙ୍ଗଳବାର ବଡ ଆଶ୍ୱସ୍ତି ମିଳିଛି । କ୍ରୀଡା ମନ୍ତ୍ରଣାଳୟ ତତ୍କାଳୀନ ପ୍ରଭାବରେ ଡବ୍ଲ୍ୟୁଏଫଆଇ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛି । ୧୫ ମାସ ପରେ ଏହି ନିଲମ୍ବନ ଉଠିଛି । ଫଳରେ ଏହି ବିବାଦର ଏକପ୍ରକାର ଅନ୍ତ ଘଟିବା ଅନୁମାନ କରାଯାଉଛି ।…

ହିଟମ୍ୟାନଙ୍କ କଣ ରହିବ ପରବର୍ତୀ ଟାର୍ଗେଟ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ଟୁର୍ଣ୍ଣାମେଂଟ ପୂର୍ବରୁ ରୋହିତଙ୍କ ଅବସର ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା । ମ୍ୟାଚ ପରେ ରୋହିତ ଅବସର ନେଉ ନାହାନ୍ତି କହି ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ରୋହିତ ୨୦୨୭…

ଚାମ୍ପିୟନ୍ସ ଟ୍ରଫି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଲେନି ଏହି ଅଧିନାୟକ

ଦୁବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ତେବେ ଆଇସିସି ଏହି ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ନେଇ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ରୋହିତ ୫ଟି ଇନିଂସରେ ୧୮୦ ରନ କରିଥିଲେ । ଭଲ ପ୍ରଦର୍ଶନ କରିଥିବା ରଚୀନ…

ଜବାବରେ ବ୍ରହ୍ମ ଚାପୁଡା ଦେଲେ ହିଟମ୍ୟାନ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ୍ସ ଟ୍ରଫିରେ ଭାରତର ଅନେକ ବରିଷ୍ଠ ଖେଳାଳି ଓ କୋଚଙ୍କ ସମ୍ମାନ ବାଜିରେ ଲାଗିଥିଲା । ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର.. । ଚାମ୍ପିୟନ୍ସ…

କାହିଁକି ଧଳା କୋଟରେ ରୋହିତ ବାହିନୀ?

ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଚାମ୍ପିୟନ୍ ହୋଇଛି ଭାରତୀୟ କ୍ରିକେଟ୍ ଦଳ । ଦେଶରେ ଏବେ ଖୁସିର ଲହରୀ ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ ସୁପର ସଣ୍ଡେରେ ଦୁବାଇ…

IND vs NZ: ରୋହିତ-କୋହଲି ନୁହନ୍ତି, ଇରଫାନ୍ ପଠାନ୍ ଏହି ଖେଳାଳିଙ୍କୁ କହିଲେ ଭାରତର ସଙ୍କଟମୋଚନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ 4 ୱିକେଟରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି। ଫାଇନାଲରେ ଉଭୟ ବୋଲର ଓ ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ। । ବିଶେଷକରି କୁଲଦୀପ ଯାଦବଙ୍କ ଦୁଇଟି…

ଘରକୁ ଟ୍ରଫି ଆଣିଲେ ସ୍ବାମୀ: ବେବି ବମ୍ପ ସହ ଚିୟର କରୁଥିବାର ନଜର ଆସିଲେ ଆଥିୟା

ମୁମ୍ବାଇ: ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଘରକୁ ଆଣିଛି । ଯାହାକୁ ନେଇଏବେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଟିମଙ୍କ ପରିବାରଙ୍କ ସ୍ନେହ ପୂର୍ଣ୍ଣ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ…

ଆଇପିଏଲ ବେଳେ ଚାଲିବନି ତମାଖୁ, ମଦ୍ୟପାନ ବିଜ୍ଞାପନ

ନୂଆଦିଲ୍ଲୀ: ଏଥର ଆଇପିଏଲରେ ତମାଖୁ ଏବଂ ମଦ୍ୟପାନ ଭଳି କୌଣସି ବି ନିଶା ଦ୍ରବ୍ୟ ବିଜ୍ଞାପନକୁ ପ୍ରୋତ୍ସାହିତ କରାଯିବ ନାହିଁ । ଏନେଇ କଡା ତାଗିଦ୍ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ତମାଖୁ ଏବଂ ମଦ୍ୟପାନ ପ୍ରଚାରକୁ ନିଷେଧ କରିବାକୁ…

‘ହମ୍ ଜିତ୍ ଗୟେ’, କାଜୋଲଙ୍କ ସିନେମା ସିନକୁ ସେୟାର କରି ଭାରତର ବିଜୟ ସେଲିବ୍ରେଟ କଲେ ଅଜୟ

ମୁମ୍ବାଇ: ଆଜି ଚାମ୍ପିୟନ୍ସ ହୋଇଛି ଭାରତ । ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫିର ମୁକୁଟ ପିନ୍ଧିଛନ୍ତି । ଦେଶରେ ଏବେ ଖୁସିର ଲହରି ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ…