Latest Odisha News

BREAKING NEWS

Browsing Category

ଖେଳ

ଧୋନୀ, କୋହଲିଙ୍କୁ ପଛରେ ପକାଇ ଅଧିନାୟକ ଭାବେ ବଡ ରେକର୍ଡ କଲେ ରୋହିତ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ଦିନିକିଆ କ୍ରିକେଟରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୪ଟି ଦ୍ୱିପାକ୍ଷିକ ସିରିଜରେ କ୍ଲିନ ସୁଇପ କରିବାରେ ଗୌରବ ଅର୍ଜନ କରିଛନ୍ତି । ସୂଚନାଯୋଗ୍ୟ ଭାରତ ୩-୦ରେ ଇଂଲଣ୍ଡ…

ଇଂଲଣ୍ଡ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଶୁଭମନ ଗିଲଙ୍କ ଚମତ୍କାର ଶତକ ବଳରେ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୨ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି । ଇଂଲଣ୍ଡ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ରାଜକୋଟରେ ଭାରତ ୨୦୦୮ରେ ୧୫୮ ରନ ବ୍ୟବଧନରେ ବିଜୟ…

ବାବରଙ୍କ ନିକଟତର ହେଲେ ଗିଲ

ଅହମ୍ମଦାବାଦ: ଭାରତୀୟ ଓପନର ଶୁଭମନ ଗିଲ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ସପ୍ତାହରେ ସେ ତୃତୀୟ ସ୍ଥାନରେ ରହିଥିଲେ । ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଆଜମଙ୍କ ରେଟିଂ ପଂଏଟ ୭୮୬ ଥିବା ବେଳେ ଗିଲ…

୫୦ତମ ଦିନିକିଆରେ ଶତକ ମାରିଲେ ଗିଲ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୭ମ ଶତକ ଥିଲା । ଗିଲ ବିଶ୍ୱ କ୍ରିକେଟର ୫ମ ଖେଳାଳି ଭାବେ ଗୋଟିଏ ସ୍ଥାନରେ (ଅହମ୍ମଦାବାଦ) ସମସ୍ତ ଫର୍ମାଟରେ ଶତକ ହାସଲ କରିବା ଗୌରବ…

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍; ଏହି ରେକର୍ଡ କଲେ ଶୁଭମନ ଗିଲ୍

ଅହମ୍ମଦାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ମ୍ୟାଚର ଅନ୍ତିମ ମ୍ୟାଚରେ ଓପନର ଶୁଭମନ ଗିଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଗିଲ ୯୫ ବଲ୍ ରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ…

ବୁମରାହଙ୍କୁ ନେବା ପାଇଁ ରାଜି ହୋଇ ନ ଥିଲେ ଅଗରକର

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଘୋଷିତ ଚୂଡାନ୍ତ ଟିମରୁ ଯଶପ୍ରୀତ ବୁମରାହ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ଦିଆଯାଇଛି । ବୁମରାହ ବାଦ ପଡିବା ପଛରେ ଅଜିତ ଅଗରକର ମୂଖ୍ୟ ଭୂମିକା ନେଇଥିବା ଏବେ ଜଣାପଡିଛି । ଯାହାକୁ ନେଇ ପ୍ରଶଂସକଙ୍କ ମନରେ…

ଚାମ୍ପିୟନ୍ସ ଟ୍ରଫିରୁ ଓହରିଲେ ବୁମରାହ, ଚୂଡାନ୍ତ ଦଳରେ ସାମିଲ ହେଲେ ହର୍ଷିତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଓହରି ଯାଇଛନ୍ତି । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିବାରୁ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ସ୍ଥାନରେ ହର୍ଷିତ ରାଣା ସାମିଲ ହୋଇଛନ୍ତି । ଫେବୃୟାରୀ ୧୧ ସୁଦ୍ଧା ଟିମରେ ପରିବର୍ତନ କରିବା ପାଇଁ…

ଚାମ୍ପିୟନ୍ସ ଟ୍ରଫି: ଭାରତୀୟ ଟିମରେ ହୋଇପାରେ ପରିବର୍ତନ

ଅହମ୍ମଦାବାଦ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି କି ଟିମ ଇଣ୍ଡିଆ । ୮ଟି ଶ୍ରେଷ୍ଠ ଟିମକୁ ନେଇ ଏହି ମୁକାବିଲା ଖେଳାଯିବ । ଭାରତ ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳର ଘୋଷଣା କରି ସାରିଛି । ଫେବୃୟାରୀ ୧୯ ସୁଦ୍ଧା ଟିମ ଇଣ୍ଡିଆ ଯାହା କିଛି…

କଟକ ପରେ ଅହମ୍ମଦାବାଦରେ ବି ଗର୍ଜିପାରେ ରୋହିତଙ୍କ ବ୍ୟାଟ

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । କଟକ ବାରବାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି । ଏଠାରେ ଖେଳାଯିବାକୁ ଥିବା…

ଆଇପିଏଲର ଆଗାମୀ ସିଜିନରୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ମେଗା ନିଲାମ ପରେ ସମସ୍ତ ଫ୍ରାଂଚାଇଜ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଇପିଏଲର ଏହି ସଂସ୍କରଣରେ ବିସିସିଆଇ ପକ୍ଷରୁ ଏକ ବଡ ନିୟମ ଲାଗୁ ହେବା ନେଇ ସବୁଜ ସଙ୍କେତ ମିଳିଛି ।…