Latest Odisha News

BREAKING NEWS

Browsing Category

ଖେଳ

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ରେ ଭାରତ ବିଜୟୀ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ପ୍ରଦତ ୧୩୩ ରନର ଲକ୍ଷ୍ୟକୁ…

ଚହଲଙ୍କୁ ପଛରେ ପକାଇଲେ ଅର୍ଶଦୀପ

କୋଲକାତା: ଇଡେନଗାର୍ଡେନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚରେ ଅର୍ଶଦୀପ ସିଂ ରେକର୍ଡ କରିଛନ୍ତି । ଅର୍ଶଦୀପ ସିଂ ଏହି ମ୍ୟାଚରେ ୨ଟି ୱିକେଟ ନେବା ସହ ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଓଭରାଲ ୯୭ ୱିକେଟ ନେଇଛନ୍ତି । ତାଙ୍କ…

ସଞ୍ଜୁ ସାମସନଙ୍କ ବାପା କାନ୍ଦିକାନ୍ଦି କହିଲେ ‘ ମୋ ପୁଅ ସୁରକ୍ଷିତ ନାହିଁ’

ନୂଆଦିଲ୍ଲୀ:ଭାରତୀୟ ଦଳର ଷ୍ଟାର ୱିକେଟକିପର ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି। କିନ୍ତୁ ସଞ୍ଜୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି । ଏଥିସହ ସେ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟ କେରଳ ଦଳରେ ମନୋନୀତ ହୋଇନଥିଲେ। ବର୍ତ୍ତମାନ…

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ। ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ ପ୍ରସ୍ତୁତ…

ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ମନା କଲେ ବିରାଟ, ଫ୍ୟାନ୍ସ କଲେ ସମାଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ସ୍ପଷ୍ଟ ଭାବେ ମନା କରୁଥିବା ଦେଖାଯାଉଛି। ଏନେଇ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ପ୍ରଶ୍ନ କରିଛନ୍ତି, ଆମର ଏବଂ ଦେଶର ସୁରକ୍ଷା ପାଇଁ ଦିନରାତି କାମ…

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍, ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ଅବସରରେ ମ୍ୟାଚର ପ୍ରଥମ ଟିକେଟ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ବାରବାଟୀ…

ଚାମ୍ପିୟନ୍ସ ଟ୍ରଫି କିଟ ବିବାଦ, ଆସିଲା ଆଇସିସି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କିଟକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଟିମ କିଟରେ ପାକିସ୍ତାନ ଲେଖାକୁ ବିରୋଧ କରିଛି । କିଟରେ ପାକିସ୍ତାନ ଲେଖାକୁ ବିସିସିଆଇ ରଖି ନାହିଁ । ଏଥିନେଇ ପିସିବି ଅସନ୍ତୋଷ ବ୍ୟକ୍ତ କରିବା ସହ ଆଇସିସିଜୁ…

ଦ୍ୱିତୀୟ ଟି୨୦ ପାଇଁ ପ୍ରଶଂସକଙ୍କୁ ମିଳିବ ଏହି ଉପହାର

ଚେନ୍ନାଇ: ତାମିଲନାଡୁ କ୍ରିକେଟ ସଂଘ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ଟିକେଟଧାରକଙ୍କ ପାଇଁ ଉପହାର ରଖିଛି । ଟିକେଟଧାରୀମାନେ ଟିକେଟ ଦେଖାଇ ମାଗଣାରେ ମେଟ୍ରୋରେ ଯାତ୍ରା କରିପାରିବେ । ଶନିବାର ଏହି ମ୍ୟାଚ ଖେଳାଯିବ । ଚେନ୍ନାଇ ମେଟ୍ରା ରେଳ ଓ ଟିଏନସିଏ ମଧ୍ୟରେ ଏ…

ଟି୨୦ର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବ ମୁକାବିଲା

କୋଲକାତା: ଟି୨୦ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ ଭାବେ ବିବେଚନା କରାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଛି । ଯୁବ ଟିମ ପାଇଁ ଏହି ସିରିଜ ବେଶ ଗୁରୁତ୍ୱ ବହନ କରୁଛି । ପ୍ରଥମ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେମିଫାଇନାଲରେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଜୋକୋଭିଚ ୪-୬, ୬-୪, ୬-୩ ଓ ୬-୪ ସେଟରେ କାର୍ଲୋସ ଆଲକାରାଜଙ୍କୁ ପରାସ୍ତ କରିଥିଲେ । ୩୭ ବର୍ଷୀୟ…