Latest Odisha News

BREAKING NEWS

Browsing Category

ଖେଳ

ଦୀର୍ଘ ଦିନ ପରେ ସିଙ୍ଗଲ୍ସ ଟାଇଟଲ ଜିତିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତର ଅଭିଜ୍ଞ ବ୍ୟାଡମିଂଟନ ଖେଳାଳି ତଥା ୨ ଥର ଅଲିମ୍ପିକ ପଦକ ବିଜେତା ପିଭିି ସିନ୍ଧୁ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ସୟେଦ ମୋଦି ଆନ୍ତର୍ଜାତୀୟ ବ୍ୟାଡମିଂଟନର ଫାଇନାଲରେ ସିନ୍ଧୁ ପୂବତନ ଚାମ୍ପିୟନ ଚୀନର ଉ ଲିଉ ୟୁଙ୍କୁ ୨୧-୧୪ ଓ…

ସଚିନଙ୍କୁ ପଛରେ ପକାଇଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ୧୫୦ତମ ଟେଷ୍ଟ…

ସମ୍ମୁଖକୁ ଆସିଲା ରୋହିତ-ରିତିକାଙ୍କ ପୁତ୍ରର ନାମ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ରିତିକା ସଜଦେହ ନିକଟରେ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ଏବେ ରିତିକା ସୋସିଆଲ ମିଡିଆରେ ପୁତ୍ରର ନାମ କଣ ରଖାଯାଇଛି ସେ ସମ୍ପର୍କରେ ସୂଚନା…

ଆଇସିସିର ଚେୟାରମ୍ୟାନ ବନିଲେ ଜୟ ଶାହା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେଉଛି। ତେବେ ଜୟ ଶାହାଙ୍କ ପାଇଁ ପ୍ରଥମ କାର୍ଯ୍ୟ ତଥା ଚ୍ୟାଲେଞ୍ଜ ହେଉଛି ଆଇସିସି…

ଡବ୍ଲ୍ୟୁଟିସି: ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ନେଇ ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ୨୩୩ ରନ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ପରାଜିତ କରିବା ଟିମ ଇଣ୍ଡିଆକୁ ଅଡୁଆରେ ପକାଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏବେ ଅଷ୍ଟ୍ରେଲିଆ ବିପକ୍ଷ ବାକିଥିବା ୪ ମ୍ୟାଚରୁ ୩ରେ ବିଜୟ ହାସଲ କରିବାକୁ ପଡିବ । ଦକ୍ଷିଣ ଆଫ୍ରିକା…

ରବୀନା ଟଣ୍ଡନଙ୍କ ଝିଅଙ୍କୁ ଡେଟ କରୁଛନ୍ତି କି କୂଲଦୀପ ଯାଦବ

ମୁମ୍ବାଇ: ଟିମ ଇଣ୍ଡିଆର ଚାଇନାମ୍ୟାନ ସ୍ପିନର କୂଲଦୀପ ଯାଦବ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନୀଙ୍କୁ ଡେଟ କରୁଥିବା ଖବର ପ୍ରକାଶ ପାଇଛି । ୨୯ ବର୍ଷୀୟ କୂଲଦୀପ ଇନଷ୍ଟାଗ୍ରାମରେ ରାଶାଙ୍କ କେତେକ ଫଟୋକୁ ଲାଇକ କରିଥିଲେ । ବାସ ଏହା ପରେ ଉଭୟଙ୍କୁ ନେଇ ବିଭିନ୍ନ ରିପୋର୍ଟମାନ…

ଭାରତକୁ ୪୩ ରନରେ ହରାଇଲା ପାକିସ୍ତାନ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୪୩ ରନରେ ଭାରତକୁ ହରାଇ ଦେଇଛି । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୧ ରନ କରିଥିଲା । ଶାହଜେବ ଖାଁ ୧୫୯ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତ ୪୭.୧ ଓଭରରେ…

ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ପଲା ଭାର, ଚିନ୍ତାରେ ଟିମ ଇଣ୍ଡିଆ

ଆଡିଲେଡ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ଗୋଲାପୀ ବଲ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯାହାକି ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ପର୍ଥ ଟେଷ୍ଟରେ…

ଆଇସିସି ଅଲଟିମେଟମ୍, କ’ଣ କରିବ ପାକିସ୍ତାନ?

ନୂଆଦିଲ୍ଲୀ: କେଉଁଠି ହେବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି? ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଓ ସିଡ୍ୟୁଲକୁ ନେଇ ଲାଗିରହିଛି ସସପେନ୍ସ । ପିସିବିକୁ ଆଇସିସିର ଅଲଟିମେଟମ୍ । ହାଇବ୍ରିଡ ମଡେଲକୁ ଗ୍ରହଣ କର ନହେଲେ ପାକିସ୍ତାନ ବିନା ଖେଳାଯିବ ଟୁର୍ଣ୍ଣାମେଣ୍ଟ । ସୁରକ୍ଷା…

ଆଡିଲେଡ ଟେଷ୍ଟରୁ ଓହରିଲେ ହାଜେଲଉଡ

ଆଡିଲେଡ: ଅଷ୍ଟ୍ରେଲିଆର ପେସ ବୋଲର ଜୋଶ ହାଜେଲଉଡ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରୁ ଓହରି ଯାଇଛନ୍ତି । ଯାହା ଭାରତକୁ ପରୋକ୍ଷରେ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ତାଙ୍କ ପେଟର ବାମ ଭାଗ ଯନ୍ତ୍ରଣା ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ସ୍ଥାନରେ ସିନ ଆବୋଟ୍ଟ ଓ ବ୍ରେଣ୍ଡନ…