Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବଲରେ କାହିଁକି ଅଭ୍ୟାସ କରୁଛନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପ୍ଲାଷ୍ଟିକ ବଲରେ ଅଭ୍ୟାସ କରୁଛନ୍ତି । ଆଇପିଏଲ ୨୦୨୬ ପରେ ହାର୍ଦ୍ଦିକ ଆଘାତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାହାରେ ଅଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ ହୋଇ ଦଳକୁ ଫେରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।…

ରୁଟ ହୋଇ ପାରନ୍ତି ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ

ଲଣ୍ଡନ: ଜୋ ରୁଟଙ୍କୁ ପୂନର୍ବାର ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ କରାଯାଇପାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବେନ ଷ୍ଟୋକ୍ସଙ୍କ ବଦଳରେ ସେ ଏହି ଦାୟିତ୍ୱ ତୁଲାଇବେ । ନ୍ୟୁଜିଲାଣ୍ଡ ସିରିଜ ଅବସରରେ ଷ୍ଟୋକ୍ସ ଅବସର ଘୋଷଣା କରିଥିଲେ । ପାକିସ୍ତାନ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ…

ଏସିଆନ ଗେମ୍ସ: ଭାରତୀୟ କ୍ରିକେଟ ଦଳ କ୍ୱାର୍ଟର ଫାଇନାଲରୁ ଆରମ୍ଭ କରିବ ଅଭିଯାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏସିଆନ ଗେମ୍ସ ୨୦୨୬ରେ କ୍ୱାର୍ଟର ଫାଇନାଲରୁ ଅଭିଯାନ ଆରମ୍ଭ କରିବ । ଉଭୟ ପୁରୁଷ ଓ ମହିଳା ଟିମ ସିଧାସଳଖ ନକଆଉଟରେ ପ୍ରବେଶ କରିଛନ୍ତି । ଜାପାନର ନାଗୋୟାରେ ହେବାକୁ ଥିବା ଏସିଆନ ଗେମ୍ସରେ କ୍ରିକେଟର ଟି୨୦ ଫର୍ମାଟକୁ ସାମିଲ କରାଯାଇଛି । ୨୪ ସେପ୍ଟମ୍ବରରୁ…

ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦: ଗୋଟିଏ ମ୍ୟାଚରେ ଭାଙ୍ଗିଲା ୫ଟି ବଡ଼ ରେକର୍ଡ, ସୂର୍ଯ୍ୟବଂଶୀ-ଶ୍ରେୟସ-ମୟଙ୍କ…

ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଏକ ଐତିହାସିକ ତଥା ଦମଦାର ବିଜୟ ହାସଲ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କେବଳ ୭ ୱିକେଟରେ ଏହି ମ୍ୟାଚ୍ ଜିତିନାହିଁ, ବରଂ ଏହି ଗୋଟିଏ ମ୍ୟାଚରେ ଏକାଧିକ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡା: ଉଦଘାଟନୀ ସମାରୋହ ପୂର୍ବରୁ ପଦକ ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବା ପୂର୍ବରୁ ବକ୍ସିଂରେ ଭାରତ ଏକ ପଦକ ନିଶ୍ଚିତ କରିଛି । ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ଲଭଲୀନା ବୋରଗୋହେନ ୭୫ କିଗ୍ରା ବିଭାଗରେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଭାରତର ପ୍ରଥମ ପଦକ ନିଶ୍ଚିତ ହୋଇଯାଇଛି । ଲଭଲୀନାଙ୍କ…

ପ୍ରଥମ ଟି୨୦: ବୈଭବଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଜିମ୍ବାୱେ ବିପକ୍ଷରେ ଭାରତର ଏକତରଫା ବିଜୟ

ହରାରେ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଦଳରେ ଭାରତ ୭ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୭ ୱିକେଟ ବିନିମୟରେ ୧୨୫ ରନ କରିବାକୁ…

ଭାରତରେ ଟିମଇଣ୍ଡିଆ ବିପକ୍ଷରେ ସିରିଜ ଆୟୋଜନ କରିବ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗତମାସରେ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳା ଯାଇଥିଲଶ । ଆଫଗାନିସ୍ତାନ ଟିମ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରି ନ ଥିଲା । ପୂର୍ନବାର ଉଭୟ ଟିମ ମଧ୍ୟରେ ଆଉ ଏକ ସିରିଜ ଦେଖିବାକୁ ମିଳିପାରେ । ସେପ୍ଟମ୍ବରରେ ଉଭୟ ଦେଶ ମଧ୍ୟରେ ୩ଟି ଟି୨୦…

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦି ଓଭାଲରେ ଖେଳାଯିବ, ୧୮ଜୁନରୁ ଆଶେସ ସିରିଜ

ନୂଆଦିଲ୍ଲୀ:କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ଟେଷ୍ଟ ସିରିଜ ଆଶେସ କେବେଠାରୁ ଆରମ୍ଭ ହେବ ତାହା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ ୧୮ ଜୁନ ୨୦୨୭ରୁ ଆରମ୍ଭ ହେବ । ଅଗଷ୍ଟ୨ରେ…

ଆଜିଠୁ କମନୱେଲଥ୍ ଗେମ୍ସ ୨୦୨୬, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା…

ନୂଆଦିଲ୍ଲୀ: ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆଜି ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆରମ୍ଭ ହେବ। ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇଭେଣ୍ଟରେ ୭୪ଟି ଦେଶର ୩,୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ୧୦ଟି କ୍ରୀଡ଼ାରେ ୨୧୫ ସ୍ୱର୍ଣ୍ଣ ପଦକ ସମେତ ମୋଟ ୧,୧୬୮ ପଦକ ରହିବ। ୧୨୫ ଜଣ…

ଏହି ପୂର୍ବତନ କ୍ରିକେଟର କହିଲେ ଟେଷ୍ଟରୁ କୋହଲିଙ୍କ ଅବସର ଚୟନ କମିଟିଙ୍କ ଭୁଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମଦନଲାଲ ବୁଧବାର ଏକ ବଡ ବୟାନ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ଟେଷ୍ଟରୁ କୋହଲିଙ୍କ ଅବସର ଚୟନ କମିଟିଙ୍କ ଭୁଲ ନିଷ୍ପତି ଥିଲା । ତାଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରିଥିଲା । ୮ ବର୍ଷ ଧରି ସେ ସଫଳ…