Latest Odisha News

BREAKING NEWS

Browsing Category

ଖେଳ

ପଞ୍ଜାବ କିଙ୍ଗସର ନୂତନ କୋଚ ଭାବେ ନିଯୁକ୍ତ ହେଲେ ରିକି ପଂଟିଂ

ନୂଆଦିଲ୍ଲୀ: ଆଇପିଏଲର ମେଗା ନିଲାମ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଂଟିଂଙ୍କୁ ପଞ୍ଜାବ କିଙ୍ଗସର ନୂତନ କୋଚ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ପଞ୍ଜାବ ଟିମ ମ୍ୟାନେଜମେଂଟ ପକ୍ଷରୁ ଏହା ଘୋଷଣା କରାଯାଇଛି । ୨୦୨୫ରେ ପଞ୍ଜାବ ନୂତନ କୋଚଙ୍କ ପ୍ରଶିକ୍ଷଣରେ ଏଥର ଖେଳିବ । ୨୦୨୪…

ଏସିଆନ ଚାମ୍ପିଅନସ ଟ୍ରଫିରେ ପୁଣି ଚାମ୍ପିଅନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନସ ଟ୍ରଫିରେ ଭାରତର ପୁଣି ପ୍ରାଧାନ୍ୟ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଫାଇନାଲରେ ଆୟୋଜକ ଚୀନକୁ ମାତ୍ ଦେଇ ହାସଲ କରିଛି ପଂଚମ ଟାଇଟଲ୍ । ପ୍ୟାରିସ ଅଲିମ୍ପିକ୍ସ ହକିରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଲା ପରେ ଭାରତୀୟ ହକି ଦଳର ଏସିଆନ…

ଆଇସିସିର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ବିଶ୍ୱକପରେ ମହିଳା ଟିମକୁ ମିଳିବ ପୁରୁଷ ସମକକ୍ଷ ପୁରସ୍କାର ରାଶି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆଗକୁ ବିଶ୍ୱକପରେ ମହିଳା ଟିମକୁ ମଧ୍ୟ ପୁରୁଷ ସମକକ୍ଷ ପୁରସ୍କାର ରାଶି ମିିଳିବ । ମହିଳା ଟିମର ପୁରସ୍କାର ରାଶିକୁ ୧୩୪ ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ହାସଲ କଲା ୫ମ ଟାଇଟଲ

ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ ଆୟୋଜକ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଓଭରାଲ ୫ମ ଥର ପାଇଁ ବିଜେତା ହୋଇଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଟିମଇଣ୍ଡିଆ ସହ…

୨୦୨୧ ପରେ ହ୍ରାସ ହେଉଛି କୋହଲିଙ୍କ ଟେଷ୍ଟ ପ୍ରଦର୍ଶନ

ଚେନ୍ନାଇ: ୨୦୧୧ରେ ବିରାଟ କୋହଲି ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ୨୦୧୬ରୁ ୨୦୨୦ ମଧ୍ୟରେ କିଙ୍ଗ କୋହଲି ଘରୋଇ ପରିବେଶରେ ୨୨ଟି ଟେଷ୍ଟ ଖେଳିଥିଲେ । ସେ ସମୟରେ ୧୦ ଶତକ ସହ ସେ ୮୬.୧୭ ଆଭରେଜରେ ରନ ସଂଗ୍ରହ କରିଥିଲେ । ମାତ୍ର ୨୦୨୧ପରେ ତାଙ୍କ ପ୍ରଦର୍ଶନସ୍ତରରେ…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ: ସ୍ପିନ ଯୁଦ୍ଧ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଚେନ୍ନାଇ: ବାଂଲାଦେଶ ବିପକ୍ଷ କ୍ରିକେଟ ସିରିଜର ପ୍ରଥମ ଟେଷ୍ଟ ଚେନ୍ନାଇରେ ଗୁରୁବାରଠାରୁ ଖେଳାଯିବ । ଏଠାରେ ଉଭୟ ଟିମ ମଧ୍ୟରେ ଏକ ସ୍ପିନ ଯୁଦ୍ଧ ଦେଖିବାକୁ ମିଳି । ଯେଉଁ ଦଳ ଏଥିରେ ସିଦ୍ଧହସ୍ତ ହେବ ସେହି ଦଳ ବାଜି ମାରିବ ବୋଲି ବିଶ୍ୱାସ କରାଯାଉଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ…

ହାତ ଭାଙ୍ଗିବା ସତ୍ୱେ ଡାଇମଣ୍ଡ ଲିଗ ଖେଳିଥିଲେ ନୀରଜ

ନୂଆଦିଲ୍ଲୀ: ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ମାତ୍ର ୧ ସେଂଟିମିଟର ପାଇଁ ସେ ଚାମ୍ପିୟନ ହୋଇପାରି ନ ଥିଲେ । ରବିବାର ନୀରଜ ଏକ ଏକ୍ସ ରେ ଶେୟାର କରିଛନ୍ତି । ଏଥିରେ ତାଙ୍କ ବାମ ହାତରେ ଫ୍ରାକଚର…

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ବର : ଓଡ଼ିଶାରେ କାର‌୍ୟ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରି ପାରନ୍ତି ଗିଲ

ନୂଆଦିଲ୍ଲୀ: ଭାରତର ଉପ ଅଧିନାୟକ ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରି ପାରନ୍ତି । ବିସିସିଆଇ ତାଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି । ଏହି ସିରିଜ ଅକ୍ଟୋବର ୭ରୁ ଆରମ୍ଭ ହେବ । ୱାର୍ଲ୍ଡ ଟେଷ୍ଟ ସିରିଜ ଉପରେ ଏବେ ଟିମ ଇଣ୍ଡିଆ ବିଶେଷ ଭାବେ ଫୋକସ କରୁଛି । ରୋହିତ ଶର୍ମା, ବିରାଟ…

ଗୋଟିଏ ସେଂଟିମିଟର ପାଇଁ ଡାଇମଣ୍ଡ ଲିଗ ଜିତିପାରିଲେନି ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ମାତ୍ର ୧ ସେଂଟିମିଟର ପାଇଁ ତାଙ୍କର ଏଥର ଡାଇମଣ୍ଡ ଲିଗ ଜିତିବା ସ୍ୱପ୍ନ ସାକାର ହୋଇ ପାରିନି । ସେ ୮୭.୮୬ ମିଟର ଦୂରତାକୁ ଥ୍ରୋ କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ…