Latest Odisha News

BREAKING NEWS

Browsing Category

ଖେଳ

ମହିଳା ଟି୨୦ ବିଶ୍ୱକପ: ଅକ୍ଟୋବର ୬ରେ ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ: ଅକ୍ଟୋବର ୩ରୁ ଆଇସିିସି ମହିଳା ଟି୨୦ ବିଶ୍ୱକପ ୟୁଏଇରେ ଆରମ୍ଭ ହେବ । ଏହା ପ୍ରଥମେ ବାଂଲାଦେଶରେ ଆୟୋଜିତ ହେବାକୁ ଥିଲା । ସେଠାକାର ଅଶାନ୍ତି ପରିବେଶ ପରେ ଏବେ ଏହାକୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର…

ବଡ ଘୋଷଣା: ଘରୋଇ କ୍ରିକେଟରେ ମିଳିବ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର

ନୂଆଦିଲ୍ଲୀ: ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଘରୋଇ କ୍ରିକେଟରେ ଆଗକୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯିବ । ଜୁନିୟର ଓ ମହିଳା କ୍ରିକେଟରେ ବି ଏହାକୁ ଲାଗୁ କରାଯିବ । ରଣଜୀ ଟ୍ରଫିରେ କେବଳ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା । ଏବେ ବିଜୟ…

ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଫଟୋ ଉଠାଇ ହରଡଘଣାରେ ପଡିଲେ ଉତର କୋରିଆର ଟିଟି ଖେଳାଳି

ପ୍ୟାରିସ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜଙ୍ଗ ଉନଙ୍କ ବର୍ବରତା ବିଷୟରେ କିଏ ବା ନ ଜାଣେ । ନିକଟରେ ସମ୍ପନ୍ନ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଉତର କୋରିଆର କିମ କୁମ ୟୋଙ୍ଗ ଓ ଜୋଙ୍ଗ ସିକ ପେରିସ ପଦକ ଜିତିବା ପରେ ଔପଚାରିକ ଦୃଷ୍ଟି କୋଣରୁ ପୋଡିୟମରେ ଥିବା ଚୀନ ଓ ଦକ୍ଷିଣ କୋରିଆର…

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା। 'କ୍ରିକବଜ୍'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ…

ବିସିସିଆଇ ସେକ୍ରେଟାରୀ ଦୌଡରେ ଆଗରେ ଅଛନ୍ତି ରୋହନ ଜେଟଲୀ

ନୂଆଦିଲ୍ଲୀ: ଆଇସିସି ଚେୟାରମ୍ୟାନ ଦୌଡରେ ଜୟ ଶାହ ଆଗରେ ଅଛନ୍ତି । ଯଦି ସେ ଚେୟାରମ୍ୟାନ ହେବେ ତେବେ ବିସିସିଆଇ ସେକ୍ରେଟାରୀ କିଏ ହେବ ସେ ନେଇ ଆକଳନ ଆରମ୍ଭ ହୋଇଛି । ଜୟ ଶାହ ଏ ପର୍ଯ୍ୟନ୍ତ ଅବଶ୍ୟ ସ୍ପଷ୍ଟ କରି ନାହାନ୍ତି ଯେ, ଆଇସିସି ଚେୟାରମ୍ୟାନ ନିର୍ବାଚନ ଲଢ଼ିବେ କି ନାହିଁ । ଆଇସିସିର…

ପାରାଅଲିମ୍ପିକ୍ସ : ଟୋକିଓ ସଫଳତା ଟପିବା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଏବେ ପାରାଅଲିମ୍ପିକ୍ସ ନେଇ କ୍ରୀଡା ଜଗତରେ ଚର୍ଚ୍ଚା । ଅଗଷ୍ଟ ୨୮ରୁ ପ୍ୟାରିସରେ ଆରମ୍ଭ ହେବ ପାରାଅଲିମ୍ପିକ କ୍ରୀଡାର ସପ୍ତଦଶ ସଂସ୍କରଣ । ୧୭୦ ଦେଶର ପାରା ଆଥଲେଟମାନେ ପ୍ୟାରିସ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ।  ଭାରତ ମଧ୍ୟ ଏଥର ପାରାଅଲିମ୍ପିକ କ୍ରୀଡାରେ…

ଧାୱନଙ୍କ ପରେ ଏମାନେ ବି ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର ଶିଖର ଧାୱନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜାତୀୟ ଦଳକୁ ଫେରିବା ସମ୍ଭାବନା କ୍ଷୀଣ ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପରେ ଆହୁରି ଅନେକ କ୍ରିକେଟର ଏହି ରାସ୍ତା ଆପଣାଇବେ ବୋଲି ଆଶା କରାଯାଉଛି । ଆସନ୍ତୁ ନଜର ପକାଇବା…

ଆନ୍ତର୍ଜାତୀୟ ଜୁନିୟର ବ୍ୟାଡମିଂଟନ ସିରିଜ: ପ୍ରଗତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ହାଇଦ୍ରାବାଦ କୋଟାକ ଜୁନିୟର ଆନ୍ତର୍ଜାତୀୟ ବ୍ୟାଡମିଂଟନ ସିରିଜରେ ଓଡିଶାର ଉଦୀୟମାନ ଖେଳାଳି ପ୍ରଗତି ପରିଡା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ପଦକ । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏହି ସିରିଜ ଅନୁଷ୍ଠିତ ହୋଇଥିଲା । ପ୍ରଗତି ୧୯ ବର୍ଷରୁ…

ଦିଲ୍ଲୀ କ୍ୟାପିଟାଲ୍ସ କୋଚ ହୋଇ ପାରନ୍ତି ଯୁବରାଜ

ନୂଆଦିଲ୍ଲୀ: ଭାରତର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ୫ ବର୍ଷ ପରେ ଆଇପିଏଲକୁ ଭିନ୍ନ ଭୂମିକାରେ ଫେରି ପାରନ୍ତି । ରିପୋର୍ଟ ମୁତାବକ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କୋଚ କରିବା ପାଇଁ ବିଶେଷ ଭାବେ ଆଗ୍ରହ ପ୍ରକାଶ କରିଛି । ରିକି ପଂଟିଂ ଦିଲ୍ଲୀ କୋଚ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେ…

ପାରାଅଲିମ୍ପିକ ପାଇଁ ଭାରତୀୟ ଦଳର ପ୍ୟାରିସ ଗସ୍ତ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଝଝାରିଆ ଓ ମିଶନ ପ୍ରମୁଖ ସତ୍ୟପ୍ରକାଶ ସାଙ୍ଗୱାନଙ୍କ ସହ ରବିବାର ଟିମ ଇଣ୍ଡିଆ ପ୍ୟାରିସ ଗସ୍ତରେ ଯାଇଛି । ସମସ୍ତ ଖେଳାଳିଙ୍କ ଉପରେ ନଜର ରଖିବା ପାଇଁ ଦେବେନ୍ଦ୍ର ପ୍ୟାରିସ ବାହାରେ ରହିବେ । ଟୋକିଓ ଗେମ୍ସରେ ୯ଟି ବିଭାଗରେ…