Latest Odisha News

BREAKING NEWS

Browsing Category

ଖେଳ

ଶକୀବଙ୍କ ପରେ ମହମ୍ମୁଦାଲ୍ଲା ଆନ୍ତର୍ଜାତୀୟ ଟି୨୦ରୁ ନେଲେ ଅବସର

ଢ଼ାକା: ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ବାଂଲାଦେଶ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହମ୍ମୁଦାଲ୍ଲା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ସିରିଜ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ହେବ ବୋଲି ସେ ସ୍ପଷ୍ଟ…

କବାଡି: ବାଳକ ବିଭାଗରେ ପୁରୀ ଚାମ୍ପିୟନ

ପୁରୀ: ସୁନ୍ଦରଗଡରେ ୧୭ ବର୍ଷରୁ କମ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଳକ ବିଭାଗରେ ପୁରୀ ଚାମ୍ପିୟନ ହୋଇଛି । ଫାଇନାଲରେ ପୁରୀ ଚମତ୍କାର ପ୍ରଦର୍ଶନ କରି ୫୮-୪୩ ପଂଏଟରେ ଗଞ୍ଜାମକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ବଲାଙ୍ଗୀର ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବା ପରେ ପୁରୀ…

ଜାତୀୟ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ ଦ୍ୱାରା ଆୟୋଜିତ ଜାତୀୟ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ଓଡିଶାର ମୁକେଶ ଗମାଙ୍ଗୋ ୟୁଥର ବାଳକ ୫୫ କିଗ୍ରା ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଓଭରାଲ ୨୦୪ କିଗ୍ରାର ଭାର ଉଠାଇ ଏହି…

ଓଡିଶା ପ୍ରତି ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି: ପ୍ରବୀଣ ଟାମ୍ବେ

ସୁରଟ: କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳରେ ଅଛନ୍ତି ଏମିତି ଜଣେ ଖେଳାଳି ଯାହାଙ୍କ ଆଗରେ ବୟସ ମଧ୍ୟ ହାର୍ ମାନିବାକୁ ବାଧ୍ୟ ହେଇଥିଲା । ସିଏ ହଉଛନ୍ତି ପ୍ରସିଦ୍ଧ ଲେଗ୍ ସ୍ପିନର୍ ପ୍ରବୀଣ ଟାମ୍ବେ । ଯେଉଁ ଦିନଠାରୁ ତାଙ୍କ ନାମ ପ୍ରଥମଥର ପାଇଁ ଟିଭି ସ୍କ୍ରିନରେ ସାମ୍ନାକୁ ଆସିଥିଲା, ସେହି…

୭ ବର୍ଷ ପରେ ଫେରିଲା ହଂକଂ କ୍ରିକେଟ ସିକ୍ସେସ: କୋହଲି ଖେଳି ପାରନ୍ତି

ନୂଆଦିଲ୍ଲୀ: ୭ ବର୍ଷ ପରେ ରୋମାଂଚରେ ଭରପୂର ହଂକଂ କ୍ରିକେଟ ସିକ୍ସେସ ପୂନର୍ବାର ଫେରିଛି । ନଭେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଏହି ଲୋକପ୍ରିୟ କ୍ରିକେଟ ଫର୍ମାଟରେ ଭାରତ ଅଂଶଗ୍ରହଣ କରିବ । ରିପୋର୍ଟ ମୁତାବକ ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଏଥିରେ ଖେଳି…

କଳିଙ୍ଗ ପ୍ରିମିୟର ଲିଗ: ଭି ଲାଏନସ୍ ଦଳ ଚାମ୍ପିୟନ

ଭୁବନେଶ୍ବର : ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ପ୍ରିମିୟର ଲିଗ ୨୦୨୪ । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ  ବିନା କୌଣସି ଏଣ୍ଟ୍ରି ଫି ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ ଟି ଅଂଶଗ୍ରହଣ କରିଥିଲେ । ଆଜି ଶେଷ ଦିନରେ ଭି ଲାଏନସ୍ (କଟକ) ଦଳ ଚାମ୍ପିୟନ ହୋଇଛି ।…

ଅବସର ଘୋଷଣା କଲେ ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସୋମବାର ଅବସର ଘୋଷଣା କରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ପ୍ରଭାବୀ ପ୍ରଦର୍ଶନ କରି ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ରହି ଯାଇଥିଲେ । ୩୧ ବର୍ଷୀୟା ଦୀପା ଭାରତ ପକ୍ଷରୁ ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ…

ଆଇପିଏଲ: ରିଟେନଶନ ନେଇ ଚେନ୍ନାଇ ଟିମ ସହ ଆଲୋଚନା କରିବେ ଧୋନୀ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ରିପୋର୍ଟ ମୁତାବକ ଆସନ୍ତା ସପ୍ତାହରେ ଧୋନୀ ରିଟେନଶନ ନେଇ ଚେନ୍ନାଇ ସୁପର କିଙ୍ଗସ ଟିମ ମ୍ୟାନେଜମେଂଟ ସହ ଆଲୋଚନା କରିବେ । ଏହା ପରେ ଏ ସମ୍ପର୍କରେ ଚୂଡାନ୍ତ…

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ…

ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସିନିୟର ପୁରୁଷ ରାଜ୍ୟସ୍ତରୀୟ ଚାମ୍ପିୟନଶିପରେ ସୁନ୍ଦରଗଡ ଚାମ୍ପିୟନ ହୋଇଛି । ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ୪-୧ ଗୋଲରେ ପରାସ୍ତ କରି ସୁନ୍ଦରଗଡ ସ୍ୱର୍ଣ୍ଣ ପଦକ ଜିିତିଛି । ଦେଓଗଡକୁ ୪-୨ରେ ହରାଇ ଗାଙ୍ଗପୁର ହକି ଆସୋସିଏଶନ…