Latest Odisha News

BREAKING NEWS

Browsing Category

ଖେଳ

ଏମସିଜିରେ ପୂନର୍ବାର କମାଲ କରିବେ କି କୋହଲି

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ମେଲବୋର୍ଣ୍ଣରେ ବିରାଟ କୋହଲିଙ୍କ ରେକର୍ଡ ଭଲ ଥିବାରୁ ତାଙ୍କଠାରୁ ଏକ ବଡ ଇନିଂସ ପ୍ରଶଂସକ ଆଶା ବାନ୍ଧି ବସିଛନ୍ତି । ୨ ବର୍ଷ ତଳେ…

ବିବାହ ବନ୍ଧନରେ ବାନ୍ଧି ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଡିସେମ୍ବର ୨୨ରେ ଉଦୟପୁରରେ ଏକ ବିଶାଳ ସମାରୋହରେ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଥିଲେ। ବିବାହ ବେଳର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଅବସରରେ ଉଭୟେ ପାରମ୍ପାରିକ ପୋଷାକ…

ମହିଳା କ୍ରିକେଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଐତିହାସିକ ବିଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଟିମ ଇଣ୍ଡିଆ ୨୧୧ ବୃହତ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଦିିନିକିଆ କ୍ରିକେଟରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ପୂର୍ବରୁ ଆୟର୍ଲାଣ୍ଡ…

ସଚିନ, ସୂର୍ଯ୍ୟକୁମାରଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ ଅବଦୁଲ

ଲାହୋର: ପାକିସ୍ତାନର ଓପନର ବ୍ୟାଟ୍ସମ୍ୟାନ ଅବଦୁଲ ଶଫିକ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଏକ ଅଲୋଡା ରେକର୍ଡ କରିଛନ୍ତି । ସେ କ୍ରମାଗତ ୩ଟି ମ୍ୟାଚରେ ଖାତା ଖୋଲିପାରି ନାହାନ୍ତି । ଶୂନରେ ହ୍ୟାଟ୍ରିକ ଲଗାଇବା ସହ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ…

ଭାରତ ଗସ୍ତ, ଚାମ୍ପିୟନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳ ଘୋଷିତ

ଲଣ୍ଡନ: ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଏବଂ ଭାରତ ଗସ୍ତ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଜୋସ ବଟଲରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃୟାରୀ-ମାର୍ଚ୍ଚରେ ଖେଳାଯିବ । ଏହା ପାକିସ୍ତାନରେ ଆୟୋଜିତ ହେବ । ଭାରତୀୟ ଟିମ…

ବୈଭବଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିର ବିହାର ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବସରରେ ସେ ଏହି ରେକର୍ଡ କରିଛନ୍ତି । ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ବୈଭବ ଲିଷ୍ଟ-ଏ କ୍ରିକେଟ…

ଗିରଫ ୱାରେଣ୍ଟ ପରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପା

ନୂଆଦିଲ୍ଲୀ: ପିଏଫ୍ ଠକେଇ ମାମଲାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପାଙ୍କୁ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଯାହାପରେ ସେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଶେୟାର କରି ରବିନ୍ ଉଥାପ୍ପା କହିଛନ୍ତି ଯେ, ମୁଁ…

୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟ : ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟର ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ୪୧ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୭ ୱିକେଟ ୧୧୭ ରନ କରିଥିଲା । ତ୍ରିଷା ୪୭ ବଲରେ ୫ ଚୌକା…

ପୂର୍ବତନ କ୍ରିକେଟର୍‌ ରବିନ ଉଥପ୍ପାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଖେଳାଳି ତଥା ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଉଥପ୍ପାଙ୍କ ଉପରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି (ଇପିଏଫଓ) ଘୋଟାଲା ମାମଲାରେ ଅଭିଯୋଗ ହୋଇଛି । ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।…

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକାଙ୍କ ସହ ଛାତ୍ରଛାତ୍ରୀଙ୍କ ଭାବ ବିନିମୟ

ଭୁବନେଶ୍ୱର: ଭାରତୀୟ ହକି ଦଳର ୪ ଜଣ ସ୍ୱନାମଧନ୍ୟ ଖେଳାଳିଙ୍କୁ ଭେଟିଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଏହି ଛାତ୍ରଛାତ୍ରୀମାନେ ଅନେକ ଆଲୋଚନା ମଧ୍ୟ…