Latest Odisha News

BREAKING NEWS

Browsing Category

ଖେଳ

ସିଏମ ଟ୍ରଫି ୨.୦: ରେକର୍ଡ ସଂଖ୍ୟକ ଖେଳାଳିଙ୍କ ଅଂଶଗ୍ରହଣ, ଓଡ଼ିଶାର ତୃଣମୂଳ ସ୍ତରର କ୍ରୀଡ଼ା ପରିବେଶ ହେବ ସୁଦୃଢ଼

ଭୁବନେଶ୍ୱର: ସିଏମ ଟ୍ରଫି ୨.୦ର ଦ୍ୱିତୀୟ ସଂସ୍କରଣ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି, ଯାହା ତୃଣମୂଳ ସ୍ତରରେ ଏକ ସୁଦୃଢ଼ କ୍ରୀଡ଼ା ପରିବେଶ ଗଢ଼ିବା ଏବଂ ରାଜ୍ୟରେ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଦିଗରେ ଓଡ଼ିଶାର ବଡ଼ ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଫିଫା ବିଶ୍ୱକପ ଫୁଟବଲ: ମେସୀ, ଆର୍ଜେଂଟିନା ଟିମର ପାସପୋର୍ଟ ଡିଟେଲ ଲିକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲ ଆରମ୍ଭ ହେବା ପୂର୍ବରୁ ଆର୍ଜେଂଟିନା ଟିମ ସୁରକ୍ଷା ଉଲ୍ଲଂଘନର ଶୀକାର ହୋଇଛି । ଟିମର ଅଧିନାୟକ ଲିଓନେଲ ମେସୀଙ୍କ ସମେତ ଅନ୍ୟମାନଙ୍କ ପାସପୋର୍ଟ ସମ୍ପର୍କୀତ ସମସ୍ତ ଡାଟା ଲିକ ହୋଇଛି । ଯାହା ଏକ ଚିନ୍ତାର କାରଣ ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ।…

ନାଇଟକ୍ଲବ ବିବାଦ: ଷ୍ଟୋକ୍ସ, ଆଟିକସନ ଦ୍ୱିତୀୟ ଟେଷ୍ଟରୁ ବାଦ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ବେନ ଷ୍ଟୋକ୍ସ ଓ ପେସ ବୋଲର ଗସ ଆଟିକସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତ ଟେଷ୍ଟରୁ ବାଦ ପଡିଛନ୍ତି । ନାଇଟକ୍ଲବ ବିବାଦ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ପ୍ରଥମ…

ଡ୍ରାଭିଡ, ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଜୁନ ୧୩ରୁ ଦିନିକିଆ ସିିରିଜ ଖେଳାଯିବ । ୫ ମାସ ପରେ ରୋହିତ ଶର୍ମା ଦିନିକିଆ ମ୍ୟାଚ ଖେଳିବାକୁ ଯାଉଥିବାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଚଳିତ ବର୍ଷ ଆରମ୍ଭରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଆଫଗାନିସ୍ତାନ ବିପକ୍ଷ ସିରିଜରେ…

ଆଫଗାନିସ୍ତାନ ବିପକ୍ଷ ଦିିନିକିଆ ସିରିଜରୁ ଓହରିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୧୩ ଜୁନରୁ ଏହି ସିରିଜ ଆରମ୍ଭ ହେବ । ଦିନକ ପୂର୍ବରୁ ରୋହିତ ଶର୍ମା ଓ…

ଫିଟନେସ ଟେଷ୍ଟରେ ପାସ କଲେ ରୋହିତ, ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦିିନିକିଆ ସିରିଜ ପୂର୍ବରୁ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ଉଭୟ ଖୁବ ଶୀଘ୍ର ଟିମ ସହିତ ଯୋଗ ଦେବେ । ଆଇପିଏଲ ଅବସରରେ ରୋହିତ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ । ହାର୍ଦ୍ଦିକ…

୨୧ ବର୍ଷ ପରେ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ବାଂଲାଦେଶ

ମୀରପୁର: ୨୧ ବର୍ଷ ପରେ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆକୁ ବାଂଲାଦେଶ ପରାସ୍ତ କରିଛି । ପାକିସ୍ତାନକୁ ଦିନିକିଆ ସିରିଜରେ ହରାଇବା ପରେ ଏବେ ମୀରପୁରରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ବାଂଲାଦେଶ ପରାସ୍ତ କରି ଜବରଦସ୍ତ ଫର୍ମରେ ରହିଛି । ଏହା ପୂର୍ବରୁ ୨୦୦୫ରେ…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏକୁ ହରାଇଲା ଭାରତ ଏ

ଦାମ୍ବୁଲା: ଏଠାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ଏ ୮ ରନରେ ଶ୍ରୀଲଙ୍କା ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୭୭ ରନ କରିଥିଲା । ରିତୁରାଜ ଗାଏକ୍ୱାଡ ୧୦୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅଧିନାୟକ…

ମୁମ୍ବାଇ ଟି-୨୦ ଲିଗରେ ଅର୍ଜୁନ ତେନ୍ଦୁଲକରଙ୍କ କମାଲ ୩ଟି ୱିକେଟ ନେବା ପରେ ମାରିଲେ ଦମଦାର ଅର୍ଦ୍ଧଶତକ

ମୁମ୍ବାଇ: କ୍ରିକେଟ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୈଦାନରେ ନିଜର ଦମଦାର ଅଲରାଉଣ୍ଡ ପ୍ରଦର୍ଶନ ଦେଖାଇଛନ୍ତି। ଚାଲିଥିବା ମୁମ୍ବାଇ ଟି-୨୦ ଲିଗର ଏକ ମ୍ୟାଚରେ ସେ ପ୍ରଥମେ ବୋଲିଂରେ ଚମତ୍କାର କରି ୩ଟି ୱିକେଟ ହାସଲ କରିଥିଲେ। ଏହାପରେ ବ୍ୟାଟିଂରେ ମଧ୍ୟ…

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କଲେ ଅନୀମେଶ କୁଜୁର

ଭୁବନେଶ୍ୱର: ଓଡିଶାର ଷ୍ଟାର ସ୍ପ୍ରିଂଟର ଅନୀମେଶ କୁଜୁର ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ୨୩ ବର୍ଷୀୟ ଏହି ଆଥଲେଟ ଗତ ମାସରେ ରାଂଚୀରେ ଅନୁଷ୍ଠିତ ଫେଡେରେଶନ କପରେ ୧୦୦ ମିଟର ପାଇଁ…