Latest Odisha News

BREAKING NEWS

Browsing Category

ଖେଳ

ଚମତ୍କାର ପ୍ରଦର୍ଶନ ପରେ ଫ୍ଲେ-ଅଫରେ କୋଣାର୍କ ସୂର୍ଯ୍ୟସ

ଭୁବନେଶ୍ବର: ଚମକିଲା କୋଣାର୍କ ସୂର୍ଯ୍ୟସ୍ ଓଡିଶା। ଶୁକ୍ରବାର ଶ୍ରୀନଗର ସ୍ଥିତ ବାକ୍ସି ଷ୍ଟେଡିୟମରେ ଗୁଜୁରାଟ ଗ୍ରେଟ୍ସକୁ ୭ ୱିକେଟ୍‌ରେ ହରାଇ କୋଣାର୍କ ସୂର୍ଯ୍ୟସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ ୨୦୨୪ରେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି । ତେବେ ଟସ୍ ଜିତି ପ୍ରଥମେ ବୋଲି କରିବାର…

ଜାମନଗର ରାଜ ପରିବାରର ଉତ୍ତରାଧିକାରୀ ହେଲେ ସାହେବ ଅଜୟ ଜାଡେଜା

ଗାନ୍ଧୀ ନଗର: ଗୁଜରାଟ ଜାମନଗର ରାଜପରିବାରର ଉତ୍ତରାଧୀକାରୀ ଘୋଷଣା । ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କ ନାମ ଘୋଷଣା କରିଛନ୍ତି । ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା…

ଟି-ଟ୍ୱେଣ୍ଟି: ହ୍ୟାଟ୍ରିକ୍ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଆଜି ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଆଜି ହାଇଦ୍ରାବାଦରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ । ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୨ ଟିମ୍ ମୁହାଁମୁହିଁ ହେବାକୁ ଥିବା ବେଳେ ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍ ।…

ତେଲେଙ୍ଗାନାର ଡିଏସପି ହେଲେ କ୍ରିକେଟର ମହମ୍ମଦ ସିରାଜ

ହାଇଦ୍ରାବାଦ: ତେଲେଙ୍ଗାନାର ଡିଜିପିଙ୍କ ତତ୍ତ୍ବାବଧାନରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଭାବରେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ ଡିଜିପି କାର୍ଯ୍ୟାଳୟରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ…

ପିସିବି ବଲ ଟ୍ୟାମ୍ପରିଂକୁ ଦେଉଛି ପ୍ରଶୟ !

ଇସଲାମାବାଦ: ପାକିସ୍ତାନ କ୍ରିକେଟ ସହ ବଲ ଟ୍ୟାମ୍ପରିଂ ବିବାଦ ଯୋଡି ହେବା ନୂଆ କଥା ନୁହେଁ । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସର୍ବଦା ବଦନାମ ମୁଣ୍ଡେଇ ଆସିଛି । ଇଂଲଣ୍ଡ ବିପକ୍ଷ ମୁଲତାନ ଟେଷ୍ଟ ଅବସରରେ ପାକିସ୍ତାନର ଏକ ଖବରଦାତା ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ଟେଷ୍ଟ ଖେଳି ନ ପାରନ୍ତି ରୋହିତ

ନୂଆଦିଲ୍ଲୀ:ଭାରତର ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ଟେଷ୍ଟରେ ଖେଳି ନ ପାରନ୍ତି । ରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ବିସିିସିଆଇକୁ ଏ ନେଇ ପତ୍ର ମଧ୍ୟ ଲେଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୨ଟି ଟେଷ୍ଟରୁ…

ମଣିପାଲ ଟାଇଗର୍ସକୁ ହରାଇଲା ଇଣ୍ଡିଆ କ୍ୟାପିଟାଲ୍ସ

ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଇଣ୍ଡିଆ କ୍ୟାପିଟାଲ୍ସ ୧୩ ରନରେ ମଣପାଲଊ ଟାଇଗର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ ହରାଇ ୧୮୫ ରନ କରିଥିଲା । ବେନ ଡଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୪୭ ବଲରୁ ୯୭ ରନ ସଂଗ୍ରହ କରିଥିଲେ । ଡ୍ୱେନ…

ଲିଜେଣ୍ଡସ ଲିଗ କ୍ରିକେଟ: କର ବା ମର ପରିସ୍ଥିତିରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଗ୍ରେଟ୍ସକୁ ଭେଟିବ । ଏହି ମ୍ୟାଚ କୋଣାର୍କ ସୂର୍ଯ୍ୟାସ ପାଇଁ କର ବା ମର ସଦୃଶ । ଏହି ମ୍ୟାଚ ପାଇଁ ଶ୍ରୀନଗରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।…

ଟେଷ୍ଟ କ୍ରିକେଟରେ ଦ୍ରୁତ ତ୍ରିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଟେଷ୍ଟରେ ଇଂଲଣ୍ଡର ହ୍ୟାରୀ ବ୍ରୁକ ତ୍ରିଶତକ ହାସଲ କରିଛନ୍ତି । ଆନ୍ତର୍ଜାତୀୟ ଟେଷ୍ଟରେ ଦ୍ରୁତ ତ୍ରିଶତକ ହାସଲରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ନାମରେ ଏବେ ବି ଏହି ରେକର୍ଡ ରହିଛି । ସେହ୍ୱାଗ ଚେନ୍ନାଇରେ ଦକ୍ଷିଣ…

ସଚିନ,ଲାରା, କୋହଲିଙ୍କ ରେକର୍ଡ ଭାଙ୍ଗି ପାରିଲେନି ରୁଟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରେ ଅଳ୍ପ କେତେଜଣ ବ୍ୟାଟ୍ସମ୍ୟାନ ୨୦୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ଏବେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସାମିଲ ହୋଇଛନ୍ତି । ତେବେ କମ ଇନିଂସରେ ୨୦୦୦୦ ରନ ପୂରଣ କରିବା ବିଶ୍ୱରେକର୍ଡ ଏବେ ବି ବିରାଟ କୋହଲିଙ୍କ ନାମରେ…