Latest Odisha News

BREAKING NEWS

Browsing Category

ଖେଳ

ଭୁବନେଶ୍ୱରରେ ଭାରତ-କାତାର ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ, ଏଏଫସି ଏସିଆନ କପର କ୍ୟାଲିଫାୟର୍ସ ଖେଳାଯିବ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଓ ଇଂଟରକଂଟିନେଟାଂଲ ମ୍ୟାଚ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହେବା ପରେ ଆଗକୁ ପ୍ରଶଂସକମାନେ ଆହୁରି ରୋମାଂଚକ ମୁକାବିଲା ଦେଖିବାକୁ ପାଇବେ । ଏଆଇଏଫଏଫ ଶନିବାର ଘୋଷଣା କରିଛି ଯେ, ଫୁଟବଲ ଆସୋସିଏଶନ ଅଫ ଓଡିଶା ବହୁ…

ପାଗ ବଦଳୁଛି, ଭାରତ-ପାକ ମ୍ୟାଚ ହେବା ନେଇ ସଂଚାର ହେଲା ଆଶା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକିବାଲା ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସକାଳୁ ପାଗ ଅପେକ୍ଷାକୃତ ଭଲ ଥିବାରୁ ମ୍ୟାଚ ହେବା ନେଇ ଆଶା ସଂଚାର ହୋଇଛି । ମେଘୁଆ…

ଏସିଆନ ଗେମ୍ସ ହକି ପାଇଁ ଘୋଷିତ ହେଲା ଭାରତୀୟ ଦଳ: ଦୀପଗ୍ରେସ, ଅମିତଙ୍କ ଉପରେ ଗୁରୁ ଦାୟିତ୍ୱ

ଭୁବନେଶ୍ୱର:ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତର ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି । ମହିଳା ଟିମରେ ଓଡିଶାର ଦୀପ ଗ୍ରେସ ଏକ୍କାଙ୍କୁ ଉପଅଧିନାୟିକା କରାଯାଇଥିବା ବେଳେ ପୁରୁଷରେ ଅମିତ ରୋହିଦାସ ରକ୍ଷାପନ୍ଥୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଟୋକିଓ…

ପ୍ରଥମ ମହିଳା ଭାବେ ୨ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳି ଇତିହାସ ରଚିଲେ ମାହିକା

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମାହିକା ଗୌର ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ପ୍ରଥମ ମହିଳା ଖେଳାଳି ଭାବେ ୨ଟି ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ପ୍ରଥମେ ୟୁଏଇ ପକ୍ଷରୁ ଖେଳିବା ପରେ ଏବେ ଇଂଲଣ୍ଡ ତରଫରୁ…

୩୭ ବର୍ଷ ପରେ ବିଶ୍ୱନାଥନଙ୍କୁ ହଟେଇ ଗୁକେଶ ହେଲେ ଭାରତର ଏକ ନମ୍ବର ଚେସ ଖେଳାଳି

ନୂଆଦିଲ୍ଲୀ: ୩୭ ବର୍ଷ ପରେ ଭାରତୀୟ ଚେସର ମହାନ ତାରକା ବିଶ୍ୱନାଥନ ଆନନ୍ଦଙ୍କୁ ହଟେଇ ଡୋମାରାଜୁ ଗୁକେଶ ହୋଇଛନ୍ତି ଭାରତର ଏକ ନମ୍ବର ଖେଳାଳି । ପୂର୍ବରୁ ଏହା ହେବ ବୋଲି ଜଣା ପଡୁଥିଲେ ମଧ୍ୟ ଶୁକ୍ରବାର ଫିଡେ ର‌୍ୟାଙ୍କିଙ୍ଗରେ ଏହା ଅଫିସିଆଲ ଭାବେ ସ୍ପଷ୍ଟ ହୋଇଛି । ଗୁକେଶ ୨୭୫୮ ରେଟିଂ ପଂଏଟ…

ବାପା ହେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସୋନମ ଭଟ୍ଟାଚାର୍ଯ୍ୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପାରିବାରିକ ସୂତ୍ର ଓ ମିଡିଆ ରିପୋର୍ଟ୍ସ ଅନୁସାରେ ସୋନମ ଏବେ ବାଙ୍ଗାଲୋରର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ…

ଭାୟକମ ୧୮ ହାତେଇଲା ବିସିସିଆଇ ମିଡିଆ ରାଇଟ୍ସ

ନୂଆଦିଲ୍ଲୀ: ଆଗାମୀ ୫ ବର୍ଷ ପାଇଁ ବିିସିସିଆଇର ମିଡିଆ ରାଇଟ୍ସକୁ ଭାୟାକମ ୧୮ ଗ୍ରୁପ ହାତେଇଛି । ବିସିସିଆଇ ସେକ୍ରଟାରୀ ସଚିବ ଜୟ ଶାହ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୨୩ରୁ ୨୮ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ସମସ୍ତ ଘରୋଇ ମ୍ୟାଚ ସ୍ପୋର୍ଟ୍ସ ୧୮ ଚ୍ୟାନେଲରେ…

ଡ୍ୟାନିୟଲ ମ୍ୟାକଗେହେ ହେବ ପ୍ରଥମ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର କ୍ରିକେଟର

ଲଣ୍ଡନ: କାନାଡାର ଡ୍ୟାନିୟଲ ମ୍ୟାକଗେହେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଯାଉଛନ୍ତି । ବାଂଲାଦେଶ ବିପକ୍ଷ ଟି୨୦ ବିଶ୍ୱକପ କ୍ୱାଲିଫାୟର୍ସରେ ସେ ଏହି କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ୨୯ ବର୍ଷୀୟା ମ୍ୟାକଗେହେଙ୍କୁ କାନାଡା ମହିଳା ଟିମରେ ଚୟନ…

ଭାରତ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିପାରେ : ନୀରଜ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ୨୦୨୭ରେ ହେବାକୁ ଥିବା ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିବା ସମ୍ଭାବନା ରହିଛି ବୋଲି ଏହି ଷ୍ଟାର ଆଥଲେଟ ଜଣଙ୍କ କହିଛନ୍ତି ।…

ଏସିଆ କପ କ୍ରିକେଟ: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ମୁଲତାନ: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ମ୍ୟାଚରେ ପାକିସ୍ତାନ ୨୩୮ ବୃହତ ବ୍ୟବଧାନରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନର ଏହା ଦ୍ୱିତୀୟ ବୃହତ ବିଜୟ । ଭାରତ ୨୦୦୮ରେ ହ ଂକଂ ବିପକ୍ଷରେ ୨୫୬ ରନର ବିଜୟ ହାସଲ କରିଥିଲା । ପାକିସ୍ତାନ…