Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ କ୍ରିକେଟ: ହାମ୍ବୋନଟୋଟାରେ ହୋଇପାରେ ସୁପର ୪ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ହାଇବ୍ରିଡ ମଡେଲରେ ଖେଳାଯାଉଛି । ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚ ବର୍ତମାନ ବର୍ଷା ଯୋଗୁ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ରିପୋର୍ଟ ମୁତାବକ କ୍ରମାଗତ ବର୍ଷାକୁ ଆଖି ଆଗରେ ଏସିସି ସୁପର ୪ ଷ୍ଟେଜ ପାଇଁ ଭେନ୍ୟୁ ପରିବର୍ତନ କରିବା ନେଇ ବିଚାର…

ବାପା ହେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ରବିବାର ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସୋମବାର ଏହାର କାରଣ ଜଣାପଡିଛି । ବୁମରାହ ବାପା ଓ ପତ୍ନୀ ସଞ୍ଜନା ଗଣେଶନ ମାଆ ହେବାର ସୌଭାଗ୍ୟ ହୋଇଛନ୍ତି । ବୁମରାହ ଏହି ଖୁସି ଖବର…

ବୁମରାହ ଏସିଆ କପ ଅଧାରୁ ମୁମ୍ବାଇ ଫେରିଲେ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଏସିଆ କପ କ୍ରିକେଟ ଅଧାରୁ ମୁମ୍ବାଇ ଫେରିଛନ୍ତି । ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁ ସେ ମୁମ୍ବାଇ ଯାଇଥିବା କୁହାଯାଇଛି । ବୁମରାହ ସୁପର୪ ବେଳକୁ ପୁନର୍ବାର ଟିମ ସହିତ ଯୋଗ ଦେବେ । ସୁପର୪ର ପ୍ରଥମ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

ବର୍ଷା ଯୋଗୁ ଏସିଆ କପ ସୁପର ୪ ମ୍ୟାଚର ଭେନ୍ୟୁ ବଦଳିବା ସମ୍ଭାବନା ସୃଷ୍ଟି !

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ବର୍ଷା ଯାଗୁ ବାତିଲ ହେବା ପରେ ଆୟୋଜକ କମିଟି ଚିନ୍ତାରେ ପଡିଛି । ଆଗକୁ ଏଠାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରୁହେ ତେବେ ସୁପର ୪ ମ୍ୟାଚ ଭେନ୍ୟୁରେ ପରିବର୍ତନ କରାଯିବା ନେଇ ଆଲୋଚନା ଚାଲିଛି…

ଏସିଆ କପ କ୍ରିକେଟ : ଭାରତ-ନେପାଳ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବନା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ଏବେ ଟିମ ଇଣ୍ଡିଆର ଦ୍ୱିତୀୟ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବାନ ରହିଛି । ସୋମବାର ନେପାଳ ବିପକ୍ଷ ମୁକାବିଲାରେ ୯୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି । ଯଦି ଏହି ମ୍ୟାଚ ବାତିଲ…

ପାକିସ୍ତାନ ବିପକ୍ଷରେ ଶୀର୍ଷ ବ୍ୟାଟରଙ୍କ ଫ୍ଲପ୍ ସୋ’, ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ?

ଭୁବନେଶ୍ୱର: ଏସିଆ କପ୍ ୨୦୨୩ର ତୃତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା କିନ୍ତୁ ବର୍ଷା ପାଇଁ ଏହି ମ୍ୟାଚ୍ ବାତିଲ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ୍ ସଂଗ୍ରହ କରିଥିଲା। ହେଲେ ଟିମ୍ ଇଣ୍ଡିଆର ଶୀର୍ଷ ବ୍ୟାଟିଂ ଅର୍ଡର ଖରାପ ପ୍ରଦର୍ଶନ କରିଛି। ରୋହିତ ଶର୍ମା…

ଜିମ୍ବାୱେର ପୂର୍ବତନ ମହାନ କ୍ରିକେଟର ହୀଥ ଷ୍ଟ୍ରିକଙ୍କ ପରଲୋକ

ହରାରେ: ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହୀଥ ଷ୍ଟ୍ରିକଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ପତ୍ନୀ ନାଡିନେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସପ୍ତାହ ତଳେ ଷ୍ଟ୍ରିକଙ୍କ ପରଲୋକ ନେଇ ଗୁଜବ ସୃଷ୍ଟି ହୋଇଥିଲା । ସାଥୀ ଖେଳାଳି ହେନେରୀ ଓଲଙ୍ଗାଙ୍କ ଟୁଇଟ…

ପାକିସ୍ତାନକୁ ହରାଇ ଭାରତ ହେଲା ହକି ୫ଏସ ଏସିଆ କପ ବିଜେତା

ନୂଆଦିଲ୍ଲୀ: ଭାରତୀୟ ହକି ଟିମ ଫାଇନାଲରେ ପାକିସ୍ତାନକୁ ହରାଇ ହକି ୫ଏସ ଏସିଆ କପ ବିଜେତା ସାଜିଛି । ଶନିବାର ଖେଳା ଯାଇଥିବା ଫାଇନାଲରେ ଉଭୟ ଟିମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୪ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ପେନାଲ୍ଟି…

ଈଶାନ, ହାର୍ଦ୍ଦିକ ଭାରତର ସମ୍ମାନ ରଖିଲେ, ପାକିସ୍ତାନ ସମ୍ମୁଖରେ ୨୬୭ ରନର ଟାର୍ଗେଟ

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ ୨୬୭ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ଅର୍ଦ୍ଧଶତକ ଯୋଗୁ ପ୍ରଥମେ ବ୍ୟାଟିଂ କରି ଭାରତ ୪୮.୫ ଓଭରାର ୨୬୬ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ପୁନର୍ବାର ଶାହୀନ ଆଫ୍ରିଦି…