Latest Odisha News

BREAKING NEWS

Browsing Category

ଖେଳ

ବିରାଟ କୋହଲି ପାସ କଲେ ୟୋ ୟୋ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ସପ୍ତାହଠାରୁ କମ ସମୟ ରହିଛି । ୩୦ ଅଗଷ୍ଟ ଏହି ମେଗା ଇଭେଂଟ ଆରମ୍ଭ ହେବ । ଏସିଆ କପ ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏକ ୬ ଦିନିକିଆ କ୍ୟାମ୍ପ ଆୟୋଜିତ ହୋଇଛି । ଏହି କ୍ୟାମ୍ପରେ ଖେଳାଳିଙ୍କ ଫିଟନେସ ଉପରେ…

ଭାରତୀୟ କୁସ୍ତି ସଂଘ ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ:ଭାରତର କ୍ରୀଡାପ୍ରେମୀଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ…

ଦିନିକିଆ ବିଶ୍ୱକପ : ୱାର୍ମଅପ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଅକ୍ଟୋବର ୫ରୁ ଆରମ୍ଭ ହେବ । ବୁଧବାର ଆଇସିସି ସମସ୍ତ ୧୦ଟି ଟିମ ପାଇଁ ୱାର୍ମଅପ କାର୍ଯ୍ୟସୂଚୀ ଘୋଷଣା କରିଛି । ଗୌହାଟୀ, ହାଇଦ୍ରାବାଦ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚଗୁଡିକ ଖେଳାଯିବ । ୨୫ ଅଗଷ୍ଟରୁ ୱାର୍ମଅପ ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ…

ଚେସ ବିଶ୍ୱକପ ଫାଇନାଲ: କାର୍ଲସେନ-ପ୍ରଜ୍ଞାନନନ୍ଦ ଦ୍ୱିତୀୟ ମ୍ୟାଚ ଡ୍ର, ଟାଇବ୍ରେକରରେ ହେବ ନିଷ୍ପତି

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପରେ ଭାରତର ଉଦୀୟମାନ ଖେଳାଳି ପ୍ରଜ୍ଞାନନନ୍ଦ ବିଶ୍ୱର ଏକ ନମ୍ବର ଖେଳାଳି ନରୱେର ମାଗ୍ନସ କାର୍ଲେସନଙ୍କ ବିପକ୍ଷରେ କଡା ମୁକାବିଲା ଜାରୀ ରଖିଛନ୍ତି । ବୁଧବାର ଅନୁଷ୍ଠିତ ଫାଇନାଲର ଦ୍ୱିତୀୟ ମ୍ୟାଚ ମଧ୍ୟ ଡ୍ର ରହିଛି । ୩୦ତମ ମୁଭ ପରେ ଉଭୟ ଖେଳାଳି ଡ୍ର ନେଇ…

ଚେସ ବିଶ୍ୱକପ ଫାଇନାଲ: ପ୍ରଜ୍ଞାନନନ୍ଦ-କାର୍ଲସେନ ପ୍ରଥମ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ ଭାରତର ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନନନ୍ଦ ଓ ନରୱେର ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନ ମଧ୍ୟରେ ଖେଳାଯାଉଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଦ୍ୱିତୀୟ ଗେମରେ ଯଦି ଫଳାଫଳ ନ ବାହାରେ ତେବେ ଟାଇବ୍ରେକରର…

ଶିଖରଙ୍କ ପାଇଁ ବନ୍ଦ ହୋଇଗଲା କି ଟିମ ଇଣ୍ଡିଆର ଦ୍ୱାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଗବର ଭାବେ ପରିଚିତ ଶିଖର ଧାୱନଙ୍କୁ ଏଥର ଏସିଆ କପ ଟିମରେ ଚୟନ କରାଯାଇ ନାହିଁ । ସମୀକ୍ଷକଙ୍କ ମତରେ ଧାୱନଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ଏକପ୍ରକାର ବନ୍ଦ ହୋଇଯାଇଛି । ନିକଟରେ ବାଂଲାଦେଶ ବିପକ୍ଷ ସିରିଜରେ ସେ ଭଲ ପ୍ରଦର୍ଶନ କରି ନ ପାରିବା ତାଙ୍କ ପାଇଁ…

ବିବାଦ ସୃଷ୍ଟି କଲା ରାହୁଲଙ୍କୁ ନେଇ ଅଗରକରଙ୍କ ବୟାନ

ମୁମ୍ବାଇ: ଏସିଆ କପ ୨୦୨୩ ପାଇଁ ଭାରତୀୟ କ୍ରିକେଟ ଦଳର ଚୟନ ହୋଇସାରିଛି । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ୧୭ଜଣିଆ ଦଳ ଚୟନ କରାଯାଇଛି । କେଏଲ ରାହୁଲ ଆଘାତ ସମସ୍ୟା ପରେ ଦଳକୁ ଫେରିଛନ୍ତି । ଅଗରକରଙ୍କ ବୟାନ ରାହୁଲ ସମ୍ପୂର୍ଣ୍ଣ ଫିଟ ହେବା ନେଇ ସଂଶୟ ସୃଷ୍ଟି କରିଛି ।…

ସିନସିନାଟି ମାଷ୍ଟର୍ସ ଟେନିସ: ଜିତିବା ପରେ ଟି ଶର୍ଟ ଚିରିଲେ ଜୋକୋଭିଜ, କାନ୍ଦିଲେ ଆଲକାରାଜ

ନୂଆଦିଲ୍ଲୀ:ସିନସିନାଟି ମାଷ୍ଟର୍ସ ଟେନିସ ଟାଇଟଲ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଜ ଜିତିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ୫-୭, ୭-୬ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଏଥିସହ ଜୋକୋଭିଚ ୱିମ୍ବେଲଡନ ଟେନିସ ପରାଜୟର ମଧୁର…

ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ କୋଟା ହାସଲ କଲେ ଅଖିଳ

ନୂଆଦିଲ୍ଲୀ: ଭାରତୀୟ ଶୁଟର ଅଖିଳ ଶ୍ୟାରାଣ ଆଗାମୀ ଅଲିମ୍ପିକ୍ସ ପାଇଁ ଭାରତ ପକ୍ଷରୁ ୧୧ତମ କୋଟା ହାସଲ କରିଛନ୍ତି । ବାକୁରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ସେ ପୁରୁଷ ୫୦ ମିଟର ଥ୍ରୀ ପୋଜିଶନ ଇଭେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ୫୦ ମିଟର ଥ୍ରୀ ପୋଜିଶନ ରାଇଫଲ…

ଏସିଆ କପ କ୍ରିକେଟ: ବୁମରାହ ହୋଇପାରନ୍ତି ଉପ ଅଧିନାୟକ, ବିଶ୍ୱକପକୁ ଆଖି ଆଗରେ ରଖି ହେବ ଦଳ ଚୟନ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ରିପୋର୍ଟ ମୁତାବକ ଯଶପ୍ରୀତ…