Latest Odisha News

BREAKING NEWS

Browsing Category

ଖେଳ

ନାଡା ପକ୍ଷରୁ ଭିନେଶଙ୍କୁ ନୋଟିସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରେସଲର ଭିନେଶ ଫୋଗଟଙ୍କୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଭିନେଶ ଦେଇଥିବା ଠିକଣାରେ ସେମାନେ ତାଙ୍କୁ ପାଇ ନ ଥିଲେ । ଏହା ବ୍ୟତୀତ ଫୋନରେ ମଧ୍ୟ ଉପଲବ୍ଧ ନ ହେବାରୁ ଏହି ନୋଟିସ ଦିଆଯାଇଛି । ଭିନେଶ ଏବେ ବୁଡାପେଷ୍ଟ…

ୱିମ୍ବେଲଡନ: ବୋପାନ୍ନା-ଏବଡେନ ସେମିରେ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ଉଜ୍ଜୀବୀତ କରିଛନ୍ତି । କ୍ୱାର୍ଟରରେ ସେମାନେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡଚ ଯୋଡୀ ଟାଲାନ…

ଅଶ୍ୱୀନଙ୍କ ନାମରେ ଆଉ ଏକ କୀର୍ତିମାନ, ଭାରତର ପ୍ରଥମ ବୋଲର ଭାବେ ବାପାଙ୍କ ପରେ ଆଉଟ କଲେ ପୁଅଙ୍କୁ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଉ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ବିପକ୍ଷ ଦଳର ବାପା ଏବଂ ପୁଅଙ୍କୁ ଆଉଟ…

ଦିନିକିଆ କ୍ରିକେଟକୁ ଦିଆ ଯାଉଛି କି ସ୍ଲୋ ପଏଜନ

ମୁମ୍ବାଇ: ମେରିଲବୋନ କ୍ରିକେଟ କ୍ଲବର ଏକ ପଦକ୍ଷେପ କ୍ରିକେଟ ସମୀକ୍ଷକଙ୍କୁ ଚିନ୍ତାରେ ପକାଇ ଦେଇଛି । ଏମସିସିର କେତେକ ନିଷ୍ପତି ପରୋକ୍ଷରେ ଦିନିକିଆ କ୍ରିକେଟ ପାଇଁ ସ୍ଲୋ ପଏଜନ ଭାବେ କାର୍ଯ୍ୟ କରିବ ବୋଲି ଆଶଙ୍କା କରାଯାଉଛି । ଏମସିିସି ଟେଷ୍ଟ କ୍ରିକେଟ ଓ ମହିଳା କ୍ରିକେଟ ପାଇଁ ଅତିରିକ୍ତ…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଲା ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ଚୟନ ଶିବିର

ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଂଟରରେ ଆର୍ଟିଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜିମ୍ନାଷ୍ଟିକ୍ସ ଫେଡେରେଶନ, ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ।…

ୱିମ୍ବେଲଡନ ଓପନ: କ୍ୱାର୍ଟରରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ ପ୍ରି କ୍ୱାର୍ଟରରେ ସେମାନେ ଆମେରିକାର ରିସେ ଷ୍ଟାଲଲଡ ଓ ନେଦରଲାଣ୍ଡର ଡେଭିଡ ପେଲଙ୍କୁ ୭-୫, ୪-୬, ୭-୬ ସେଟରେ ପରାସ୍ତ…

ଗ୍ରାମୀଣ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ବଡ଼ବିଲରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସ ଉଦଘାଟିତ

ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କେନ୍ଦୁଝର ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସର ଉଦଘାଟନ କରିଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ୍ ଦ୍ୱାରା…

ବାପା ପରେ ଏବେ ପୁଅ ସହ ଖେଳିବେ କୋହଲି

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଭାରତ ପକ୍ଷରୁ ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବାପା ଜ୍ୟେଫ ମାର୍ଶ ଏବଂ ପରେ ପୁଅ ଶନ ମାର୍ଶଙ୍କ ସହ ଖେଳିଥିଲେ । ଏବେ କୋହଲି ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । ୩୪ ବର୍ଷୀୟ…

ୱିମ୍ବେଲଡନ: ତୃତୀୟ ରାଉଣ୍ଡରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ୪୩ ବର୍ଷୀୟ ରୋହନ ବୋପାନ୍ନା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ଡବଲ୍ସରେ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସୋମବାର ଦ୍ୱିତୀୟ ରାଉଣ୍ଡରେ ସେମାନେ ବ୍ରିଟେନର ୱାଇଲ୍ଡ…

ଦିନିକିଆ ବିଶ୍ୱକପ କ୍ରିକେଟ: ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରିବା ପାଇଁ ଜିଦ ଧରିଲାଣି ପାକିସ୍ତାନ

ଲାହୋର: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରାଇବା ପାଇଁ ଜିଦ ଧରିଛି । ଆସନ୍ତା ସପ୍ତାହରେ ଡର୍ବାନରେ ହେବାକୁ ଥିବା ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ପାକିସ୍ତାନ…