Latest Odisha News

BREAKING NEWS

Browsing Category

ଖେଳ

ମହିଳା ପ୍ରିମିୟର ଲିଗ ୨୦୨୪: ୫ ଟିମ ୬୦ ଖେଳାଳିଙ୍କୁ ଦଳରେ ରଖିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ମହିଳା ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୫ଟି ଟିମ ୨୧ ବିଦେଶୀ ଖେଳାଳିଙ୍କ ସମେତ ୬୦ଜଣଙ୍କୁ ଦଳରେ ବଜାୟ ରଖିଛନ୍ତି । ୨୯ ଖେଳାଳିଙ୍କୁ ଓଭରାଲ ରିଲିଜ କରାଯାଇଛି । ଆସନ୍ତୁ ନଜର ପକାଇବା କେଉଁ ଟିମ କାହାକୁ…

ଦିନିକିଆ କ୍ରିକେଟ ବିଶ୍ୱକପ: ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ଚେନ୍ନାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଏଥିସହ କିୱି ଟିମ ପଂଏଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି…

ଅନଲାଇନ ଗେମିଂରେ ଏକ ନମ୍ବରରେ ୟୁପି, ବିଶ୍ୱକପ ସିଜନରେ ୧୭୦୦ କୋଟି ଲାଗିଛି ବାଜିରେ

ଲକ୍ଷ୍ନୌ: ଅନଲାଇନ ଗେମିଂ ଏବଂ ଏହା ମାଧ୍ୟମରେ ହେଉଥିବା ଆୟରେ ଉତରପ୍ରଦେଶ ଭାରତରେ ଏକ ନମ୍ବର ରାଜ୍ୟ ପାଲଟି ଯାଇଛି । ଅକ୍ଟୋବରରେ ଅନଲାଇନ ଗେମିଂରେ ରାଜ୍ୟରେ ୨୮ ପ୍ରତିଶତ ଜିଏସଟି ଲଗା ଯାଇଛି । ଚଳିତ ବର୍ଷ ଓଭରାଲ ୬୦୦୦ କୋଟି ଟଙ୍କା ବାଜିରେ ଲାଗିଛି । ଚଳିତ ବିଶ୍ୱକପ ସିଜନରେ ୧୮୦୦ କୋଟି…

ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ଭାରତ ପ୍ରସ୍ତୁତ କରିପାରେ ନୂତନ ରଣନୀତି

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଭାରତ ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । କ୍ରମାଗତ ୩ଟି ମ୍ୟାଚରେ ଭାରତ ବିଜୟୀ ହୋଇ ଭଲ ସ୍ଥିତିରେ ରହିଛି । ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବା ପରେ ଏବେ ବାଂଲାଦେଶ ବିପକ୍ଷ ମୁକାବିଲା ପାଇଁ ଟିମ ଇଣ୍ଡିଆ…

ବିଶ୍ୱକପରେ ବିପର୍ଯ୍ୟୟ ନମ୍ବର ୨: ନେଦରଲାଣ୍ଡଠାରୁ ହାରିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟରେ ଆଉ ଏକ ବିପର୍ଯ୍ୟୟ ଘଟିଛି । ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୪୩ ଓଭରରେ ୮ ୱିକେଟ ବିନିମୟରେ ୨୪୫ ରନ କରିଥିଲା । ବର୍ଷା ଯୋଗୁ ୫୦ ଓଭର ବଦଳରେ ୪୩ ଓଭର ଖେଳା ଯାଇଥିଲା । ପ୍ରାରମ୍ଭିକ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ବର: ଆଜି ଉଦଯାପିତ ହୋଇଛି ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣରେ ୨ ଦିନ ଧରି ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀର ଏସସିଏସ କଲେଜ ଭୁବନେଶ୍ୱରର ଦେବରାୟ କଲେଜକୁ ୨-୦…

ଜାଭେଲିନ୍ ତାରକା କିଶୋରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି କହିବା ସହ…

ଅଷ୍ଟ୍ରେଲିଆ ବିପକ୍ଷ ମୁକବିଲା ପୂର୍ବରୁ ପାକିସ୍ତାନକୁ ଘାରିଲା ଆଉ ଏକ ସଙ୍କଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିକଟରୁ ଶୋଚନୀୟ ଭାବେ ହାରିଥିବା ପାକିସ୍ତାନ ଟିମକୁ ଆଉ ଏକ ସଙ୍କଟ ଘାରିଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଦଳର ଅଧିକାଂଶ ଖେଳାଳି ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ମଙ୍ଗଳବାର ପାକିସ୍ତାନ ଟିମ ଅଭ୍ୟାସ…

ଟି୨୦: ଯୁବରାଜ ସିଂଙ୍କ ରେକର୍ଡ ଭଙ୍ଗ କଲେ ଆଶୁତୋଷ

ରାଂଚୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଶୁତୋଷ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ରେଲୱେ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରେ ଅର୍ଦ୍ଧଶତକ ହାସଲ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ୪ ବଲରେ ୩ ୱିକେଟ ନେଇ କମାଲ କଲେ ଅର୍ଜୁନ ତେନ୍ଦୁଲକର

ରାଂଚୀ: ଅର୍ଜୁନ ତେନ୍ଦୁଲକର ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ କମାଲ କରିଛନ୍ତି । ଗୋଆ ପକ୍ଷରୁ ଖେଳୁଥିବା ଅର୍ଜୁନ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୪ଟି ବଲରେ ୩ଟି ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ ମାଷ୍ଟର ବ୍ଲାଷ୍ଟର ଭାବେ…