Latest Odisha News

BREAKING NEWS

Browsing Category

ଖେଳ

ରଚୀନଙ୍କ ନାମ ସହ ସଚିନ-ଡ୍ରାଭିଡଙ୍କ କିଛି ସମ୍ପର୍କ ନାହିଁ, ଏହା ଏକ ସଂଯୋଗ

ମୁମ୍ବାଇ: ନ୍ୟୁଜିଲାଣ୍ଡର ଉଦୀୟମାନ ତାରକା ରଚୀନ ରବୀନ୍ଦ୍ର ଏବେ ଚଳିତ ବିଶ୍ୱକପ କ୍ରିକେଟରେ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି । ପ୍ରଥମେ ନାମ ଏବଂ ପରେ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମଙ୍ଗଳବାର ରଚୀନଙ୍କ ବାପା ରବି କ୍ରିଷ୍ଣାମୂର୍ତି ଏକ ବଡ ଭ୍ରମ ଦୂର କରିଛନ୍ତି…

ସଚିନଙ୍କ ସହ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଉପଭୋଗ କରିପାରନ୍ତି ମହାନ ଫୁଟବଲର ବେକହାମ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପଭୋଗ କରିବେ । ରିପୋର୍ଟ ମୁତାବକ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ…

ସେମିଫାଇନାଲ ପୂର୍ବରୁ ପିଚ ଅନୁଧ୍ୟାନ କଲେ କୋଚ ଡ୍ରାଭିଡ

ମୁମ୍ବାଇ: ବିଶ୍ୱକପ ଦିନିକିଆ କ୍ରିକେଟରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ସେମିରୁ ବିଦାୟ ନେଇଥିଲେ । ଏହାର ମଧୂର ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରହିବ । ମୁମ୍ବାଇରେ ପଂହଚିବା ପରେ କୋଚ ରାହୁଲ ଡ୍ରାଭିଡ,…

ଆଇସିସି ହଲ ଅଫ ଫେମରେ ଭାରତର ସେହ୍ୱାଗ, ଏଲଡୁଜି

ନୂଆଦିଲ୍ଲୀ: କ୍ରିକେଟ ଇତିହାସର ୩ଜଣ ମହାନ ଖେଳାଳିଙ୍କୁ ସୋମବାର ଆଇସିସି ହଲ ଅଫ ଫେମରେ ସାମିଲ କରିଛି । ଏହି ୩ଜଣ ହେଲେ ଭାରତର ବୀରେନ୍ଦ୍ର ସେହ୍ୱାଗ, ଡାଏନା ଏଲଡୁଜି ଓ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭା । ଆଧୂନିକ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ସେହ୍ୱାଗ ତାଙ୍କ…

ପାର୍ଟ ଟାଇମ ବୋଲର ଭାରତୀୟ ରଣନୀତିର ଅଂଶବିଶେଷ

ମୁମ୍ବାଇ: ଦିନିକିଆ ବିଶ୍ୱକପରେ ଭାରତ ତାର ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ୯ ବୋଲରଙ୍କୁ ବୋଲିଂ କରାଇଥିଲେ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ସୋମବାର ଏହାର ଖୁଲାସା ବୋଲିଂ ପାରସ ମାହାମ୍ବ୍ରେ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଏହା ଭାରତୀୟ ରଣନୀତିର…

ରୋହିତଙ୍କ ଛକା, ଚୌକାକୁ ନେଇ ପାକିସ୍ତାନ ଟିଭିରେ ବଡ଼ ବିତର୍କ

ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ବିପକ୍ଷରେ ବିଶ୍ୱକପରେ ଭାରତର ଦମଦାର ବିଜୟ କେବଳ ନିଜର ଆଧିପତ୍ୟକୁ ସୁଦୃଢ଼ କରିନି, ବରଂ ପାକିସ୍ତାନର କିଛି କ୍ରିକେଟ୍ କିମ୍ବଦନ୍ତୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛି। ପାକିସ୍ତାନର ସ୍ପୋର୍ଟସ ଚ୍ୟାନେଲ ASportsରେ ଏକ ବିତର୍କ ସମୟରେ, ପାକିସ୍ତାନର ପୂର୍ବତନ ଅଧିନାୟକ…

ଦିନିକିଆ ବିଶ୍ୱକପରେ ଭାରତର ସେମିଫାଇନାଲ ଯାତ୍ରା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଓଭରାଲ ୭ମ ଥର ପାଇଁ ଟିମଇଣ୍ଡିଆ ସେମିକୁ ଉନ୍ନୀତ ହୋଇଛି । ଏହା ମଧ୍ୟରୁ ୩ଥର ବିଜୟ ସହ ଫାଇନାଲରେ ପ୍ରବେଶ କରିଥିବା ବେଳେ ୨ ଥର ଚାମ୍ପିୟନ ହୋଇଛି । ୧୯୮୩ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ…

ୱାଙ୍ଖେଡରେ ଭାରତ ଜିତିନି ସେମିଫାଇନାଲ ମୁକାବିଲା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏହା ଭାରତ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆ ଏଠାରେ କେବେ ହେଲେ ସେମିଫାଇନାଲ ମୁକାବିଲା ଜିତିନି । ଅବଶ୍ୟ ଏହି ଷ୍ଟାଡିୟମରେ ଭାରତ ୨୦୧୧ରେ…

ଛକାରେ ୱେଷ୍ଟଇଣ୍ଡିଜ ରେକର୍ଡ ଭାଙ୍ଗିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ୧୬୦ ରନରେ ପରାସ୍ତ କରିଛି । ଏଥିସହ ଅପରାଜେୟ ଭାବେ ଭାରତ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ୧୫ ନଭେମ୍ବରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ମୁମ୍ବାଇରେ ଖେଳାଯିବ । ଏହି ଅବସରରେ ଭାରତ…

ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ: ଇଂଲଣ୍ଡ ଟିମରୁ ବାଦ ପଡିଲେ ୯ ଖେଳାଳି

ଲଣ୍ଡନ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହୋଇପାରିଥିଲା । ଇସିବି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି । ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୯ଜଣଙ୍କୁ ବାଦ ଦିଆଯାଇଛି ।…