Latest Odisha News

BREAKING NEWS

Browsing Category

ଖେଳ

ଗୋଟିଏ ଦିନରେ ପଡିଲା ୨୩ ୱିକେଟ, ଭାରତ ଏବେ ବି ୩୬ ରନରେ ଅଗ୍ରଣୀ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୬ ରନରେ ଅଗ୍ରଣୀ ରହିଛି । ଗୋଟିଏ ଦିନରେ ୨୩ଟି ୱିକେଟର ପତନ ଘଟିଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫୫ରନ କରି ଅଲଆଉଟ ହୋଇ ଯାଇଥିଲା ।…

ଭାରତୀୟ ଇନିଂସର ନାଟକୀୟ ପତନ: ୧୧ ବଲ, ୦ରନ, ୬ ୱିକେଟ

କେପଟାଉନ: ଚଳିତ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନାଟକୀୟ ଢ଼ଙ୍ଗରେ ୱିକେଟ ପତନ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ୨୦ଟି ୱିକେଟର ପତନ ହୋଇସାରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୫୫ ରନରେ…

ରାମ ଭଜନ ବାଜିବା ମାତ୍ରେ ନାଚିଲେ କୋହଲି

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ବିରାଟ କୋହଲି ରାମ ସିୟା ରାମ ଭଜନରେ ନାଚୁଥିବା ଦେଖିବାକୁ ମିଳିଥିଲା । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ ବାତାବରଣ ନେଇ ସାରା ଦେଶ ଝୁମି ଉଠିଛି । କୋହଲି ବି ଏଥିରୁ ବାଦ…

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଟେଷ୍ଟରେ ସର୍ବନିମ୍ନ ସ୍କୋର: ସିରାଜଙ୍କ ଘାତକ ବୋଲିଂରେ ୫୫ରେ ଅଲଆଉଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ପେସ ବୋଲିଂ ବାହିନୀ ଘାତକ ବୋଲିଂ କରିଛନ୍ତି । ମହମ୍ମଦ ସିରାଜଙ୍କ ୬ ୱିକେଟ ବଳରେ ଟିମ ଇଣ୍ଡିଆ ୫୫ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରି ଦେଇଛି । ଯଶପ୍ରୀତ ବୁମରାହ ଓ ମୁକେଶ କୁମାର ୨ଟି ଲେଖାଁଏ ୱିକେଟ ନେଇଥିଲେ ।…

ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିବା ପାଇଁ ରୋହିତ, କୋହଲି ଆଗ୍ରହୀ

କେପଟାଉନ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି । ଏବେ ସମସ୍ତଙ୍କ ନଜର ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ଉପରେ ରହିଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ବିଶ୍ୱକପରେ ଖେଳିବେ କି ନାହିଁ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏକ…

ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଦୀପା, ପ୍ରଣତୀ, ରାକେଶଙ୍କ ଉପରେ…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିବା ପରେ ଏବେ ସିନିୟର ଜାତୀୟ ଚାମ୍ପିୟନଶିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶାର…

୨୦୨୪ରେ କୋହଲି ଭାଙ୍ଗି ପାରନ୍ତି ଏହି ସବୁ ରେକର୍ଡ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ଚାଲିଛନ୍ତି । ୨୦୨୪ରେ କୋହଲି ଅନେକଗୁଡିଏ ରେକର୍ଡ ଭାଙ୍ଗି ପାରନ୍ତି । ଏହା ମଧ୍ୟରେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ହାସଲ ଆଗରେ ରହିଛି । ସେ ୨୯୨ ମ୍ୟାଚରେ…

ବୋଲିଂ କରୁଥିବା ବେଳେ ହୃଦଘାତ, କ୍ରିକେଟର ଇନ୍ଦଲ ସିଂହ ଯାଦବଙ୍କ ମୃତ୍ୟୁ

ଭୋପାଳ: ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ନିଜ ଗାଁରେ ଏକ ସ୍ଥାନୀୟ ମ୍ୟାଚ୍ ରେ ଭାଗ ନେଉଥିବା ବେଳେ ହୃଦଘାତରେ ୨୨ ବର୍ଷୀୟ ପ୍ରତିଭାବାନ କ୍ରିକେଟର ଇନ୍ଦଲ ସିଂହ ଯାଦବ ବଞ୍ଜାରାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ରିକେଟପ୍ରେମୀ ସ୍ବବ୍ଧ ହୋଇଯାଇଛନ୍ତି। ମଧ୍ୟପ୍ରଦେଶର ଖଡ଼ଗୱାନ…

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ନୂଆ ବର୍ଷର ପ୍ରଥମ ଦିନ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ବିଦାୟକାଳୀନ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଏହି ଘୋଷଣା କରିଛନ୍ତି । ଆଗକୁ ମୁଁ ମୋ…

ଚର୍ଚ୍ଚାରେ ଶୁଭମନ ରଖିଥିବା ୨୦୨୩ ପାଇଁ ଟାର୍ଗେଟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ଶୁଭମନ ଗିଲଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ୩୧ ଡିସେମ୍ବର ୨୦୨୨ରେ ତାଙ୍କର ଆଗାମୀ ବର୍ଷ ପାଇଁ କଣ ଟାର୍ଗେଟ ଥିଲା ତାହା ସେ ଶେୟାର କରିଛନ୍ତି । ଏହି ହାତ ଲେଖା ଫଟୋଟିରେ ସେ ରଖିଥିବା ଲକ୍ଷ୍ୟ ପ୍ରାୟତଃ ହାସଲ କରିଥିଲେ । ଭାରତୀୟ…