Latest Odisha News

BREAKING NEWS

Browsing Category

ଖେଳ

ଦିନିକିଆ ବିଶ୍ୱକପ କ୍ରିକେଟ: କୋହଲି, ରାହୁଲ ଭାରତକୁ ଜିତାଇଲେ

ମାଡ୍ରାସ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଲୋ ସ୍କୋରିଂ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଲକ୍ଷ୍ୟ ରଖିଥିଲା । ମାତ୍ର ଭାରତୀୟ ଇନିଂସର ଆରମ୍ଭ ନାଟକୀୟ ଢଙ୍ଗରେ…

ଶେଷ ହେଲା ହାଙ୍ଗଝୋଉ ଏସିଆନ ଗେମ୍ସ, ଏଥର ନାଗୋୟାରେ ଭେଟ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସ ୨୦୨୨ ଆଜି ବିଧିବଦ୍ଧ ଭାବେ ଶେଷ ହୋଇଛି । ଅଲିମ୍ପିକ ସ୍ପୋର୍ଟ୍ସ ସେଂଟର ଷ୍ଟାଡିୟମରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ୭୨ ବର୍ଷ ଏସିଆନ ଗେମ୍ସ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୧୯ତମ ସଂସ୍କରଣରେ ଭାରତ ପ୍ରଥମ ଥର…

ଭାରତୀୟ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଧରାଶାୟୀ

ଚେନ୍ନାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାରୀ ଭାରତ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଟାର୍ଗେଟ ରଖିଛି । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ରନ…

ଓଡିଶା ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସଙ୍କ ପାଇଁ ୫୦ ଲକ୍ଷ ଟଙ୍କାର…

ଏହି ସମୀକରଣଗୁଡିକ ଭାରତ ବିଶ୍ୱକପ ଜିତିବ ବୋଲି ସୂଚାଉଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିବା ବୋଲି ଆଶା କରାଯାଉଛି । କେତେଗୁଡିଏ ସମୀକରଣ ମଧ୍ୟ ଟିମ ଇଣ୍ଡିଆ ସପକ୍ଷରେ ଯାଉଛି । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଥିବା ଟିମ…

ଆଜି ମଧ୍ୟାହ୍ନରୁ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ ପାଇଁ ଟିକେଟ୍ ବିକ୍ରି

ମୁମ୍ବାଇ: ଚଳିତ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମହାମୁକାବିଲାକୁ ନେଇ ଯେଉଁ ଉତ୍ସାହ ସୃଷ୍ଟି ହୋଇଛି, ତାହା ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଏବେ ଏହି ପ୍ରତିଯୋଗିତା ପାଇଁ ୧୪ ହଜାର ଟିକେଟ୍ ଜାରି କରିବାକୁ ବିସିସିଆଇକୁ ବାଧ୍ୟ କରିଛି। ଅହମ୍ମଦାବାଦରେ…

ବିଶ୍ୱକପ ୨୦୨୩: ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋର ଚେଜ କରିବାରେ ବିଫଳ ହେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋରକୁ ଚେଜ କରିବାରେ ଶ୍ରୀଲଙ୍କା ବିଫଳ ହୋଇଛି । ୪୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅବଶ୍ୟ…

ଏସିଆନ ଗେମ୍ସ: ଭାରତୀୟ କ୍ରୀଡା ପାଇଁ ସ୍ୱର୍ଣ୍ଣିମ ଶତକ…ଏହା କେବଳ ଆରମ୍ଭ

ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି । ଇସ ବାର ୧୦୦ ପାର ଟାର୍ଗେଟକୁ ସହଜରେ ହାସଲ କରି ନେଇ ସେମାନେ ଭାରତର ମାନ ବଢ଼ାଇଛନ୍ତି । ପ୍ରଥମ ଥର ପାଇଁ ଭାରତ ଏହି ମ୍ୟାଜିକ ନମ୍ବର ଛୁଇଁଛି । ଓଭରାଲ ଏହି ମ୍ୟାଜିକ ଫିଗର ଏ ପର୍ଯ୍ୟନ୍ତ ୪ଟି ଦେଶ ଛୁଇଁ…

ବିଶ୍ୱକପ ୨୦୨୩: ଶ୍ରୀଲଙ୍କା ବିପକ୍ଷରେ ରେକର୍ଡର ଲମ୍ବା ଲାଇନ ଲଗାଇ ଦେଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଐତିହାସିକ ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରେକର୍ଡର ଲମ୍ବା ଲାଇନ ଲଗାଇ ଦେଇଛି । ୫୦ ଓଭରରେ ୫ ୱିକେଟ ହରାଇ ଦକ୍ଷିଣ…

ଏସିଆନ ଗେମ୍ସ: ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ହାଙ୍ଗଝୋଉ ଏସିଆନ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥର ଭାରତୀୟ ଟିମ ଦେଶ ପାଇଁ ସର୍ବାଧିକ ୧୦୭ ପଦକ ଜିତି ଇତିହାସ ରଚିଛନ୍ତି । ସମ୍ପୂର୍ଣ୍ଣ ଦେଶ ଏ ନେଇ ଗୌରବନ୍ୱିତ ହୋଇ ଉଠିଛନ୍ତି । ଓଭରାଲ ଭାରତ ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ଜିତିଛି । ପ୍ରଥମ ଦିନ…