Latest Odisha News

BREAKING NEWS

Browsing Category

ଖେଳ

ICC ପ୍ରମୋରେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ, ସାରା ବିଶ୍ୱ ଦେଖିଲା ତାଙ୍କ ଟାଟୁ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା l ଓଡ଼ିଶାରେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ପରିଚିତ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ପ୍ରିୟ ଖେଳାଳି ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ପିଣ୍ଟୁ ଏହି ଟାଟୁ ଜରିଆରେ ଏବେ ICC…

ଫିଫା ର‌୍ୟାଙ୍କିଙ୍ଗ : ୯୯ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଫିଫା ର‌୍ୟାଙ୍କିଙ୍ଗରେ ସୁନୀଲ ଛେତ୍ରୀ ନେତୃତ୍ୱାଧୀନ ଭାରତୀୟ ଦଳ ୯୯ତମ ସ୍ଥାନରେ ରହିଛି । ୨୦୧୮ ପରଠାରୁ ପ୍ରଥମ ଥର ଭାରତ ୧୦୦ ର‌୍ୟାଙ୍କରୁ ଉପରକୁ ଉଠିଛି । କ୍ରୋଏସିଆର କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳର ପ୍ରଦର୍ଶନରେ ସୁଧାର ଘଟିଛି । ନିକଟରେ ଭୁବନେଶ୍ୱରରେ…

୨ ବର୍ଷରେ ରୋହିତଙ୍କ ହୋଇଛି ୬ଥର ଡୋପ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ୨ ବର୍ଷରେ ସର୍ବାଧିକ ୬ଥର ଡୋପ ଟେଷ୍ଟ ହୋଇଛି । ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଓ ୟୁଏଇରେ ତାଙ୍କର ଏହି ଟେଷ୍ଟ କରାଯାଇଛି । ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ୱର ପୂଜାରାଙ୍କ ସମେତ ୭ ଜଣ ଖେଳାଳିଙ୍କ ଥରେ ଲେଖାଁଏ…

ଲୋକପ୍ରିୟ ହେଉଛି ୱାକିଂ ଫୁଟବଲ

ଲଣ୍ଡନ: ଫୁଟବଲ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ଖେଳ ଭାବେ ପରିଗଣିତ । ତେବେ ଏହା ସମସ୍ତଙ୍କ ପକ୍ଷେ ଖେଳିବା ସମ୍ଭବପର ନୁହେଁ । ଲଣ୍ଡନରେ ଫୁଟବଲକ ୁ ପସନ୍ଦ କରୁଥିବା କେତେକ ବ୍ୟକ୍ତି ୱାକିଂ ଫୁଟବଲର ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହା ବେଶ ଲୋକପ୍ରିୟ ହେବାରେ ଲାଗିଛି । ୨୦୧୧ରୁ…

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଶତକୀୟ ଟେଷ୍ଟ, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଶତକୀୟ ଟେଷ୍ଟ ମୁକାବିଲା । ପୋର୍ଟ ଅଫ ସ୍ପେନରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଚଳିତ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ମୁକାବିଲା। ପ୍ରଥମ ଟେଷ୍ଟରେ ବିଜୟ ସହ ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ତେବେ ପ୍ରଥମ…

ଦ୍ୱିତୀୟ ପେସ ବୋଲର ଭାବେ ୬୦୦ ଟେଷ୍ଟ ୱିକେଟ ହାସଲ କଲେ ବ୍ରଡ

ଲଣ୍ଡନ: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ପେସ ବୋଲର ଷ୍ଟୁଆର୍ଟ ବ୍ରଡ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଦ୍ୱିତୀୟ ପେସ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ ହାସଲ କରିଛନ୍ତି । ୧୧୬ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜେମ୍ସ…

ଏମର୍ଜିଂ ଏସିଆ କପ କ୍ରିକେଟ: ସାଇ ସୁଦର୍ଶନଙ୍କ ଶତକ, ପାକିସ୍ତାନ ଏ ବିପକ୍ଷରେ ଭାରତ ଏର ସହଜ ବିଜୟ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଭାରତ ଏ ୮ ୱିକେଟରେ ପାକିସ୍ତାନ ଏକୁ ପରାସ୍ତ କରିଛି । ଗ୍ରୁପ ବିର ଶୀର୍ଷ ସ୍ଥାନରେ ରହିଥିବା ଭାରତ ସେମିଫାଇନାଲରେ ବାଂଲାଦେଶ ଏକୁ ଭେଟିବ । ୨୧ରେ ୨ଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିରେ…

ଏସିଆ କପ କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟ ବୋର୍ଡ ଓ ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ବୁଧବାର ଆଗାମୀ ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୨ ସେପ୍ଟମ୍ବରରେ କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । ୪ରେ ଏଠାରେ ନେପାଳକୁ ଭେଟିବ ଭାରତ । ଭାରତୀୟ ଟିମ…

ଏସିଆ କପ: ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଏସପିଏନ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ନୂତନ କାର୍ଯ୍ୟସୂଚୀ ଏସିସିକୁ ପଠେଇ ଦେଇଛି । ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର କାଣ୍ଡିରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ…

୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି । ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରିଥିବା ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ଏହି ମ୍ୟାଚ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚ ହେବ । ସଚିନ…