Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ରେକର୍ଡ କଲେ ଭାରତୀୟ ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ ରଂକିରେଡ୍ଡୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ସବୁଠାରୁ ଦ୍ରୁତ ସ୍ମାଶ ହିଟ ମାରିବାରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ୫୬୫ କିଲୋମିଟର ପ୍ରତି ଘଂଟାରେ ସେ ଏହି ଶଟ ମାରିଥିଲେ । ଏହା ପୂର୍ବରୁ…

ଭିନେଶ, ବଜରଙ୍ଗଙ୍କୁ ଆଶ୍ୱସ୍ତି: ଏସିଆନ ଗେମ୍ସ ଟ୍ରାଏଲରେ ଭାଗ ନେବେନି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୀର୍ଘ ଦିନ ଧରି ପ୍ରଦର୍ଶନ କରିଥିବା ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଏହି ଦୁଇ ରେସଲରଙ୍କୁ ଏସିଆନ ଗେମ୍ସ ଟ୍ରାଏଲରେ ଭାଗ ନେବାକୁ ପଡିବ ନାହିଁ । ଭାରତୀୟ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କଲା ଭିକ୍ଟୋରିଆ

ମେଲବୋର୍ଣ୍ଣ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ନେଇ ସଙ୍କଟ ଦେଖା ଦେଇଛି । ଏହାର ବଜେଟ ବଢ଼ିବା ଯୋଗୁ ଭିକ୍ଟୋରିଆ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଛି । ମେଲବୋର୍ଣ୍ଣ, ଜିଲଙ୍ଗ, ବେଲାର୍ଟ ଓ ଜିପ୍ସଲ୍ୟାଣ୍ଡରେ ଏହା ଆୟୋଜିତ ହେବାକୁ ଥିଲା । ଯେତେବେଳେ ଆମକୁ ଏହାର ଆୟୋଜନ ଅଧିକାର…

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସବୁ ଦର ହୁହୁ ହୋଇ ବଢ଼ୁଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପର ୨୦୨୩ ସଂସ୍କରଣ ଚଳିତ ବର୍ଷ ଆୟୋଜିତ ହେବ । ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ ଦେଖିବା ପାଇଁ ଏବେଠାରୁ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୧୪ ଅକ୍ଟୋବରରୁ ୧୬ ପର୍ଯ୍ୟନ୍ତ ଅହମ୍ମଦାବାଦ ଯାଉଥିବା…

ଆୟର୍ଲାଣ୍ଡ ଗସ୍ତରେ କୋଚ ହେବେ ଲକ୍ଷ୍ମଣ, ଡ୍ରାଭିଡଙ୍କୁ ବିଶ୍ରାମ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କୁ ଅଗାମୀ ଆୟର୍ଲାଣ୍ଡ ଗସ୍ତ ପାଇଁ ବିଶ୍ରାମ ଦିଆଯିବ । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ଏହି ଦାୟିତ୍ୱ ତୁଲାଇବେ । ଏହି ଗସ୍ତ ପାଇଁ ବ୍ୟାଟିଂ ଓ ବୋଲିଂ କୋଚ ମଧ୍ୟ ଯିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ୩ମ୍ୟାଚ ବିଶିଷ୍ଟ…

ସ୍ପେନ ସେନସେଶନ ଆଲକାରାଜ ସାଜିଲେ ନୂତନ ଜେନେରେଶନର ଷ୍ଟାର

ଲଣ୍ଡନ: ଫିଟନେସ, ଫର୍ମ, ଦକ୍ଷତା ଓ ସ୍ପିଡ ଆଗରେ ହାର ମାନିଲା ଅଭିଜ୍ଞତା । ୱିମ୍ବେଲଡନ ଟେନିସ ଫାଇନାଲରେ ସ୍ପେନର କାର୍ଲୋସ ଆଲକାରଜର ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ଏହା ପ୍ରମାଣିତ କରିଛନ୍ତି । ଜୋକୋଭିଚଙ୍କ ସମତେ ସାରା ଷ୍ଟାଡିୟମ ତାଙ୍କ ପ୍ରଦର୍ଶନରେ ଆଶ୍ଚର୍ଯ୍ୟଚକିତ ହୋଇ…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ୨୭ ପଦକ ସହ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ୨୭ ପଦକ ସହ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଏଥିରେ ୬ ସ୍ୱର୍ଣ୍ଣ ପଦକ ସାମିଲ । ଅନ୍ତିମ ଦିବସରେ ଭାରତୀୟ ଆଥଲେଟ ୯ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ଜିତିଥିଲେ । ୮୦୦ ମିଟର ଦୌଡର ପୁରୁଷ…

ଏସିଆ କପ ପୂର୍ବରୁ ଦଳରେ ସାମିଲ ହୋଇପାରନ୍ତି ବୁମରାହ, ଶ୍ରେୟାଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦିନିକିଆ ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଘରୋଇ ପରିବେଶରେ ବିଶ୍ୱକପ ଖେଳିବା ପୂର୍ବରୁ ଭାରତ ଏସିଆ କପରେ ଅଂଶଗ୍ରହଣ କରିବ । ରିପୋର୍ଟ ମୁତାବକ ଆଘାତପ୍ରାପ୍ତ ଷ୍ଟାର ଖେଳାଳି ଯଶପ୍ରୀତ ବୁମରାହ, ଶ୍ରେୟାଶ ଆୟାର ଓ ରିଷଭ…

୧୧ ବର୍ଷ ପରେ ଦୁଲୀପ ଟ୍ରଫି ଜିତିଲା ଦକ୍ଷିଣାଂଚଳ ଟିମ

ବାଙ୍ଗାଲୋର: ୧୦ ବର୍ଷ ପରେ ଦକ୍ଷିଣାଂଚଳ ଦୁଲୀପ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ଦକ୍ଷିଣାଂଚଳ ୭୫ ରନରେ ପଶ୍ଚିମାଂଚଳକୁ ପରାସ୍ତ କରିଛି । ଏହା ପୂର୍ବରୁ ୨୦୧୨ରେ ଉତରାଂଚଳ ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ଦକ୍ଷିଣାଂଚଳ ଓଭରାଲ ୧୪ ଥର ଏହି ଟାଇଟଲ ହାସଲ…

ଏସିଆନ ଗେମ୍ସ: କ୍ରିକେଟରେ ଭାରତୀୟ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲରୁ ଖେଳିବ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସରେ ଏଥର କ୍ରିକେଟକୁ ସାମିଲ କରାଯାଇଛି । ଏ ନେଇ ବିସିସିଆଇ ଉଭୟ ପୁରୁଷ ଓ ମହିଳା ଟିମ ଘୋଷଣା କରି ସାରିଛି । ଚୀନର ହାଙ୍ଗଝୋଉରେ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର‌୍ୟ୍ୟନ୍ତ ଏସିଆନ ଗେମ୍ସ ଆୟୋଜିତ ହେବ । ସେପ୍ଟମ୍ବର ୧୯ରୁ ମହିଳା ଓ ୨୮ରୁ ପୁରୁଷ କ୍ରିକେଟ…