Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ: ଏକାଧିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ଦ୍ୱିତିୟୀ ପାଳି ଖେଳି ଏକାଧିକ ରେକର୍ଡ କରି ବିରାଟ କୋହଲି। ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ ବି ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରୁଛନ୍ତି। ୪୪୪…

ସତରେ ଗିଲ ଆଉଟ ଥିଲେ !

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସଂଘର୍ଷ ଜାରି ରଖିଛି । ତେବେ ଏହି ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତି ନେଇ ଭାରତୀୟ କ୍ରିକେଟପ୍ରେମୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଲାଗୁଛି ସତେ ଯେପରି ଭାରତକୁ ହରାଇବା ପାଇଁ ଏ ଭଳି ଯୋଜନା ଚାଲିଛି । ଏହା…

ତୃତୀୟ ଥର ପାଇଁ ଫ୍ରେଂଚ ଓପନ ଟାଇଟଲ ହାସଲ କଲେ ଇଗା ସ୍ୱିଟେକ

ପ୍ୟାରିସ: ପୋଲାଣ୍ଡର ଇଗା ସ୍ୱିଟେକା କ୍ୟାରିୟରରେ ତୃତୀୟ ଥର ପାଇଁ ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲରେ ଇଗା ଚେକ ରିପବ୍ଲିକର ୪୩ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ମୁଚୋଭାଙ୍କୁ ୬-୨, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ । ୨୨ ବର୍ଷୀୟା…

ଦାବୀ ପୂରଣ ନ ହେଲେ ଏସିଆନ ଗେମ୍ସକୁ ବୟକଟ କରିବେ କହିଲେ ଆନ୍ଦୋଳନରତ ରେସଲର

ନୂଆଦିଲ୍ଲୀ: ଦାବୀ ପୂରଣ ନ ହେଲେ ଏସିଆନ ଗେମ୍ସ ବୟକଟ କରିବୁ ବୋଲି ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଆନ୍ଦୋଳନକୁ ଓହ୍ଲାଇଥିବା ରେସଲରମାନେ କହିଛନ୍ତି । ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ କହିଛନ୍ତି ଆମ ଦାବୀ ଓ ସମସ୍ୟାର ସମାଧାନ ହେବା ପରେ…

ଜୁନିୟର ମହିଳା ଏସିଆ କପ: ଜାପାନକୁ ହରାଇ ଫାଇନାଲରେ ଭାରତ, ଜୁନିୟର ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଜୁନିୟର ଏସିଆ କପ ମହିଳା ହକିରେ ଜାପାନକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ମ୍ୟାଚର ୪୭ତମ ମିନିଟରେ ଭାରତ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲଟି ସୁନୀତା ଟପ୍ପୋ କରିଥିଲେ । ଏଥିସହ…

ଭାରତ ସମ୍ମୁଖରେ ୪୪୪ ରନର ଟାର୍ଗେଟ

ଲଣ୍ଡନ: ଓଭାଲରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ ରନର ଟାର୍ଗେଟ ରଖିଛି । ୪ର୍ଥ ଦିବସରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ପ୍ରଦାନ କରିଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରିବାକୁ ସକ୍ଷମ…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ହୀରୋ ଇଣ୍ଟରକଣ୍ଟିନେଣ୍ଟାଲ କପ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ଜାତୀୟ ଫୁଟବଲ ଟିମ ଓଡିଶାରେ ମ୍ୟାଚ ଖେଳିବାକୁ ଯାଉଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭାରତ ଏବଂ ମଙ୍ଗୋଲିଆ ଟିମର…

କିଟରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି କିଟରେ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ,…

ବ୍ରାଡମ୍ୟାନ, ବର୍ଡରଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶାର୍ଦ୍ଦୁଳ

ଲଣ୍ଡନ: ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ଅଲ ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଶାର୍ଦ୍ଦୁଳଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଥିଲା । ସେ ୫୧ ରନର…

ପାକିସ୍ତାନ ଖେଳାଳିଙ୍କ ଚାଂଚଲ୍ୟକର ଖୁଲାସା, ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ କରିଛି ବଲ ଟ୍ୟାମ୍ପରିଂ

ଲଣ୍ଡନ: ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଟିମ ଇଣ୍ଡିଆ ବିପଦରେ ପଡିଛି । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବୋଲର ବଲ ଟ୍ୟାମ୍ପିରିଂ କରିଥିବା ପାକିସ୍ତାନର ପୂର୍ବତନ ଖେଳାଳି ବାସିତ ଅଲୀ ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି । ମ୍ୟାଚର…