Latest Odisha News

BREAKING NEWS

Browsing Category

ଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର   

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍‌କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍‌ରେ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମେ ଜୋଶ ହେଜେଲ୍‌ଉଡ ଆହତ ହୋଇ ଭାରତ ବିପକ୍ଷ ସିରିଜ୍‌ରୁ ବାଦ…

ମହିଳା ଟି-୨୦ ବିଶ୍ୱକପ୍‌: ଆୟରଲାଣ୍ଡକୁ ୫ ରନ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଆୟରଲାଣ୍ଡ ୫ ରନ୍‌ରେ ପରାସ୍ତ କରିଛି ଭାରତ। ଡିଏଲ୍ ମେଥଡ୍‌ରେ ମାତ୍ର ୫ ରନ୍‌ରେ ହାରିଛି ଆୟରଲାଣ୍ଡ। ଦକ୍ଷିଣ ଆଫ୍ରିକାର ଏସ୍‌.ଟି ଜର୍ଜ ପାର୍କରେ ଏହି ମ୍ୟାଚ୍ ଖେଳାଯାଉଥିଲା। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି  ୧୫୫ ରନ୍ କରିଥିଲା।…

୩୦୦୦ ରନ କ୍ଲବରେ ହରମନପ୍ରୀତ କୌର

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଭାରତର ହରମନପ୍ରୀତ କୌର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଓଭରାଲ ୪ର୍ଥ ଖେଳାଳି ଭାବେ ୩୦୦୦ ରନ ଓ ପ୍ରଥମ ଖେଳାଳି ଭାବେ ୧୫୦ ମ୍ୟାଚ ଖେଳିଛନ୍ତି । ସୁଜି ବେଟ୍ସ, ମେଗ ଲାନିଂ ଓ ଷ୍ଟିଫାନେ ଟେଲର ପୂର୍ବରୁ ୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି…

ଚେପକରେ ଧୋନୀ ଖେଳିବେ ବିଦାୟକାଳୀନ ମ୍ୟାଚ

ଚେପକ: ଆଇପିଏଲର ୧୬ତମ ସଂସ୍କରଣ ୩୧ ମାର୍ଚ୍ଚରୁ ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏହା ଶେଷ ସିଜନ ହୋଇପାରେ । ଚେନ୍ନାଇ ସୁପର କିଙ୍ଗସର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ଯଦି ଟିମ ପ୍ଲେ ଅଫ ପାଇଁ କ୍ୱାଲିଫାଇ କରି ନ ପାରିବ ତାହାହେଲେ ମେ ୧୪ରେ…

ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଲେ କୁମିନ୍ସ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି । ତେବେ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତେବେ ତୃତୀୟ ଟେଷ୍ଟ ପାଇଁ ଆଉ ୧୦ ଦିନ ସମୟ ଥିବାରୁ ସେ ଏହା ପୂର୍ବରୁ ଫେରି ଆସିବେ । ଦଳର ପ୍ରଦର୍ଶନ ନେଇ…

ସନ୍ତୋଷ ଟ୍ରଫି ଫୁଟବଲ: କର୍ଣ୍ଣାଟକ ସହ ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଚଳିତ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ଶେଷ ଲିଗ ମ୍ୟାଚ କର୍ଣ୍ଣାଟକ ସହ ୨-୨ରେ ଡ୍ର ରଖିଛି । ମ୍ୟାଚର ୧୭ତମ ମିନିଟରେ କର୍ଣ୍ଣାଟକ ଗୋଲ ସ୍କୋର କରି ୧-୦ର ଅଗ୍ରଣୀ ହାସଲ କରିଥିଲା । ତେବେ ଏହା ପରେ ପ୍ରବୀଣ ଟିଗା (୨୧ତମ) ଓ ଚନ୍ଦ୍ର ମୁଦୁଲି (୩୬ତମ) ଗୋଲ ସ୍କୋର…

ରଣଜୀ ଟ୍ରଫି କ୍ରିକେଟ: ବେଙ୍ଗଲକୁ ହରାଇ ଚାମ୍ପିୟନ ହେଲା ସୌରାଷ୍ଟ୍ର

କୋଲକାତା: ବେଙ୍ଗଲକୁ ୯ ୱିକେଟରେ ହରାଇ ସୌରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ହୋଇଛି । ଜୟଦେବ ଉନାଡକଟଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ଏହି ସଫଳତା ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବି…

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବଳକା ୨ଟି ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସିରିଜ ପାଇଁ କୌଣସି ପରିବର୍ତନ କରାଯାଇ ନ ଥିବା ବେଳେ ଦିନିକିଆ ଟିମରେ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ବଦଳରେ…

ପୁଣି କଙ୍ଗାରୁକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଏଥିସହ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପ୍ରବେଶରେ ଆହୁରି ନିକଟତର ହୋଇଛି । ବିଜୟ ଯୋଗୁ ଭାରତ କ୍ରିକେଟର ୩ ଫର୍ମାଟରେ…

ମହିଳା ପ୍ରିମିୟର ଲିଗ୍‌ରେ ସ୍ମୃତି ମନ୍ଧାନା RCB କ୍ୟାପ୍ଟେନ୍; ଘୋଷଣା କଲେ ବିରାଟ ଓ ଡୁପ୍ଲେସିସ୍

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌(WPL)ରେ ରୟାଲ ଚ୍ୟାଲେଞ୍ଜର୍ସ(RCB) ବାଙ୍ଗାଲୋର ଅଧିନାୟକ ହେବେ ସ୍ମୃତି ମନ୍ଧାନା। ଏନେଇ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ସୂଚନା ଦିଆଯାଇଛି। ଏହି ଭିଡିଓରେ ଆଇପିଏଲ୍‌ରେ RCBର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ଓ ବର୍ତ୍ତମାନ…