Latest Odisha News

BREAKING NEWS

Browsing Category

ଖେଳ

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ ।…

ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ପ୍ରମୋଦ ଜିତିଲେ ୨ ସ୍ୱର୍ଣ୍ଣ

ଭୁବନେଶ୍ୱର: ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡମିଂଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ ୨ ବିଭାଗର…

ଜିମ୍ବାୱେ ଅଲରାଉଣ୍ଡର ହୀଥ ଷ୍ଟ୍ରିକ ଗୁରୁତର

କେପଟାଉନ: ଜିମ୍ବାୱେ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର ହୀଥ ଷ୍ଟ୍ରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ଦକ୍ଷିଣ ଆଫ୍ରିକାରେ ତାଙ୍କର ଚିକିତ୍ସା ଚାଲୁଥିଲେ ମଧ୍ୟ ଅବସ୍ଥା ଉଦବେଗଜନକ ରହିଛି । ଜିମ୍ବାୱେ କ୍ରୀଡା ମନ୍ତ୍ରୀ ଡେଭିଡ କୋଲଟର୍ନ ଟୁଇଟରରେ ଉଲ୍ଲେଖ…

ଚଳିତ ଆଇପିଏଲରେ କିଏ ଯିବ ପ୍ଲେ ଅଫକୁ, ଜାଣନ୍ତୁ ୧୬ ପଏଣ୍ଟ ପାଇଁ କେମିତି ରହିଛି ଦଳ ଦଳ ମଧ୍ଯରେ ଛକାପଞ୍ଝା

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୫୯ତନ ମ୍ୟାଚ୍ ଶେଷ ହୋଇଛି। ବାକି ରହିଛି ୧୧ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ। ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୩୧ ରନ୍ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ରେସରୁ ବାହାରି ଯାଇଛି। ଯଦିଓ,…

ମହିଳା ଲିଗ ଫୁଟବଲ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ, ଗୋକୂଳମ କେରଳକୁ ଭେଟିବ ଓଡିଶା

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ଅନ୍ତିମ ଲିଗ ମୁକାବିଲାରେ ଓଡିଶା ଏଫସି ଓ ସେଥୁ ମଦୁରାଇ ମଧ୍ୟରେ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶୋଦା ମୁଣ୍ଡା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ…

ପ୍ରଭସିମ୍ରନଙ୍କ ଶତକ ସତ୍ୱେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୬୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଏହି ମ୍ୟାଚରେ ପ୍ରଭସିମ୍ରନ ସିଂ ଆକର୍ଷଣୀୟ ଶତକ ହାସଲ କରିବା ସତ୍ୱେ ଦଳ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ପ୍ରଭସିମ୍ରନ ୬୫ ବଲରେ…

ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଏସଏଲ୩ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକେ ଫୁଝହାରାଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ପ୍ରମୋଦ…

ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଏକ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୩୬, ନେରିଜ କ୍ଲାସେନ ୪୭ ଓ ଅବଦୁଲ ସମଦ…

ନ୍ୟୁଜିଲାଣ୍ଡର ଗ୍ରାଂଟ ବ୍ରେଡବର୍ଣ୍ଣ ହେଲେ ପାକିସ୍ତାନ କ୍ରିକେଟ ଟିମ କୋଚ

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡର ଗ୍ରାଂଟ ବ୍ରେଡବର୍ଣ୍ଣଙ୍କୁ ଜାତୀୟ ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରିଛି । ୧୩ ମେରୁ ୨ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଆଣ୍ଡ୍ର‌୍ୟୁ ପୁଟିକ ବ୍ୟାଟ୍ସମ୍ୟାନ କୋଚ, ଡ୍ରିକସ…

ଡବ୍ଲ୍ୟୁଏଫଆଇର ସମସ୍ତ ପଦାଧିକାରୀଙ୍କ ଉପରେ ଆଇଓଏ ଲଗାଇଲା ପ୍ରତିବନ୍ଧ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶନିବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ସମସ୍ତ ପଦାଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ବ୍ୟତୀତ ସମସ୍ତ ଡକ୍ୟୁମେଂଟ, ଆକାଂଉଟସ, ଟୁର୍ଣ୍ଣାମେଂଟର ଲଗଇନ ୱେବସାଇଟ ଏବଂ ଅନ୍ୟ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ହସ୍ତାନ୍ତର କରିବାକୁ…