Latest Odisha News

BREAKING NEWS

Browsing Category

ଖେଳ

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

ଭାରତ–ବାଂଲାଦେଶ ୨ୟ ଦିନିକିଆ ; ୬୯ ରନରେ ୪ ୱିକେଟ ହରାଇଲା ବାଂଲାଦେଶ

ଭାରତ -ବାଂଲାଦେଶ ଦିତୀୟ ଦିନିକିଆ ମୁକାବିଲା ଆଜି ମିରପୁରର ଶେରଇ ବାଂଲା ଷ୍ଟାଡିୟମରେ ଖେଳା ଯାଉଛି । ବାଂଲା ଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ମିଳିଥିବା ଖବର ଅନୁଯାୟୀ,  ବର୍ତ୍ତମାନ  ସୁଦ୍ଧା ୧୯ ଓଭର ଖେଳ ଶେଷ ହେଇଛି ।  ବାଂଲାଦେଶ  ୪ ୱିକେଟ ହରାଇ ୬୯…

ରାମୋସଙ୍କ ହ୍ୟାଟ୍ରିକ ଗୋଲ, ଫିଫା ବିଶ୍ୱକପ କ୍ୱାର୍ଟରରେ ପର୍ତୁଗାଲ

ଦୋହା: ସୁଇଜରଲାଣ୍ଡକୁ ପ୍ରି-କ୍ୱାର୍ଟରରେ ପରାସ୍ତ କରି ପର୍ତୁଗାଲ ୧୬ ବର୍ଷ ପରେ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟରରେ ପ୍ରବେଶ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚରେ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତୁଗାଲ ୬-୧ ଗୋଲରେ ସୁଇଜରଲାଣ୍ଡକୁ ପରାସ୍ତ…

ରଣଜୀ ଟ୍ରଫିରେ ନିଯୁକ୍ତ ହେବେ ମହିଳା ଅମ୍ପାୟର୍ସ

ମୁମ୍ବାଇ: ବିସିସିଆଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପୁରୁଷ ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ଏଥର ମହିଳା ଅମ୍ପାୟରଙ୍କୁ ନିଯୁକ୍ତ କରାଯିବ । ବିସିସିଆଇର ଜନୈକ ଅଧିକାରୀ ନାମ ପ୍ରକାଶ ନ କରି ଏହା କହିଛନ୍ତି । ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପଳନଙ୍କୁ…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ: ଭାରତର ନେତୃତ୍ୱ ନେବେ ଶେଫାଳୀ

ମୁମ୍ବାଇ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ବ୍ୟାଟର ଶେଫାଳୀ ବର୍ମା ଦଳର ନେତୃତ୍ୱ ନେବେ । ଚଳିତ ମାସ ୨୭ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ତାଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି ।…

ତେଜୁଛି ବିସିସିଆଇ-ପିସିବି ବିବାଦ; ପାକିସ୍ତାନି ଖେଳାଳୀ ଦେଲେ ବଡ଼ ବୟାନ

ନୂଆାଦିଲ୍ଲୀ: ଭାରତୀୟ କ୍ରିକେଟ ବୋଡ଼ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ  ବିବାଦ ଲାଗି ରହିଥିବାବେଳେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ୍ । କ୍ରିକେଟ ଦୁଇ ଦେଶର ସମ୍ପର୍କର; ସୁଧାର ଆଣିବ ବୋଲି ସେ କହିଛନ୍ତି । ବିସିସିଆଇ ଏବଂ…

୨୦୨୨ର ଏହି ପରାଜୟକୁ ଭୁଲି ପାରିବେନି ଭାରତୀୟ କ୍ରିକେଟପ୍ରେମୀ

୨୦୨୨ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ମିଶ୍ରିତ ଫଳ ଆଣିଛି । ଓଭରାଲ ଟିମ ଇଣ୍ଡିଆ ୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୩ ବିଜୟ ହାସଲ କରିଛି । ପ୍ରଦର୍ଶନ ବିଚାରକୁ ନେଲେ ଏହା ଏତେଟା ଖରାପ ନୁହେଁ । ମାତ୍ର ୬ଟି ପରାଜୟକୁ ଭାରତୀୟ ପ୍ରଶଂସକ ଭୁଲି ପାରି ନାହାନ୍ତି । ଦକ୍ଷିଣ ଆଫ୍ରିକାଠାରୁ…

ଫିଫା ବିଶ୍ୱକପ: ବ୍ରାଜିଲ, କ୍ରୋଏସିଆ କ୍ୱାର୍ଟରରେ

ଦୋହା: ୫ଥର ଚାମ୍ପିୟନ ବ୍ରାଜିଲ ଚମତ୍କାର ପ୍ରଦର୍ଶନ କରି ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ବ୍ରାଜିଲ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ସହଜରେ ପରାସ୍ତ କରିଥିଲା । ଭିନିସିୟସ ଜୁନିୟରମ(୭ମ), ନେମାର (୧୩ତମ), ରିଚାର୍ଲିସନ (୨୯ତମ) ଓ ଲୁକାସ ପାକ୍ୱେଟା ୩୬ତମ ମିନିଟରେ…

ଜାତୀୟ ରଗବୀ ଟିମରେ ଓଡିଶାରୁ ୧୦ ଖେଳାଳି

ଭୁବନେଶ୍ୱର: ୧୮ ବର୍ଷରୁ କମ ବାଳକ ଓ ବାଳିକା ଏସିଆନ ରଗବୀ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଭାରତୀୟ ଦଳରେ ୫ ବାଳିକାଙ୍କ ସମେତ ଓଡିଶା ୧୦ଜଣ ସ୍ଥାନ ପାଇଛନ୍ତି । ନେପାଳର କାଠମାଣ୍ଡୁରେ ଡିସେମ୍ବର ୧୧ ଓ ୧୨ରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ୧୮ଜଣିଆ ବାଳିକା…

ଫିଫା ବିଶ୍ୱକପ: ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲ ମୁକାବିଲା

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା-ନେଦରଲାଣ୍ଡ ଓ ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବ । ପ୍ରି-କ୍ୱାର୍ଟରରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ଓ ଇଂଲଣ୍ଡ ୩-୦ରେ ସେନେଗାଲକୁ ପରାସ୍ତ କରିଥିଲା । ଫ୍ରାନ୍ସ ପକ୍ଷରୁ ଓଲିଭର ଗିରୋଡ ୪୪ତମ ଏବଂ କାୟଲିନ…