Latest Odisha News

BREAKING NEWS

Browsing Category

ଖେଳ

ଏସିଆନ ଟିଟିରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ମନିକା

ବ୍ୟାଙ୍କକ: ହୁଆମାର୍କ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଟେବୁଲ ଟେନିସରେ ଭାରତର ମନିକା ବାତ୍ରା ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ମହିଳା ଭାରତୀୟ ଖେଳାଳି ଭାବେ ଏହି ଇଂଭେଟରେ ବ୍ରୋଞ୍ଜ ଜିତିଛନ୍ତି । ପୂର୍ବରୁ ସେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ…

ଆନ୍ତର୍ଜାତୀୟ କ୍ରିକେଟରେ ୧୪ ହଜାର ରନ କଲେ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ୧୪ ହଜାର ରନ ପୂର୍ଣ୍ଣ କରିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି…

ଗୋଲ୍ଡେନ ବୁଟ ପିନ୍ଧି ଶେଷ ବିଶ୍ୱକପ ଖେଳିବେ ମେସି

ଦୋହା: ଆର୍ଜେଂଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ଶେଷ ବିଶ୍ୱକପରେ ଗୋଲ୍ଡେନ ବୁଟ ପିନ୍ଧି ମ୍ୟାଚ ଖେଳିବେ ପାଇଁ ନିଷ୍ପତି ନେଇଛନ୍ତି । ଶେଷ ବିଶ୍ୱକପରେ ଟ୍ରଫି ଜିତିବା ତାଙ୍କର ସ୍ୱପ୍ନ ବୋଲି ସେ ସ୍ପଷ୍ଟ କରି ସାରିଛନ୍ତି । ମେସିଙ୍କ ଟିମ ଆର୍ଜେଂଟିନା କ୍ରମାଗତ ୩୬ ମ୍ୟାଚ ହାରି ନାହିଁ ।…

ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଅଧିନାୟକ ପଦରୁ ବିଦା ହେବେ ରୋହିତ?

ମୁମ୍ବାଇ: କ୍ରମାଗତ ଦୁଇଟି ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ କ୍ରୀଡାପ୍ରେମୀ ଏବଂ ବିସିସିଆଇ ଏବେ ଚିନ୍ତାରେ । ଆଗକୁ ଦିନିକିଆ ବିଶ୍ୱକପ ରହିଛି । ଏପରି ସ୍ଥିତିରେ ଦଳ କିଭଳି ସଜାଡି ହେବ ତା ଉପରେ ଗୁରୁତ୍ୱ ଦେଉଥିବା ସୂଚନା ରହିଛି । ଯାହର ପ୍ରମାଣ ବିସିସିଆଇ ଚେତନ…

T20 ବିଶ୍ବକପ ହାରିବା ପରେ ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଟି-20 ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡଠାରୁ ଭାରତ ଲଜ୍ଜାଜନକ ଭାବେ ହାରିବା ପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏକ ନିଷ୍ପତ୍ତି ନେଇ ବିସିସିଆଇ ଚୟନ କମିଟିକୁ ବରଖାସ୍ତ କରିଛି। ପୂର୍ବରୁ ଏଭଳି କେବେ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ବିସିସିଆଇ ଇତିହାସରେ ପ୍ରଥମ…

ଫିଫା ବିଶ୍ୱକପ ଉଦଘାଟନ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ: କତାରରେ ହେବାକୁ ଥିବା ଫିଫା ବିଶ୍ୱକପ ଉଦଘାଟନୀ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର । ୧୮ ନଭେମ୍ବରରେ ବିଶ୍ୱକପର ୨୨ତମ ସଂସ୍କରଣର ଆରମ୍ଭ ହେବ । ଉପ ରାଷ୍ଟ୍ରପତି ୨୦ ଓ ୨୧ ନଭେମ୍ବରରେ କାତାର ଗସ୍ତରେ ଯିବେ । ଏଥିପାଇଁ କାତାରର ଅମୀର ଶେଖ ତାମିମ…

ବିଶ୍ୱକପ ଫୁଟବଲ: ପୋଲାଣ୍ଡ ଖେଳାଳିଙ୍କୁ ନେଇ ଯାଉଥିବା ବିମାନକୁ ଏସ୍କର୍ଟ କରି ନେଲେ ଏଫ୧୬ ଯୁଦ୍ଧ ବିମାନ

ଦୋହା: ଫିଫା ବିଶ୍ୱକପ ପାଇଁ ପ୍ରାୟ ସମସ୍ତ ଟିମ କତାରରେ ପଂହଚି ସାରିଲେଣି । ତେବେ ପୋଲାଣ୍ଡ ଟିମକୁ ନେଇ ଆସୁଥିବା ବିମାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖେଳାଳିମାନଙ୍କୁ ନେଇ ଆସୁଥିବା ବିମାନ କାତାର ଉପରେ ଦେଇ ଗଲା ବେଳେ ସେମାନଙ୍କୁ ଏଫ୧୬ ଯୁଦ୍ଧ ବିମାନ ଏକ୍ସର୍ଟ କରି ନେଇଥିଲେ ।…

ଏସିଆନ କପ ଟିଟିରେ ଇତିହାସ ରଚିଲେ ଭାରତର ମାନିକା

ବ୍ୟାଙ୍କକ: ଚଳିତ ଏସିଆନ କପ ଟେବୁଲ ଟେନିସ ଟୁର୍ଣ୍ଣାମେଂଟରେ ଇତିହାସ ରଚିଛନ୍ତି ଭାରତର ଷ୍ଟାର ମହିଳା ଖେଳାଳି ମାନିକା ବାତ୍ରା । ସେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ ସୁ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଆରମ୍ଭ ହେଉଛି । ପ୍ରବଳ ବର୍ଷା ଯୋଗୁ ଖେଳାଳିମାନେ ଡ୍ରେସିଂ ରୁମରେ ବସି ସମୟ କାଟୁଥିବା ଦେଖିବାକୁ ମିଳିଛି । ଉଭୟ ଦେଶର କେତେକ…

ଆଜି ନ୍ୟୁଜିଲାଣ୍ଡ- ଭାରତ ପ୍ରଥମ ଟି-20

ୱେଲିଂଟନ: ଆଉ କିଛି ସମୟ ପରେ  ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟି-20 । ଭାରତୀୟ ସମୟ ମଧ୍ୟାହ୍ନ 12ଟାରେ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାରେ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ପଡ଼ିଆକୁ ଓହ୍ଲାଇବେ ।  ସିନିୟର ଖେଳାଳି ବିଶ୍ରାମ ନେଉଥିବାରୁ  ରୋହିତ ଓ…