Latest Odisha News

BREAKING NEWS

Browsing Category

ଖେଳ

ବର୍ଡର-ଗାଭାସ୍କର ଟ୍ରଫି: ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହେଲେ କୋହଲି

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ୪ର୍ଥ ଦିବସ ବିରାଟ କୋହଲି କମାଲ କରିଛନ୍ତ । ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସେ ୧୮୬ ରନର ଇନିଂସ ଖେଳି ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । କୋହଲିଙ୍କ ଇନିଂସ ବଳରେ ଅଷ୍ଟ୍ରେଲିଆର ୪୮୦ ରନ ଜବାବରେ ଭାରତ ୫୭୧ ରନ କରିଛି…

ରାଗି କରି ପ୍ରଶଂସକଙ୍କୁ ପିଟି ପକାଇଲେ କ୍ରିକେଟର ଶକୀବ ଉଲ ହାସନ

ଢ଼ାକା: ବାଂଲାଦେଶ କ୍ରିକେଟର ଶକୀବ ଉଲ ହାସନଙ୍କ କ୍ରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଥୀ ଖେଳାଳି, ଅମ୍ପାୟର ପରେ ଏବେ ପ୍ରଶଂସକଙ୍କ ଉପରେ ସେ ବିରକ୍ତ ହେବା ଘଟଣା ସମ୍ମୁଖକୁ ଆସିଛି । ଶକୀବ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ଭୀଡକୁ…

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତର ଦୃଢ଼ ଜବାବ, ୨୮୯/୩

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୮୦ ରନ ଜବାବରେ ଭାରତ ଦୃଢ଼ ଜବାବ ଦେଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୩ ୱିକେଟ ବିନିମୟରେ ୨୮୯ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ…

ସ୍ୱସ୍ତି ସିଂହ ଓ ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକିର ଲିଜେଣ୍ଡ ଖେଳାଳି ଓ କୋଚ ପିଟର ତିର୍କୀ ଏବଂ ସଫଳ ସାଇକ୍ଳିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ପାଇବେ ।  ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ…

ଅବସର ନେଲେ ଅଷ୍ଟ୍ରେଲିଆ କ୍ରିକେଟର ଶନ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଶନିବାର ଘରୋଇ କ୍ରିକେଟ ଓ ଦିନିକିଆରୁ ଅବସର ଘୋଷଣା କରିଛନ୍ତି । ସେ ୨୨ ବର୍ଷ ହେବ ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିଲେ । ସେ ତାଙ୍କ କ୍ୟାରିୟରରେ ୩୮ ଆନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ୬ ଶତକ ଓ ୧୦ ଅର୍ଦ୍ଧଶତକ ସହାୟତାରେ ୨୨୬୫ ରନ…

ଏଫଆଇଏଚ ପ୍ରୋ ଲିଗ: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ମୁକାବିଲାରେ ଭାରତ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରିଛି । ନୂତନ କୋଚ କ୍ରେଗ ଫୁଲଟନ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ୩-୨ ଗୋଲରେ ଜର୍ମାନୀକୁ ହରାଇଛି । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ…

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତଠାରୁ ୪୪୪ ରନ ଆଗରେ ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତଠାରୁ ୪୪୪ ରନ ଆଗରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ଦୁଇ ଓପନର ରୋହିତ ଶର୍ମର ୧୭ ଓ ଶୁଭମନ ଗିଲ ୧୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ…

ଶ୍ରୀକ୍ଷେତ୍ର କପ କ୍ରିକେଟ ଉଦଘାଟିତ

ପୁରୀ: ବାଲିଘାଟର ଭୂଦାନ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣମେଂଟରେ ୧୬ ଟିମ ଅଂଶଗ୍ରହଣ କରୁଛନ୍ତି । ମାଆ ଜାଗେଶ୍ୱରୀ ସ୍ପୋର୍ଟିଂ ଓ କପଲ ସ୍ପୋର୍ଟିଂ ମଧ୍ୟରେ ଉଦଘାଟନୀ ମୁକାବିଲା ଆୟୋଜିତ…

ଗୁଜରାଟ ଷ୍ଟାଡିୟମରେ ଏକାଠି ମ୍ୟାଚ ଦେଖୁଛନ୍ତି ଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆଜି ଚାଲିଛି ବର୍ଡର୍‌-ଗାଭାସ୍କର୍ ଟ୍ରଫିର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍।  ଅହମ୍ମଦାବାଦରେ ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦେଖୁଛନ୍ତି କ୍ରିକେଟ ମ୍ୟାଚ । ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ…

ICC Rankings: ୬ ପଏଣ୍ଟ ହରାଇଲେ ଅଶ୍ୱିନୀ, ଶ୍ରେଷ୍ଟ ବୋଲର ତାଲିକାରେ ଏବେ କିଏ ?

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ବୋଲର ରାଙ୍କିଂରେ ୬ ପଏଣ୍ଟ ହରାଇଲେ ଭାରତୀୟ ସ୍ପିନର ଆର୍‌ ଅଶ୍ୱିନୀ। ଶ୍ରେଷ୍ଠ ବୋଲର ତାଲିକାରେ ବର୍ତ୍ତମାନ ସେ ଶୀର୍ଷରେ ଥିଲେ ବି ତାଙ୍କ ସହ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶୀର୍ଷରେ ରହିଛନ୍ତି। ଗତ ସପ୍ତାହରେ ଅଶ୍ଵିନ ଆଇସିସି ଟେଷ୍ଟ ବୋଲର…