Latest Odisha News

BREAKING NEWS

Browsing Category

ଖେଳ

ଶ୍ରୀଲଙ୍କା ପରେ ସୁପର ୧୨ରେ ପ୍ରବେଶ କଲା ନେଦରଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଶ୍ରୀଲଙ୍କା ପରେ ନେଦରଲାଣ୍ଡ ଟିମ ସୁପର ୧୨ରେ ପ୍ରବେଶ କରିଛି । ଗ୍ରୁପ ୧ରେ ଶ୍ରୀଲଙ୍କା ଏବଂ ଭାରତ ଥିବା ଗ୍ରୁପ ୨ରେ ନେଦରଲାଣ୍ଡ ସ୍ଥାନ ପାଇଛନ୍ତି । କ୍ୱାଲିଫାଇଂ ରାଉଣ୍ଡର ଗ୍ରୁପ ଏର ଶେଷ ମୁକାବିଲାରେ ୟୁଏଇ ୭ ରନରେ ନାମ୍ବିଆକୁ ପରାସ୍ତ…

ବିସିିସିଆଇରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇପାରନ୍ତି ଓଡିଶାର ଶିବସୁନ୍ଦର, ସଞ୍ଜୟ

ପୁରୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲିଙ୍କ ସଭାପତି ପଦ ଏହାର ଜ୍ୱଳନ୍ତ ଉଦାହରଣ । ଏବେ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିସିସିଆଇ ଚୟନ କମିଟି ମୂଖ୍ୟ ଚେତନ…

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ପ୍ରବେଶ କଲା ଶ୍ରୀଲଙ୍କା

ଗୀଲଙ୍ଗ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ସୁପର ୧୨ରେ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ମୁକାବିଲାରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ…

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ପରେ ରୌପ୍ୟ ଜିତିଲେ ଓଡିଶାର ଶ୍ରାବଣୀ

ବାଙ୍ଗାଲୋର: ଚଳିତ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଷ୍ଟାର ଆଥଲେଟ ଶ୍ରାବଣୀ ନନ୍ଦଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଶ୍ରାବଣୀ ୨୦୦ମିଟରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ୩୧ ବର୍ଷୀୟା ଏହି ସିନିୟର ଆଥଲେଟ ୨୩.୭୧…

ଜିମ୍ବାୱେକୁ ୩୧ ରନରେ ହରାଇଲା ୱେଷ୍ଟଇଣ୍ଡିଜ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ୱେଷ୍ଟଇଣ୍ଡିଜ ୩୧ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦଳ ସମ୍ମୁଖରେ ୧୫୪ ରନର ଟାର୍ଗେଟ ରଖିଥିଲା । ଜନଶନ ଚାର୍ଲସ ଦଳ ପକ୍ଷରୁ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ । ରୋଭମାନ ପାୱେଲ…

ଧମକ ଦେଲା ପିସିବି:ଭାରତ ନ ଆସିଲେ ଆମେ ବିଶ୍ୱକପ ଖେଳିବାକୁ ଯିବୁନି

କରାଚୀ: ପାକିସ୍ତାନରେ ହେବାକୁ ଥିବା ଆଗାମୀ ଏସିଆ କପ କ୍ରିକେଟରେ ଭାରତୀୟ ଟିମ ଯିବ ନାହିଁ ବୋଲି ସଚିବ ଜୟ ଶାହ କହିବା ପରେ ବିବାଦର ସୂତ୍ରପାତ ହୋଇଛି । ପାକିସ୍ତାନ ବାହାରେ ଅନ୍ୟ କୌଣସି ନିରପେକ୍ଷ ଦେଶରେ ଏସିଆ କପ ଆୟୋଜନ କରାଯିବ । ବିସିସିଆଇର ଏହି ମନ୍ତବ୍ୟ ପରେ ପାକିସ୍ତାନ କ୍ରିକେଟରେ…

ଭାରତୀୟ ଟିମ ପାକିସ୍ତାନ ଗସ୍ତ ନକଲେ ଦିନିକିଆ ବିଶ୍ୱକପରୁ ଓହରିଯିବାକୁ ଚେତାବନୀ ଦେଲା ପାକିସ୍ତାନ!

ଇସଲାମାବାଦ: ପାକିସ୍ତାନରେ ଏବେ କ୍ରିକେଟକୁ ନେଇ ଚର୍ଚା ଜୋର ଧରିଛି ।  ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ କହିବା ପରେ ପାକିସ୍ତାନରେ ଏବେ ଘନ ଘନ ବୈଠକ ଚାଲିଛି ।  ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତ ।…

ଇଣ୍ଡୋନେସିଆରେ ହିଂସାକାଣ୍ଡ ଘଟିଥିବା ଫୁଟବଲ ଷ୍ଟାଡିୟମ ମାଟିରେ ମିଶିବ

ଇଣ୍ଡୋନେସିଆ ସରକାର ଯେଉଁ ଷ୍ଟାଡିୟମରେ 133 ଜଣ ଲୋକ ମରିଥିଲେ ତାକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଂଜୁରହାନ ଷ୍ଟାଡିୟମରେ ଫୁଟବଲ ମ୍ୟାଚ ପରେ ଦଳାଚକଟା ହୋଇ ଦୁଇ ସପ୍ତାହ ତଳେ 133 ଲୋକ ପ୍ରାଣ ହରାଇଥିଲେ । ଏଥିପାଇଁ ସାରା ବିଶ୍ବରେ ଇଣ୍ଡୋନେସିଆକୁ ସମାଲୋଚନା କରାଯାଇଥିଲା…

ବିନ୍ନୀ ହେଲେ ବିସିସିଆଇର ୩୬ତମ ସଭାପତି

ମୁମ୍ବାଇ: ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନୀ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ବାର୍ଷିକ ବୈଠକ ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯାଇଛି । ୬୭ ବର୍ଷୀୟ ବିନ୍ନୀ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୌରଭ…

ୟୁଏଇକୁ ୭୯ ରନରେ ହରାଇଲା ଶ୍ରୀଲଙ୍କା, କାମରେ ଲାଗିଲାନି ମୟପ୍ପନଙ୍କ ହ୍ୟାଟ୍ରିକ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଶ୍ରୀଲଙ୍କା ୭୯ ରନରେ ୟୁଏଇକୁ ପରାସ୍ତ କରି ସୁପର ୧୨ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ପାଶୁମ ନିଶାଙ୍କା ୭୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଧନଞ୍ଜୟ…