Latest Odisha News

BREAKING NEWS

Browsing Category

ଖେଳ

ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏଥିରେ ପାକିସ୍ତାନର ଏଂଟ୍ରି ହୋଇଛି । ଭାରତରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳିବାକୁ ବାଂଲାଦେଶ ମନା କରିସାରିଛି । ଅବଶ୍ୟ ଆଇସିସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହେବ ନାହିଁ ବୋଲି କହି…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ଭାରତର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ଭଦୋଦରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୫ ଓଭର ବୋଲିଂ କରିବା ପରେ ସେ ପଡିଆ ବାହାରକୁ ପଳାଇ ଯାଇଥିଲେ । ଏହା ସତ୍ୱେ ସେ…

Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ

ରାଞ୍ଚି:ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL) 2025-26ରେ ବେଦାନ୍ତ କଳିଙ୍ଗ ଲାନସର୍ସର (Vedanta Kalinga Lancers)କ୍ରମାଗତ ହ୍ୟାଟ୍ରିକ ବିଜୟ । ୮ ପଏଣ୍ଟ ସହ କଳିଙ୍ଗ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ରବିବାର ଦିନ ରାଞ୍ଚିର ମାରାଙ୍ଗ ଗୋମକେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି…

କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ

ଭଦୋଦରା: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯ ଓଭରରେ ୬ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ବିରାଟ…

ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି

ଭଦୋଦରା: ଭାରତୀୟ କ୍ରିକେଟ ଟିମର ମହାନ ଖେଳାଳି ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୨୫ ରନ ପୂରଣ କରିବା ମାତ୍ରେ ଦ୍ରୁତ ୨୮୦୦୦ ଆନ୍ତର୍ଜାତୀୟ ରନ ସଂଗ୍ରହ କରିବା ଉପଲବ୍ଧି ହାସଲ କରିଛନ୍ତି । ସେ ୬୨୪…

ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିିରିଜରେ ଭାରତର ଅକ୍ଷର ପଟେଲଙ୍କୁ ଦଳରୁ ବାଦ ଦିଆଯାଇଛି । ରବିବାରଠାରୁ ଏହି ସିରିଜ ଆରମ୍ଭ ହୋଇଛି । ଏହି ଅବସରରେ ଟି୨୦ ବିଶ୍ୱକପ ପାଇଁ ଘୋଷିତ ଭାରତୀୟ ଦଳର ଉପ ଅଧିନାୟକ ହୋଇଥିବା ଅକ୍ଷରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଟାଇମ୍ସ…

୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ

ଭଦୋଦରା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହୋଇଛି । ଶୁଭମନ ଗିଲ ନେତୃତ୍ୱାଧୀନ ଟିମ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡର ଓପନର ଏକ କୀର୍ତିମାନ ସ୍ଥାପନ କରିଛନ୍ତିିିି । ଦୁଇ ଓପନର ଡେଭନ କନୱେ ଓ ହେନେରୀ ନିକୋଲସ ପ୍ରଥମ ୱିକେଟରେ ୧୧୭ ରନ…

ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ

ଭଦୋଦରା: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୂଖରେ ୩୦୧ ରନର ବିଜୟ ଲକ୍ଷ୍ୟ ରଖିଛି । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଦଳଗତ ପ୍ରଦର୍ଶନ କରିବା ଯୋଗୁ ସ୍କୋର ୩୦୦ ଛୁଇଁ ପାରିଥିଲା । ଡାରେଲ…

IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଭଦୋଦରାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାରିଯାଇଛନ୍ତି ରିଷଭ ପନ୍ତ। ତାଙ୍କ ସ୍ଥାନ ନେବେ ଧ୍ରୁବ ଜୁରେଲ। ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ୍ ଅଭ୍ୟାସ…

Viral Anchor Yesha Sagar: ଭାଇରାଲ୍ ଆଙ୍କର ୟେଶା ସାଗର କିଏ?, WPL 2026ରେ ଖେଳାଇଲେ ନିଜର ସୁନ୍ଦରତାର…

ନୂଆଦିଲ୍ଲୀ: ଜାନୁଆରୀ ୯ ତାରିଖରେ, ମହିଳା ପ୍ରିମିୟର ଲିଗ୍ ୨୦୨୬ ସମୟରେ, ୟେଶା ସାଗର ନାମକ ଜଣେ ସୁନ୍ଦର ଏବଂ ଆତ୍ମବିଶ୍ୱାସୀ ଆଙ୍କର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଆଙ୍କରିଂ, ଶୈଳୀ ଏବଂ ସ୍କ୍ରିନ୍ ଉପସ୍ଥିତି ଏତେ ଶକ୍ତିଶାଳୀ ଥିଲା ଯେ ସେ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ…