Latest Odisha News

BREAKING NEWS

Browsing Category

ଖେଳ

ଅଲଟିମେଟ ଖୋ ଖୋ: ଟିମ କିଣିଲେ ଓଡିଶା ସରକାର

ଭୁବନେଶ୍ୱର: ଅଲଟିମେଟ ଖୋ ଖୋକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଏହି ପ୍ରଫେଶନାଲ ଲିଗରେ ଗୋଟିଏ ଟିମ କିଣିଛନ୍ତି । ପୂର୍ବରୁ ହକିର ପ୍ରସାର ପାଇଁ ୨୦୧୩ରେ ହକି ଇଣ୍ଡିଅରା ଲିଗରେ ସରକାର କଳିଙ୍ଗ ଲାନ୍ସର ଟିମ କିଣିଥିଲେ । ନିକଟରେ ସମ୍ପନ୍ନ ହୋଇଥିବା ଖେଲୋ ଇଣ୍ଡିଆ ଲିଗର ଖୋ ଖୋରେ…

ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ସବିତା, ଦୀପଗ୍ରେସଙ୍କୁ ଗୁରୁ ଦାୟିତ୍ୱ, ବାଦ ପଡିଲେ ରାନୀ

ନୂଆଦିଲ୍ଲୀ: ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ଗୋଲକିପର ସବିତା ପୁନିଆଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ତେବେ ଆଘାତ…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦୦ ମିଟରରେ ସ୍ଥାନ ନ ପାଇବା ନେଇ ଦୋଷ ଦେଲେ ଦୂତି

ଭୁବନେଶ୍ୱର: ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଚୟନ କରାଯାଇଛି । ୧୦୦ ମିଟର ମହିଳା ବିଭାଗରେ ଓଡିଶାର ଦୂତି ଚାନ୍ଦଙ୍କୁ ଏଥର ସୁଯୋଗ ମିଳିନି । ସେ ଏହି ବିଭାଗରେ କ୍ରମାଗତ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି…

ଇଂଲଣ୍ଡରେ ବି ହାର୍ଦ୍ଦିକ ହେବେ ଅଧିନାୟକ!

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ ଟିମ ଇଣ୍ଡିଆର ଏକ୍ସପେରିମେଂଟ ଆୟର୍ଲାଣ୍ଡ ଗସ୍ତ ପର୍ଯ୍ୟନ୍ତ ଚାଲିବ । ଏପରିକି ଇଂଲଣ୍ଡ ବିପକ୍ଷ ସିରିଜରେ ପ୍ରାୟତଃ ଭାରତର ଟି୨୦ ବିଶ୍ୱକପ ଟିମ ଖେଳିବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏବେ ଏହା…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ଅମିତ ରୋହିଦାସ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସୋମବାର ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି । ମନପ୍ରୀତ ସିଂଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ଅମିତ ରୋହିଦାସଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି । ଏଫଆଇଏଚ ପ୍ରୋ ଲିଗରେ ଅମିତ ଭାରତୀୟ ଦଳର ନେତୃତ୍ୱ…

ଜାତୀୟ ଜୁନିୟର ରଗବୀ: ଓଡିଶା ବାଳିକା ଟିମକୁ ରୌପ୍ୟ

ପାଟନା: ଏଠାରେ ଚାଲିଥିବା ଜାତୀୟ ଜୁନିୟର ରଗବୀ ଚାମ୍ପିୟନଶିପରେ ଓଡିଶା ବାଳିକା ଟିମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡିଶା ୭-୨୪ରେ ଆୟୋଜକ ଟିମ ବିହାରଠାରୁ ହାରି ଯାଇଥିଲା । ଅପରାଜେୟ ଓଡିଶା ଶେଷ ହର୍ଡଲ୍ସ ପାର କରିବାରେ ବିଫଳ…

8 ମାସରେ 6 କ୍ୟାପ୍ଟେନ୍ ଏକ ଚ୍ୟାଲେଞ୍ଜ୍ : ଦ୍ରାବିଡ

ବାଙ୍ଗାଲୋର:  ଭାରତୀୟ କ୍ରିକେଟ ଟିମରେ 8 ମାସରେ 6 ଜଣ କ୍ୟାପ୍ଟେନ ଦେଖିବାକୁ ମିଳିଲାଣି । ବିରାଟ କୋହଲିଙ୍କ ପରେ ଏହି ପରିବର୍ତ୍ତନ ଜାରି ରହିଛି । ନୂଆ କ୍ୟାପ୍ଟେନ ମଧ୍ୟ ନିଜର ନେତୃତ୍ବର ପରିଚୟ ଦେଇଛନ୍ତି ।  ଭାରତରେ କ୍ରିକେଟ ପାଇଁ ଏହା ଭଲ ଖବର ଏବଂ  ଅତ୍ୟନ୍ତ ରୋମାଞ୍ଚକର ବୋଲି…

ଚେସ ଅଲିମ୍ପିଆଡ: ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେସ ଅଲିମ୍ପିଆଡର ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି । ତାମିଲନାଡୁର ମହାବଳରପୁରମରେ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଆନ୍ତର୍ଜାତୀୟ ଚେସ ସଂଘର ସଭାପତି ଆରକାଡୀ ଡୋଭରକୋଭିଚ…

ବର୍ଷା ପାଇଁ ସିରିଜ ରହିଲା ଡ୍ର : ଭୁବନେଶ୍ବର ମ୍ୟାନ ଅଫ୍ ଦ ସିରିଜ୍

ବାଙ୍ଗାଲୋର: ବର୍ଷା ପାଇଁ ଟି 20 ସିରିଜ ଡ୍ର ହୋଇଛି । ଆଜି  ବାଙ୍ଗାଲୋର ଚିନ୍ନାସ୍ବାମୀ ଷ୍ଟାଡିୟମରେ 7ଟା 50ରେ ଖେଳ ଆରମ୍ଭ ହୋଇଥିଲା । ପଡିଆରେ ପାଣି ଜମିଥିବାରୁ ଖେଳ ବିଳମ୍ଭରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା…

ଆସନ୍ତୁ ଜାଣିବା ଯୁବରାଜଙ୍କ ପୁତ୍ରର ନାମ କଣ ଦିଆଗଲା

ଚଣ୍ଡୀଗଡ: ପିତୃ ଦିବସରେ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ କୀଚ ପୁଅର ନାମ କରଣ କରିଛନ୍ତି । ତାଙ୍କ ପୁଅର ନାମ ସେମାନେ ଓରିଅନ କୀଚ ସିଂ ରଖିଛନ୍ତି । ଟୁଇଟରରେ ଯୁବରାଜ ପୁଅର ଫଟୋ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପୁଅର ନାମ ପ୍ରକାଶ କରିବା ପରେ…