Latest Odisha News

BREAKING NEWS

Browsing Category

ଖେଳ

ଶ୍ରେୟସ ଆୟରଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ପହଁଚିଲା ଫାଇନାଲରେ

କୋଲକତା: ଘରୋଇ ଟି -20 ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଧୂଆଁଦାର ବ୍ୟାଟିଂ କରିଛନ୍ତି ଶ୍ରେୟସ ଆୟର । ଯାହା ଫଳରେ ମୁମ୍ବାଇ ଫାଇନାଲରେ ପହଁଚିପାରିଛି । ସେମିଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି ।  ସେମିଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯାଇଥିଲା। ବିଦର୍ଭ ଏବଂ ମୁମ୍ବାଇ ମଧ୍ୟରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଡ଼ି. ଆର. କଲେଜ ବିଜେତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଜୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନୋଟି…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ: ଅମୀନ, ମୁସ୍ତାକ ନୂଆ ମୁହଁ

ଭୁବନେଶ୍ୱର: ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ଅଭିଷେକ ରାଉତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମୀନ ଆଇ ଖାଁ ଓ ମୁସ୍ତାକ ବେଗ ଦୁଇ ନୂଆ ମୁହଁ ସୁଯୋଗ ପାଇଛନ୍ତି । ଓଡିଶା ଟିମ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ…

‘ଟିମ୍ ଇଣ୍ଡିଆକୁ ହରାଇଲେ ଜିମ୍ବାଓ୍ୱେର ଯୁବକଙ୍କୁ ବିବାହ କରିବି’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସେହର ସିନ୍ୱାରୀ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଯଦି ଜିମ୍ବାୱେ କ୍ରିକେଟ୍ ଟିମ୍ ଯଦି ଭାରତକୁ ପରାସ୍ତ କରିବ ତେବେ ସେ ଜିମ୍ବାୱେର ଜଣେ ଯୁବକଙ୍କୁ ବିବାହ କରିବେ। ଏହାପୂର୍ବରୁ ବୁଧବାର ଭାରତ ଏବଂ ବାଂଲାଦେଶ…

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ଚିନ୍ତା ବଢ଼ାଇଲା ପାକିସ୍ତାନ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଏ ପର୍ଯ୍ୟନ୍ତ ଖରାପ ପ୍ରଦର୍ଶନ କରି ଆସିଥିବା ପାକିସ୍ତାନ ଆଜି ବର୍ଷା ବାଧାପ୍ରାପ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୩୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ହୋଇଛି । ଅବଶ୍ୟ…

କୋହଲିଙ୍କ ବ୍ୟବହାରକୁ ଆଲୋଚନା କଲେ ଗମ୍ଭୀର

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସୁପର ୧୨ର ଏକ ମ୍ୟାଚରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୪ ବଲରେ ଅପରାଜିତ ୬୪ ରନ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ କୋହଲିଙ୍କ ଏକ ବ୍ୟବହାର ନେଇ ପୂର୍ବତନ ଓପନ ଗୌତମ ଗମ୍ଭୀର ସମାଲୋଚନା…

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟ ପଛର ଚାରି ପ୍ରମୁଖ କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ବାଂଲାଦେଶକୁ ହରାଇ ଏବେ ସେମିଫାଇନାଲ ଯିବା ପାଇଁ ବାଟ ସହଜ କରିଛି। ହେଲେ ମ୍ୟାଚ ଆରମ୍ଭରୁ ସ୍ଥିତି କିଛି ଓଲଟା ଥିଲା। ଟିମ୍ ଇଣ୍ଡିଆ ବାଂଲାଦେଶ ବ୍ୟାଟସମ୍ୟାନଙ୍କ ଓ୍ୱିକେଟେ ନନେଇପାରିବା ଅପରପକ୍ଷରେ ଲିଟନ ଦାସ ଭଳି ବ୍ୟାଟସମ୍ୟାନଙ୍କ ଛକା…

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି…

ପୁଣି ଚମକିଲେ କିଙ୍ଗ କୋହଲି, ବାଂଲାଦେଶକୁ ହରାଇ ସେମିର ନିକଟତର ହେଲା ଭାରତ

ଆଡିଲେଡ: ଏଠାରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତ ସେମିର ନିକଟତର ହୋଇଛି । କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ । ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ…

ନେଦରଲାଣ୍ଡ ନିକଟରୁ ହାରି ବିଶ୍ୱକପରୁ ବିଦାୟ ନେଲା ଜିମ୍ବାୱେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନେଦରଲାଣ୍ଡ ନିକଟରୁ ହାରି ଜିମ୍ବାୱେ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ସିକନ୍ଦର ରାଜା ୪୦ ରନ କରିଥିଲେ । ୯ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ…