Latest Odisha News

BREAKING NEWS

Browsing Category

ଖେଳ

ବୁମରାହଙ୍କ ୧୯ରେ ୬, ଇଂଲଣ୍ଡ ୧୧୦ରେ ଅଲଆଉଟ

ଲଣ୍ଡନ: ଯଶପ୍ରୀତ ବୁମରାହଙ୍କ କ୍ୟାରିୟରର ଶ୍ରେଷ୍ଠ ଦିନିକିଆ ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏଠାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ କରିଦେଇଛି । ବୁମରାହ ମାତ୍ର ୯ରନରେ ୬ୱିକେଟ ହାସଲ କରି ବିପକ୍ଷ ଦଳର ବ୍ୟାଟିଂ…

ବିଶ୍ରାମ ନେବା ନେଇ ସିନିୟର୍ସ କ୍ରିକେଟରଙ୍କ ଉପରେ ରାଗିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ବିଶ୍ରାମ ନେବା ନେଇ ଆଜି ଟିମ ଇଣ୍ଡିଆର ସିନିୟର୍ସ ଖେଳାଳିଙ୍କ ଉପରେ ବିରକ୍ତ ହୋଇଛନ୍ତି । ସେ କହିଛନ୍ତି ଆଇପିଏଲ ଖେଳିଲା ବେଳେ ବିଶ୍ରାମ ନେଉନ ତାହାହେଲେ ଦେଶ ପକ୍ଷରୁ ଖେଳିଲା ବେଳେ କାହିଁକି ନେଉଛ ବୋଲି ପ୍ରଶ୍ନ କରିଥିଲେ ।…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପକ୍ଷରୁ ଖେଳିବେ ବେକହାମ, ରୋନାଲ୍ଡୋ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ୨୮ ଜୁଲାଇରୁ ବର୍ମିଂହାମରେ ଆରମ୍ଭ ହେବ । ଏହି ମେଗା ଇଭେଂଟରେ ୧୦୭ ମହିଳାଙ୍କ ସମେତ ଭାରତର ୨୧୫ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୧୦୭ଜଣିଆ ଷ୍ଟାଫ ଦଳ ସହିତ ବର୍ମିଂହାମ ଯିବେ । ତେବେ ସବୁଠାରୁ ମଜା କଥା ଭାରତ ପକ୍ଷରୁ ଏଥିର ବେକହାମ ଓ ରୋନାଲ୍ଡୋ…

ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ: ୯୪ ବର୍ଷୀୟା ଭଗୱାନୀ ଦେବୀ ଜିତିଲେ ସ୍ୱର୍ଣ୍ଣ

ଚଣ୍ଡୀଗଡ: ୯୪ ବର୍ଷୀୟା ଭଗୱାନୀ ଦେବୀ ପରିଣତ ବୟସରେ ମଧ୍ୟ ଫିଟ ରହିବା ସହ ଦେଶ ପାଇଁ ପଦକ ଜିତି ଯୁବପିଢୀ ପାଇଁ ଆଦର୍ଶ ସାଜିଛନ୍ତି । ଫିନଲାଣ୍ଡର ଟାମ୍ପରେରେ ଅନୁଷ୍ଠିତ ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଭାରତକୁ…

୨୧ତମ ଗ୍ରାଣ୍ଡସ୍ଲାମ, ୭ମ ୱିମ୍ବେଲଡନ ଟାଇଟଲ ଜିତିଲେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ରବିବାର ୱିମ୍ବେଲଡନ ଟେନିସ ଫାଇନାଲରେ ଅଷ୍ଟ୍ରେଲିଆର କିର୍ଗିୟୋସଙ୍କୁ ୪-୬, ୬-୩, ୬-୪ ଓ ୭-୬ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଏହା ଜୋକୋଭିଚଙ୍କ କ୍ୟାରିୟରର ଓଭରାଲ ୨୧ତମ ଗ୍ରାଣ୍ଡସ୍ଲାମ ଓ ୭ମ ୱିମ୍ବେଲଡନ ଟାଇଟଲ ଜିତିଛନ୍ତି…

ଏସିଆ କପ ବାସ୍କେଟବଲ : ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଅମରେନ୍ଦ୍ର

ଭୁବନେଶ୍ୱର: ଆଗାମୀ ଏସିଆ କପ ବାସ୍କେଟବଲ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜାକର୍ତାରେ ଜୁଲାଇ ୧୨ରୁ ୨୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨୦ ବର୍ଷୀୟ ଅମରେନ୍ଦ୍ର ନାୟକ ଏହି ଦଳରେ ସ୍ଥାନ ପାଇଛନ୍ତି । ୬ଫୁଟ ୮ଇଂଚ ଉଚ୍ଚତା ବିଶିଷ୍ଟ ଅମରେନ୍ଦ୍ର ନିକଟରେ ସମ୍ପନ୍ନ ହୋଇଥିବା…

ଟି୨୦ ବିଶ୍ୱକପ ପ୍ରୋମୋ ଭିଡିଓରେ ନୂଆ ଅବତାରରେ ପନ୍ତ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥିନେଇ ଏହାର ଏକ ପ୍ରୋମୋ ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ଶେୟାର କରିଛି । ପ୍ରୋମୋରେ ଭାରତର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳୁଛି । ସେ ସମୁଦ୍ର ମଧ୍ୟରୁ ବ୍ୟାଟ ଧରି ବାହାରକୁ…

ଇଂଲଣ୍ଡ ବିପକ୍ଷରେ ଭାରତର କ୍ରମାଗତ ୪ର୍ଥ ଟି୨୦ ସିରିଜ ବିଜୟ, ରୋହିତଙ୍କ ବିଶ୍ୱରେକର୍ଡ

ବର୍ମିଂହାମ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୯ ରନରେ ଇଂଲଣ୍ଡକୁ ପରାସ୍ତ କରି ଆଗୁଆ ସିରିଜ ଜିତି ନେଇଛି । ୩ମ୍ୟାଚ ବିଶିଷ୍ଟ ମୁକାବିଲାରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଟିମ ଇଣ୍ଡିଆ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ…

ଜିତିଲା ରୋହିତ ବାହିନୀ: ଇଂଲଣ୍ଡକୁ ହରାଇଲା 50 ରନରେ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତିଛି  ଭାରତ। ପ୍ରଥମେ ଟିମ୍ ଇଣ୍ଡିଆ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଇଂଲଣ୍ଡ  ୧୪୮ ରନ୍‌ କରି ଶୋଚନୀୟ ପରାସ୍ତ ହୋଇଥିଲା । ଭାରତର ପୁରୁଖା ଦ୍ରୁତ ବୋଲର ଭୁବନେଶ୍ବର କୁମାର ପ୍ରଥମେ ପ୍ରଥମ ଓଭରର ପଞ୍ଚମ ବଲ୍‌ରେ  ଜୋସ୍…

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ସଲ କ୍ରେସ୍ପୋ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗର ୯ମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା ଏଫସି । ଦଳକୁ ଆହୁରି ମଜଭୁତ କରିବା ପାଇଁ ଗୁରୁବାର ସ୍ପେନର ମିଡଫିଲ୍ଡର ସଲ କ୍ରେସ୍ପୋଙ୍କ ସହ କ୍ଲବ ଚୁକ୍ତି କରିଛି । ୨୫ ବର୍ଷୀୟ ଏହି ଷ୍ଟାର ଖେଳାଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ବର୍ଷ…