Latest Odisha News

BREAKING NEWS

Browsing Category

ଖେଳ

ଅବସର ନେଲେ ଆରୋନ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଂଚ ଆଜି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ । ତେବେ ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ଘରୋଇ ପରିବେଶରେ ହେବାକୁ ଥିବା…

ଟିମ ଚୟନ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ବିସିସିଆଇ

ମୁମ୍ବାଇ: ଆଉ ହାତଗଣତି ଦିନ ପରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । ଏସିଆ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିବା ସହ ସେପ୍ଟମ୍ବରରେ ହେବାକୁ ଥିବା ବିଶ୍ୱକପ ନେଇ ଚିନ୍ତାରେ ପକାଇଛି । ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା…

୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ୧୭  ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିଅମରେ ଏ ନେଇ ଏକ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ନବୀନ। ଏହି କାର୍ଯ୍ୟକ୍ରମରେ…

ପାକିସ୍ତାନକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା

ଏସିଆ କପର ସୁପର ୪ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ଶ୍ରୀଲଙ୍କାକୁ ୧୨୨ ରନର ଟାର୍ଗେଟ ଦେଇଥିଲା । ୧୭ ଓଭରରେ ଶ୍ରୀଲଙ୍କା ୫ ୱିକେଟରେ ୧୨୪ ରନ୍ କରି ବିଜୟଲାଭ କରିଛି । ହସରଙ୍ଗା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।…

ସେପ୍ଟମ୍ବର ୧୬ରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ସେପ୍ଟମ୍ବର ୧୬ରେ ହେବ । ଆଘାତ ସମସ୍ୟା ଯୋଗୁ ଦଳରୁ ବାହାରେ ଥିବା ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଡକା ଯାଇଛି । ସେଠାରେ ସେମାନେ ଫିଟନେସ ଟେଷ୍ଟରେ ପାସ…

ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଟ୍ରଫି ଟାଇଟଲ ଜିତିଲେ ନୀରଜ

ନୂଆଦିଲ୍ଲୀ: ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ଗୌରବାନ୍ୱିତ କରିଛନ୍ତି । ଜ୍ୟୁରିକରେ ଅନୁଷ୍ଠିତ ଡାଇମଣ୍ଡ ଟ୍ରଫିରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କ ୫ମ ପ୍ରାୟସ ୮୬.୯୪…

୧୦୨୦ ଦିନର ଅପେକ୍ଷା ପରେ ଶେଷରେ ଶତକ ମାରିଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର । ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା…

ପୁରୁଷ ହକି ବିଶ୍ୱକପ୍, ପୁଲ ଡିରେ ଭାରତ

ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ ବୋଲି ଆଜିଠାରୁ ଘୋଷଣା ହୋଇଛି । ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ  ଆଜି ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ…

ଭାରତ-ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମ୍ ନିକଟରେ ଅଗ୍ନିକାଣ୍ଡ

ଦୁବାଇ: ଏସିଆ କପ୍-୨୦୨୨ରେ ଭାରତ ଆଜି ଅନ୍ତିମ ମ୍ୟାଚ୍ ଖେଳିବ । ଦୁବାଇ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ବଡ଼ ଦୁର୍ଘଟଣା ଘଟିଛି । ଷ୍ଟାଡିୟମର ପ୍ରବେଶ ଫାଟକ ନିକଟରେ ନିଆଁ ଲାଗି ଯାଇିଛି । ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି…

ଆଇପିଏଲ ଖେଳିଥିବା ନେପାଳୀ କ୍ରିକେଟରଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନୋଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ନେପାରର ଅଧିନାୟକ ସନ୍ଦୀପ ୧୭ ବର୍ଷୀୟା ଏକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାଠମାଣ୍ଡୁ ପୋଲିସ ଘଟଣାର…